Movie prime

ଫୋନ ରେ ଅଶ୍ଳିଳ ଗପ ଗପି ମୋ ସ୍ତ୍ରୀ ଦେହ ଗରମ କରୁଥିଲୁ, ଏବେ ଉପରେ ଯାଇ ମସ୍ତି କରିବୁ ଯା..

 
Special report
ନମସ୍କାର ପାଠକ ବନ୍ଧୁ।ପ-ର-କ୍ରୀ-ୟା-ପ୍ରି-ତି ରୁ ଏକ ଭୟ ଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ରାଣୀ ପୋଖରୀ ଅଞ୍ଚଳ ରେ।ଏହା ଏକ ସବୁଦିନିଆ କଥା ହୋଇ ଯାଇଚି।ଏବେ ଖବର କାଗଜ ରେ ପର କ୍ରିୟା ପ୍ରୀତି ରୁ ମୃତ୍ୟୁ ଭଳି ଅନେକ ଖବର ଆପଣ ପଢ଼ୁଥିବେ।
Special report
ଆମେ ଆଜି ଆପଣ ମାନଙ୍କୁ ଏହି ପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ସ୍ତ୍ରୀ ଙ୍କ ଉପରେ ସନ୍ଦେହ କରି ଜଣେ ସ୍ଵାମୀ ଅନ୍ୟ ଜଣେ ପୁରୁଷ ଙ୍କୁ ହ-ତ୍ୟା କରି ଦେଇଚି ବୋଲି ଅଭିଯୋଗ ହୋଇଛି।ଅଭିଯୋଗ କୁ ଭିତ୍ତି କରି ପୋଲିସ ଏବେ ତଦନ୍ତ ଆରମ୍ଭ କରି ଦେଇଛି।
ସୂଚନା ଅନୁସାରେ ମୃତକ ଜଣକ ହେଉଛନ୍ତି ସେହି ଗ୍ରାମ ର ବସନ୍ତ ସାହୁ।ସେ ମେଡିକାଲ ର ଜଣେ କର୍ମଚାରୀ ଭାବେ କାମ କରୁଥିଲେ।ସେହି ସମୟ ରେ ତାଙ୍କର ଦେଖା ହୋଇଥିଲା ମୋନାଲିସା ଙ୍କ ସହିତ।ମୋନାଲିସା ଆଗରୁ ବିବାହିତ ଥିଲେ।ତାଙ୍କ ସ୍ଵାମୀ ଙ୍କ ନାମ ହେଉଚି ଅଜିତ।
ଅଜିତ ଅନେକ ଦିନ ରୁ ତାଙ୍କ ପତ୍ନୀ ଙ୍କ ଉପରେ ସନ୍ଦେହ କରୁଥିଲେ । ସେ ସବୁବେଳେ ବସନ୍ତ ଙ୍କ ସହିତ କଥା ହେଉଥିଲେ।ମୋନାଲିସା ଓ ବସନ୍ତ ଙ୍କ ପ୍ରେମ ସଂପର୍କ ନିବିଡ଼ ହୋଇ ସାରିଥିଲା।ଏହାକୁ ସହି ପାରୁ ନ ଥିଲେ ଅଜିତ।
Special report
ଅଜିତ ଓ ମୋନାଲିସା ଙ୍କ ର ଏହି କଥା କୁ ନେଇ ସବୁବେଳେ ଝଗଡ଼ା ଲାଗି ରହୁଥିଲା।ଘଟଣା ଦିନ ରାତି ରେ ମୋନାଲିସା ବସନ୍ତ ଙ୍କ ସହିତ କଥା ହେଉଥିବାର ଦେଖିବାକୁ ପାଇଥିଲେ ଅଜିତ।ସେ ତାଙ୍କ ସ୍ତ୍ରୀ ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।ହେଲେ ତାଙ୍କ ସ୍ତ୍ରୀ ଶୁଣି ନ ଥିଲେ।
ଯାହା ଫଳ ରେ ଅଜିତ ରାଗି ଯାଇ ବସନ୍ତ ଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କଲା।ଶେଷ ରେ ସଫଳ ମଧ୍ୟ ହେଲା।ହ-ତ୍ୟା କରି ସାରିବା ପରେ ତାକୁ ଏକ ଜଙ୍ଗଲ ଭିତରକୁ ଫୋପାଡି ଦେଇଥିଲା ଅଜିତ।
ସକାଳୁ ଗ୍ରାମ ବାସି ମାନେ ଏହାକୁ ଦେଖିବାକୁ ପାଇଥିଲେ।ସେମାନେ ସଙ୍ଗେ ସଙ୍ଗେ ପୋଲିସ ଖବର ଦେଇଥିଲେ।ଏହା ପର କ୍ରିୟା ପ୍ରୀତି ରୁ ହୋଇଛି ପୋଲିସ ସୂଚନା ଦେଇଥିଲା।
ବସନ୍ତ ଙ୍କ ସାନ ଓ ବଡ ଭାଇ ମାନେ ଏବେ କାନ୍ଦି କାନ୍ଦି ବେହାଲ ହୋଇ ଯାଉଛନ୍ତି।ତାଙ୍କ ଭାଇ ଙ୍କୁ ଯେଉଁ ମାନେ ହ-ତ୍ୟା କରିଛନ୍ତି ତାଙ୍କୁ କଠିନ ରୁ କଠିନ ଦଣ୍ଡ ମିଳୁ ବୋଲି ସେମାନେ ଦାବି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.