Movie prime

ପଶ୍ଚିମବଙ୍ଗ ରେ ଉତ୍ପାତ କରୁଛନ୍ତି ମମତା ଦିଦି... ମମତାଙ୍କୁ ସାବାଡ କରିବାକୁ ଲାଗୁହେବ ରାଷ୍ଟ୍ରପତି ଶାସନ!

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପଶ୍ଚିମବଙ୍ଗ ର ରାଜନୀତି କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ସୁପାରିଶ କରା ଯାଇଛି।ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ଙ୍କ ପାଇଁ ସନ୍ଦେଶଖାଲି ହିଂ-ସା ହୋଇ ଥିବାର ଦେଖା ଯାଇଛି।
Special report
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଲୋକ ମାନେ ପରସ୍ପର ଭିତରେ ହିଂ-ସା କରୁଛନ୍ତି। ହ-ଣା କ-ଟା ଭଳି ହିଂ-ସା ସେଠାରେ କରା ଯାଉଚି।ତେବେ ଏ ନେଇ ମହିଳା ମାନଙ୍କ ଉପରେ ଯୌ-ନ ନି-ର୍ଯ୍ୟା-ତ-ନା ବଢି ଚାଲିଛି।ସେଥିପାଇଁ ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ ରହିଛି।
ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଏକ ରିପୋର୍ଟ କରା ଯାଇଛି।ଏହାକୁ ଏନ୍ ସି ଏସ ସି କମିଟି ସୁପାରିଶ କରିଛି।ଏହି ସୁପାରିଶ ଅନୁସାରେ ପଶ୍ଚିମବଙ୍ଗ ରେ ରାଷ୍ଟ୍ରପତି ଶାସନ ଜାରି କରା ଯାଉ।ଜାତୀୟ ଏନ୍ ସି ଏସ ସି ମୁଖ୍ୟ ଅରୁଣ ହାଲଦାର ନିଜ ମତ ପ୍ରକାଶ କରିଛନ୍ତି।
ସେ କହିଛନ୍ତି କି ସନ୍ଦେଶଖାଲି ମହିଳା ମାନଙ୍କୁ ଯୌନ ନିର୍ଯାତନା ଦିଆ ଯାଉଛି।ମହିଳା ମାନଙ୍କୁ କିଛି ପୁରୁଷ ମାନେ ମାରିବା ସହିତ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି।ହେଲେ ଏ ନେଇ ପୋଲିସ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।
Special report
ସେଥିପାଇଁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପାଖକୁ ଏକ ରିପୋର୍ଟ ଲେଖିଛନ୍ତି।ଏହି ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗ ରେ ରାଷ୍ଟ୍ରପତି ଶାସନ ଜାରି କରା ଯାଉ।ମହିଳା ମାନଙ୍କ ଜମି ଛଡାଇ ନିଆ ଯାଉଛି।
ସେମାନଙ୍କ ଉପରେ ହେଉ ଥିବା ବ-ର୍ବ-ର-ତା ସମ୍ପର୍କ ରେ ସେ ମତ ଦେଇଛନ୍ତି।ମହିଳା ମାନଙ୍କ ପାଇଁ ଆମ ଦେଶ ରେ ଅନେକ ବ୍ୟବସ୍ଥା କରା ଯାଇଛି।ହେଲେ ଏଠାରେ ମହିଳା ମାନଙ୍କୁ ନୀଚ ଦୃଷ୍ଟି ରେ ଦେଖା ଯାଉଚି।ତାଙ୍କୁ ନି-ର୍ଯା-ତ-ନା ଦିଆ ଯାଉଚି।ଯାହାକୁ କେହି ସହି ପାରିବେ ନାହି।
କିଛି ମହିଳା ମାନେ ସାମ୍ନା କୁ ଆସି ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟ ରେ କହିଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ମହିଳା ମାନଙ୍କ ଉପରେ ହେଉଥିବା ଏହି ଅତ୍ୟାଚାର କୁ ବନ୍ଦ କରା ଯାଉ ବୋଲି ଏହି କମିଟି ସୁପାରିଶ କରିଛି।ଓ ପଶ୍ଚିମବଙ୍ଗ ରେ ରାଷ୍ଟ୍ରପତି ଶାସନ ଜାରି କରା ଯାଉ ବୋଲି କହିଛନ୍ତି।ତେବେ ଏ ନେଇ ପଶ୍ଚିମବଙ୍ଗ ରାଜନୀତି ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.