Movie prime

Paytm ହୋଇଗଲା ବନ୍ଦ୍, RBI କହିଲା ଏଇ ବ୍ୟାଙ୍କ୍ କୁ ସବୁ ଦିନ ପାଇଁ ହଟାଓ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନ ଲାଇନ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ତଥା ପେ ଟି ଏମ୍ ବିଷୟ ରେ ଆପଣ ମାନେ ଆଗରୁ ଜାଣି ଥିବେ।ତେବେ ଆଜି ଠାରୁ ଏହି ପେ ଟି ଏମ୍ ବ୍ୟବସ୍ଥା କୁ ବନ୍ଦ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି।
Special report
ଏ ନେଇ ଅନେକ ଲୋକ ଏବେ ଚିନ୍ତା ରେ ଅଛନ୍ତି।ତେବେ ଆପଣ ମାନେ ଏ ନେଇ ଚିନ୍ତା କରନ୍ତୁ ନାହିଁ।ଆପଣ ମାନଙ୍କ ପେଟିଏମ୍ ଆକାଉଣ୍ଟ ରେ ଯେତିକି ଟଙ୍କା ରହିବା କଥା ରହିବ।ଏହା ଶେଷ ହୋଇ ଯିବା ପରେ ଆଉ ଆପଣ ମାନେ ଏହାକୁ ବ୍ୟବହାର କରି ପାରିବେ ନାହିଁ।
ତେବେ ମିଳି ଥିବା ସୂଚନା ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପେ ଟି ଏମ୍ ସଂସ୍ଥା କୁ ବନ୍ଦ କରିବା ପାଇଁ ଯାଉଛନ୍ତି।ଭାରତ ରେ ପ୍ରାୟ ୨୭ ଲକ୍ଷ କୋଟି ଲୋକ ଡିଜିଟାଲ ବ୍ୟାଙ୍କିଙ୍ଗ ଆପ ତଥା ପେ ଟି ଏମ୍ କୁ ବ୍ୟବହାର କରନ୍ତି।ତେବେ ଏହା ବନ୍ଦ ହେବା କଥା ଶୁଣି ଆପଣ ମଣ୍ଡ ଚିନ୍ତା କରନ୍ତୁ ନାହିଁ।
ପେ ଟି ଏମ୍ ୱାଲେଟ ରେ ଥିବା ଆପଣ ଙ୍କ ଟଙ୍କା ସୁରକ୍ଷିତ ରହିବ।ଆପଣ ମାନେ ଏହାକୁ ବ୍ୟବହାର କରି ପାରିବେ।ହେଲେ ଏହି ଟଙ୍କା ଶେଷ ହୋଇ ଯିବା ପରେ ଆପଣ ଆଉ ଥରେ ଏଥିରେ ଟଙ୍କା ରଖି ପାରିବେ ନାହିଁ।ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉଚି ସର୍ବଶ୍ରେଷ୍ଠ ବ୍ୟାଙ୍କ।
Special report
ଏହି ବ୍ୟାଙ୍କ ଏବେ ପେ ଟି ଏମ୍ କୁ ବନ୍ଦ କରି ଦେଇଚି।ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷ ରୁ କୁହା ଯାଇଚି କି ତାଙ୍କ ଦ୍ଵାରା ଲଗା ଯାଇ ଥିବା ନିୟମ କୁ ପେ ଟି ଏମ୍ ସଂସ୍ଥା ମାନି ନ ଥିଲା।ସେଥିପାଇଁ ସେହି ସଂସ୍ଥା ଉପରେ ଏତେ ବଡ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି।
ଆସନ୍ତା ଫେବୃୟାରୀ ୨୯ ତାରିଖ ପରେ ଏଥିରେ ଆଉ ଟଙ୍କା ଜମା ରଖି ହେବ ନାହିଁ।ଆପଣ ଙ୍କ ର ଯଦି ଏଥିରେ ଟଙ୍କା ଅଛି ତେବେ ଏବେ ସେଗୁଡିକ ସବୁ ଉଠାଇ ଦିଅନ୍ତୁ।ଦେଶର ପ୍ରଥମ ଡିଜିଟାଲ ପେମେଣ୍ଟ ଆପ୍ ହେଉଚି ପେ ଟି ଏମ୍।
ଏହା ୨୦୧୦ ମସିହା ରେ ଦେଶ କୁ ଆସି ଥିଲା।ଏଥିରେ ଭାରତ ର ଅନେକ ଲୋକ ଯୋଡି ହୋଇ ଥିଲେ।ତେବେ ଏହା ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ଏହି କମ୍ପାନୀ ଆରବିଆଇ ର ଗାଇଡ ଲାଇନ କୁ ମାନି ନ ଥିଲା।ଯାହା ଫଳ ରେ ରିଜର୍ଭ ବ୍ୟାଙ୍କ୍ ଏହାକୁ ବନ୍ଦ କରି ଦେବାର ନିଷ୍ପତି ନେଇଛି।ଆସନ୍ତା ୨୯ ତାରିଖ ରେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆ ଯିବ।