Movie prime

ପିଣ୍ଟୁ ନନ୍ଦ ଙ୍କୁ ଏବେ ଭଗବାନ ଙ୍କ ଆଶୀର୍ବାଦ ଦରକାର, ସରିଲା ଅପରେସନ

 
hh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣମାନେ ଦେଖିବାକୁ ପାଇଥିବେ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓଟି ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ପିଣ୍ଟୁ ନନ୍ଦଙ୍କ ବିଷୟରେ କିଛି କଥା। ଆଉ ଯେଉଁଠି କୁହାଯାଉଛି କି ପିଣ୍ଟୁ ନନ୍ଦ ବର୍ତ୍ତମାନ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି, ତାହା ସହିତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାକୁ ମଧ୍ୟ ଲାଗିଛି। 

ଲିଭର ଟ୍ରାନ୍ସପ୍ଲାନଣ୍ଟେସନ ଜରିଆରେ ପିଣ୍ଟୁ ନନ୍ଦଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସି ପାରିବ ବୋଲି ମଧ୍ୟ କୁହାଯାଉଛି। ତେବେ ଆପଣ ମାନେ ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ବେଶ ଭଲ ଭାବରେ ଜାଣିଥିବେ, ଯିଏ କି ଅଭିନୟ ମାଧ୍ୟମରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରିରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିଲେ ବୋଲି କୁହାଯାଉଛି। ଆଉ ଅନେକ ଓଡ଼ିଆ ଫ୍ଲିମ କରି ଆମ ଫ୍ଲିମ ଇଣ୍ଡୋଷ୍ଟ୍ରିର ନାଁକୁ ବହୁତ ଆଗକୁ ନେଇ ଯାଇଛନ୍ତି ଓ ପ୍ରତେକ ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବନେଇ ପାରିଛନ୍ତି। 

ତାହା ସହିତ ଯାହା କୁହାଯାଉଛି କି ଅନେକ ଫ୍ଲିମରେ ନାୟକ ଓ ଖୋଳ ନାୟକ ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କର ପ୍ରସଂଶା ମଧ୍ୟ ସାଉଁଟିଥିବା ସେହି ପିଣ୍ଟୁ ନନ୍ଦ ନନ୍ଦଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ବୋଲି କୁହାଯାଉଛି। ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା ଲିଭର ସିରୋସିସ୍ କାରଣରୁ। ତାଙ୍କର ଲିଭର ଦୁଇଟି ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ଲିଭର ଦୁଇଟିର ଅପରେସନ ପାଇଁ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ଯିବା ପାଇଁ ପଡିବ। 

ଯେଉଁ କାରଣରୁ ତାଙ୍କୁ ୫୦ ହଜାର ଟଙ୍କାର ଆବଶ୍ୟକ ଥିଲା। ଏବଂ ସମସ୍ତେ ତାଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ। ଏବଂ ପିଣ୍ଟୁ ନନ୍ଦ ଦିଲ୍ଲୀ ମଧ୍ୟ ଯାଇଛନ୍ତି। ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦଙ୍କର ଦିଲ୍ଲୀରେ ଏକ ଡ଼ାକ୍ତରୀ ଟିମ୍ ଘରୋଇ ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚଲାଇଛନ୍ତି। ପିଣ୍ଟୁ ନନ୍ଦ ବହୁତ୍ ଜଲଦି ସୁସ୍ଥ ହୋଇଯିବାର ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ପିଣ୍ଟୁ ନନ୍ଦଙ୍କର ଲିଭର ଟି ଟ୍ରାନ୍ସପ୍ଲାଣ୍ଟ ହୋଇସାରିନାହିଁ। କିନ୍ତୁ ବହୁତ୍ ଜଲଦି ହେଇଯିବ କାରଣ ତାଙ୍କର ଲିଭର ଡୋନରର୍ ଖୋଜା ଚାଲିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.