Movie prime

ପିଣ୍ଟୁ ଦେହ ଖରାପ ଥିଲେ ବି ସେ ଆମକୁ ବୁଝାଏ ମୋର କିଛି ହେବନି, ବ୍ୟସ୍ତ ହୁଅନି ,ହେଲେ ଆଜି ଆମକୁ ଛାଡ଼ି ଚାଲିଗଲା - ଅଭିନେତା ଶ୍ରୀତମ ଦାସ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଇଉଡ, ବଲିଉଡ ଏବଂ ସିନେମା ଜଗତର ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସିନେମା କଳାକାରମାନଙ୍କ ବିଷୟରେ ଅନେକ ଖବର ବି ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ପିଣ୍ଟୁ ନନ୍ଦଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରିଥାନ୍ତି । 
ଏହି ଅଭିନେତା ଜଣଙ୍କୁ ନେଇ ଆସୁଥିବା ସବୁ ଖବର ବିଷୟରେ ଆପଣମାନେ ଜାଣିଥିବେ । ଏହି ଅଭିନେତା ଜଣକ ଲିଭର୍ ସିରୋସିସ୍ ରୋଗରେ ପୀଡିତ ଅଛନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଦୁଃଖଦ ଖବର ଆସିଛି । ଆଉ ଆମ ଗହଣରେ ନାହାଁନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଆରପରିରେ ଅଭିନେତା ପିଣ୍ଟୁ ନନ୍ଦ ।
ଅଭିନେତା ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଏହି ଅଭିନେତା ଜଣକର ଦେହାନ୍ତ ଘଟିଛି । ଏହି ଅଭିନେତା ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା ।
ଏହି ଖବର ହେଉଛି ସବୁଠାରୁ ଦୁଃଖଦ ଖବର । ସମସ୍ତେ ଚେଷ୍ଟା କରିଥିଲେ ଯେମିତି ହେଉ ଅଭିନେତା ପିଣ୍ଟୁ ନନ୍ଦ ଭଲ ହୋଇଯାଆନ୍ତୁ । ତାଙ୍କ ସ୍ବାସ୍ଥ୍ୟ ସୁସ୍ଥ ହେଇଯାଉ । କିନ୍ତୁ ଦୁଃଖର ବିଷୟ ଅଫେରା ରାଇଜକୁ ଚାଲି ଯାଉଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ।
ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଚିକିତ୍ସିତ ଅବସ୍ଥାରେ ଅଭିନେତା ପିଣ୍ଟୁ ନନ୍ଦଙ୍କର ଦେହାନ୍ତ ଘଟିଛି । ଓଡ଼ିଶା ସିନେ ଜଗତ ପାଇଁ ଏହା ହେଉଛି ବଡ କ୍ଷତି । 
ଓଲିଉଡ ଜଗତ ପୁଣି ହରାଇଲା ଜଣେ ମହାନ୍ କଳାକାରଙ୍କୁ । ମାସ ମାସ ଧରି ଅଭିନେତା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚାଲିଛି । ତାଙ୍କୁ ଦିଲ୍ଲୀ ପରେ ହାଇଦ୍ରାବାଦ ହସ୍ପିଟାଲକୁ ନିଆ ଯାଇଥିଲା । ମୃ-ତ୍ୟୁ ବେଳକୁ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ୪୫ ବର୍ଷ ହୋଇଥିଲା ।
ସେ ୧୯୭୮ ମସିହାରେ ଭୁବନେଶ୍ୱର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଗୋଟିଏ ପୁଅ ବି ଅଛି । ଦୀର୍ଘଦିନ ହେବ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡିତ ଅଛନ୍ତି ।
ତାଙ୍କ ଅପରେସନ ପାଇଁ ଅନେକ ଟଙ୍କା ଯୋଗାଡ ହୋଉଥିଲା । କିନ୍ତୁ ତାଙ୍କର ଲିଭର ଟ୍ରାନ୍ସପେଟ ହେବା ପୂର୍ବରୁ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ।