Movie prime

ବାଛନ୍ତୁ ଗୋଟିଏ ପତ୍ର ଆଉ ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଗାମୀ ଦିନରେ ଭାଗ୍ୟ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣଙ୍କ ପାଇଁ ଆସୁଥିବା ସମୟ କିପରି ରହିବ ଓ କଣ ସବୁ ଖୁସି ଖବର ମିଳିବାର ଅଛି ଆସୁଥିବା ସମୟରେ ଆପଣଙ୍କର ଭବିଷ୍ୟତ କଣ ସବୁ ପରିବର୍ତ୍ତନ
ହେବାକୁ ଯାଉଛି ଆସନ୍ତା କାଲି ଠାରୁ କଣ ସବୁ ହେବାକୁ ଯାଉଛି ଆପଣଙ୍କ ଜୀବନରେ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାର ଅଛି। ଏଥିପାଇଁ ଆପଣ ୩ ଟି ଚିତ୍ର ମଧ୍ୟ ରୁ ଯେ କୌଣସି ଗୋଟିଏ ଚୟନ କରନ୍ତୁ।
Bh
୧- ପ୍ରଥମ ପତ୍ର : ଯେଉଁ ମାନେ ପ୍ରଥମ ଚିତ୍ର ଚୁଜ କରିଛନ୍ତି ଆପଣଙ୍କ ପାଇଁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି। ଇଚ୍ଛା ଅନୁଯାୟୀ ଶୁଭ ଫଳ ପ୍ରାପ୍ତ ହେବ। ଆପଣ କୌଣସି ଖରାପ କାମ କରିଲେ ଖରାପ ପରିଣାମ ଜଲ୍ଦି ମିଳିଥାଏ। କିନ୍ତୁ ଭଲ କାମ କରିଲେ ପରିଣାମ ଡେରିରେ ମିଳିଥାଏ।
ଆଜି ଯାଏଁ ଆପଣ ଯାବତିୟ ଦୁଖ କଷ୍ଟ ଭୋଗ କରିସାରିଛନ୍ତି। ବର୍ତ୍ତମାନ ଯେଉଁ କେତୋଟି ଗ୍ରହ ଅଶୁଭ ଭାବରେ ସ୍ଥାନ କରିଛନ୍ତି ସେଥିପାଇଁ ଆପଣ ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ। ଯାହାଫଳରେ ଆପଣ ଏହାର ପ୍ରତିକାର କରିପାରିବେ। ହଠାତ ଧନ ପ୍ରାପ୍ତି, ଶୁଭ ସମ୍ବାଦ ପାଇପାରନ୍ତି।
Gh
୨- ଦ୍ଵିତୀୟ ପତ୍ର : ଯେଉଁ ମାନେ ଦ୍ଵିତୀୟ ପତ୍ର ଚୁଜ କରିଛନ୍ତି ତେବେ ଘର ଠାରୁ ବାହାର ଯାଏଁ ଅସାନ୍ତି ହେଉଛି। କାହାରି ସହ ବିବାଦ କରନ୍ତୁ ନାହି। ଆପଣ ସାବଧାନ ରୁହନ୍ତୁ। ପାରିବାରିକ କ୍ଷେତ୍ର ପାଇଁ ଅଧିକ ଖର୍ଚ୍ଚ କରିସାରିଛନ୍ତି। ଏବେ କିନ୍ତୁ ଚିନ୍ତା ଦୂର କରନ୍ତ।
ଆଜି ଠାରୁ ଆପଣ ସୁନାମୀ ଅର୍ଜନ କରିବେ। ପଦ ପଦବୀରେ ଯଶ ଲାଭ କରିବେ। ଶୁଭର ପ୍ରବେଶ ହେଉଛି। ଅଶୁଭତ୍ଵ ଦୂରେଇ ଯାଉଛି। ଆପଣଙ୍କ ନିମନ୍ତେ ଆରାଧ୍ୟା ଦେବୀ ମା ପାର୍ବତୀ। ହଳଦିଆ ରଙ୍ଗର ଗାମୁଛା ସହ ଦକ୍ଷିଣ ଦାନ କରନ୍ତୁ।
Yu
୩- ତୃତୀୟ ପତ୍ର : ଯେଉଁ ମାନେ ତୃତୀୟ ପତ୍ର ପସନ୍ଦ କରିଛନ୍ତି ପୂର୍ବରୁ ଆପଣଙ୍କ ଲାଗି ଯେଉଁ ପାପ ଦୋଷ ହେଉଥିଲା ଆପଣ ସେଥିରେ ମନ୍ଦ ଫଳ ଭୋଗ କରୁଥିଲେ। ଏଥର ଚିନ୍ତା ଦୂର ହୋଇ ଶୁଭ ଫଳ ଆଗମନର ସମୟ ଆସିଯାଇଛି। ବର୍ତ୍ତମାନ ଆପଣଙ୍କ ଜାତକରେ ଦ୍ଵିତୀୟ ରାଜଯୋଗର ନିର୍ମାଣ ହେଉଛି।
ଆପଣ ଯଦି କାହା ଠାରୁ ଧୋକା ଖାଇ ଥାନ୍ତି କିମ୍ବା ଆପଣଙ୍କୁ କେହି ମିଛ କହିଥାଏ ତେବେ ଆପଣ ତାକୁ ଛାଡିନଥାନ୍ତି। ଆପଣ ଅଧିକ ଗପିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଅନେକ ସମୟରେ ଠକାମିର ଶିକାର ହୋଇଥାନ୍ତି। ଆପଣ କଠିନ ସ୍ଥିତିକୁ ସହଜରେ ସାମନା କରିଥାନ୍ତି।