Movie prime

ପିଣ୍ଟୁ ଙ୍କ ଏକା ଦଶାହ ରେ ଯୋଗ ଦେଲେ ଅଭିନେତା ଅନୁଭବ, କାନ୍ଦୁଛି ସାରା ସିନେ ଜଗତ ଆଉ ତଥା ଅଭିନେତା ଆଉ ଅଭିନେତ୍ରୀ ମାନେ....

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତେବେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ପିଣ୍ଟୁ ନନ୍ଦ। ଲିଭର୍ ସିରୋସିସ୍ ରୋଗରେ ପୀଡିତ ଥିବା ଓଲିଉଡ଼ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ପ୍ରଥମେ ଦିଲ୍ଲୀ ଓ ସେଠାରୁ ହାଇଦ୍ରାବାଦକୁ ନିଆଯାଇଥିଲା।
ଆଉ ହାଇଦ୍ରାବାଦ୍ ର ଯଶୋଦା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ରାତ୍ରୀ ୧୧ ଟା ୨୫ ମିନିଟରେ ଅଭିନେତା ପିଣ୍ଟୁ ନନ୍ଦଙ୍କର ଚିକିତ୍ସାଧିନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ପ-ର-ଲୋ-କ ହୋଇଛି। 
ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ଯାହାକୁ ନେଇ ପୁରା ଓଲିଉଡ଼ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗି ପଡ଼ିଛି। ତେବେ ବନ୍ଧୁଗଣ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେ-ହା-ନ୍ତ-କୁ ଆଜି ହେଇଛି ୧୧ର ଦିନ।
ଗତକାଲି ପିଣ୍ଟୁଙ୍କର ଦଶାହ କର୍ମ କରାଯାଇଥିଲା। ଏବଂ ପିଣ୍ଟୁଙ୍କର ଏକାଦଶ କର୍ମ କରାଯାଇଛି। ଘରର ସମସ୍ତ ସଦସ୍ୟ ପିଣ୍ଟୁ ନନ୍ଦଙ୍କୁ ଝୁରି ହୋଇ ବହୁତ ଦୁଃଖରେ ଭାଙ୍ଗି ପଡିଛନ୍ତି। ଆଉ ପିଣ୍ଟୁ ନନ୍ଦଙ୍କର ଦୁଇପୁଅ ମଧ୍ୟ ଲଣ୍ଡା ହେଇଛନ୍ତି। 
ବନ୍ଧୁଗଣ ପିଣ୍ଟୁ ନନ୍ଦ ଆଜି ଏ ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କ ସ୍ଵପ୍ନ ସବୁ ଛାଡି ଯାଇଛନ୍ତି। ଅନେକ ଆଶା ତାଙ୍କର ଆଶା ରେ ରହିଯାଇଛି ଏବଂ ଅନେକ ସ୍ଵପ୍ନ ମଧ୍ୟ ଅଧୁରା ରହିଯାଇଛି। ପୁଅଙ୍କୁ ହିରୋ କରିବାର ସ୍ଵପ୍ନ ସ୍ତ୍ରୀଙ୍କୁ କ୍ଷମା ମାଗିବାର
 ସ୍ଵପ୍ନ ଏମିତି ଅନେକ ସ୍ଵପ୍ନ ପିଣ୍ଟୁ ଙ୍କର ଅଧୁରା ହୋଇ ରହିଯାଇଛି। ଯାହାକି ବନ୍ଧୁଗଣ ଆଜିକୁ ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ୧୧ ଦିନ ପୁରିଛି। ପିଣ୍ଟୁ ନନ୍ଦଙ୍କ ପରିବାର ସଦସ୍ୟ ମିଶି ତାଙ୍କର ଦଶାହ ଏବଂ ଏକାଦଶ କର୍ମ କରିଛନ୍ତି। 
ଅଭିନେତା ପିଣ୍ଟୁ ନନ୍ଦଙ୍କ ଆତ୍ମାର ଶାନ୍ତି ପାଇଁ ପୂଜା କରିଛନ୍ତି। ଓଲିଉଡର ଅନେକ କଳାକାରମାନେ ମଧ୍ୟ ଯୋଗ ଦେଇଥିଲେ। ସମସ୍ତେ ପିଣ୍ଟୁ ନନ୍ଦଙ୍କ ସ୍ମୃତିରେ ଲୁହ ଢାଳୁଛନ୍ତି।
ସିନେଷ୍ଟାରଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗକୁ ନେଇ ସମସ୍ତେ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.