Movie prime

ଶୁଖିଲା ଟା ରେ ଫଶିଲେ ରାଜୁ ଦାସ : ଆରମ୍ଭ ହେଲାଣି ବିକ୍ଷୋଭ, ଖୁବ୍ ଶୀଘ୍ର ପୋଲିସ କରିପାରେ ଗିରଫ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ରାଜୁ ଦାସ୍। ସାହୁ ବାବୁ ଙ୍କ ନାମରେ ସାଇବର ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି।
Special report
ଏଭଳି ଏତଲା ସାହୁ ଭାଉଜ ନୁହେଁ ବରଂ ଏଭଳି ଅଭିଯୋଗ କରିଛନ୍ତି ବଜରଙ୍ଗ ଦଳ। ଏହି ୟୁଟ୍ୟୁବର୍ ଜଣକ ସାହୁ ବାବୁ ନାମରେ ମଧ୍ୟ ବେଶ ଜଣାଶୁଣା ଅଟନ୍ତି। ତାଙ୍କର ସାହୁ ଭେରାଇଟି ଷ୍ଟୋର ନାମରେ ଏକ ଦୋକାନ ମଧ୍ୟ ରହିଛି।
ତାଙ୍କର ୟୁଟ୍ୟୁବରେ ଲକ୍ଷ ଲକ୍ଷ ପ୍ରଶଂସକ ମାନେ ମଧ୍ୟ ରହିଛନ୍ତି। ଆଉ ଏବେ ରାଜୁ ଦାସ୍ ଗିରଫ ହେବା ନେଇ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। କାରଣ ରାଜୁ ଦାସ ଙ୍କ ନାମରେ ଏବେ ସାଇବର ଥାନାରେ ଏକ ଏତଲା ଦିଆ ଯାଇଛି।
ରାଜୁ ଦାସ୍ ତାଙ୍କର ସାହୁ ଭେରାଇଟି ଷ୍ଟୋର ଛାଡ଼ି ବାଲ୍ ବ୍ରହ୍ମଚାରୀ ନାମରେ ଏକ ଭିଡିଓ ଛାଡିଥିଲେ। ଆଉ ଏହି ଭିଡିଓ ରେ ହିନ୍ଦୁ ଧର୍ମ ବିରୋଧରେ ଓ ହିନ୍ଦୁ ଧର୍ମ କୁ ଅପମାନ କଲା ଭଳି ଭିଡିଓ ପୋଷ୍ଟ କରାଯାଉ ଥିଲା।
Spe timid
ଆଉ ଏଭଳି ଏକ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ବଜରଙ୍ଗ ଦଳ। ସାଧୁ, ସନ୍ଥ, ମହର୍ଷି ଓ ବଜରଙ୍ଗ ଦଳକୁ ଉପହାସ କଲା ଭଳି ଭିଡିଓ କରିବାରେ ଲାଗିଛନ୍ତି ରାଜୁ ଦାସ୍। ହିନ୍ଦୁ ଧର୍ମାବଲମ୍ବୀ ଲୋକଙ୍କ ଆସ୍ଥା କୁ ଏହା କୁଠାରଘାତ କରୁଛି।
ଆଉ ଥରେ କି ଦୁଇଥର ନୁହେଁ ବରଂ ବାରମ୍ୱାର ସେ ଏଭଳି ଭିଡିଓ ପୋଷ୍ଟ କରୁଥିବା ନେଇ ଏହା ବଜରଙ୍ଗ ଦଳ ମଧ୍ୟ ଅଭିଯୋଗ କରିଛି। ସେଥିପାଇଁ ଏବେ ବିବାଦରେ ରାଜୁ ଦାସ।
ଏହି କିଛି ଦିନ ତଳେ ତାଙ୍କ ନାମରେ ସାହୁ ଭାଉଜ ଅଭିଯୋଗ ଆଣି ଥିବାର ଦେଖିବାକୁ ମିଳିଥିଲା। ଆଉ ଅଭିଯୋଗ ଆଣିବା ପରେ ମଧ୍ଯ ସାମ୍ନା କୁ ଆସିଥିଲେ ରାଜୁ ଦାସ। ରାଜୁ ଦାସ ମଧ୍ଯ ଏଥିପ୍ରତି ପ୍ରତିକ୍ରିୟା ରଖିଥିଲେ।
ହେଲେ ଏବେ ରାଜୁ ଦାସ ଙ୍କୁ ନେଇ ଏକ ନୁଆ ଖବର ମଧ୍ଯ ଆସି ଯାଇଛି। ଏବେ କଟକ ସାଇବର ଥାନାରେ ରାଜୁ ଦାସ ଙ୍କ ନାମରେ ଏତଲା ମଧ୍ୟ ଦିଆ ଯାଇଛି। ଆଉ ଏହା ଏବେ ସବୁଠାରୁ ବଡ ଖବର ଅଟେ ଯାହାକୁ ନେଇ ଚର୍ଚ୍ଚା ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.