Movie prime

ପୀୟୂଷ ତ୍ରିପାଠୀ ତା ବୋଉକୁ ବାଡୋଉଛି ହେଲେ ରାଣୀ ପଣ୍ଡା.....

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଯାତ୍ରା ଦୁନିଆକୁ ନେଇ ଏବେ କିଛି ଖବର ଆସିଛି । ଯାତ୍ରା ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସିଥିବା ଖବର ଆପଣମାନେ ଜାଣିଥିବେ ।
Special report
ଆପଣମାନେ ସମସ୍ତେ ତ ଯାତ୍ରା ଅଭିନେତା ପୀୟୂଷ ଏବଂ ଅଭିନେତ୍ରୀ ରାଣୀଙ୍କୁ ଜାଣିଥିବେ । ଏହି ଅଭିନେତା ଆଉ ଅଭିନେତ୍ରୀଙ୍କୁ ଦର୍ଶକମାନେ ବହୁତ ଭଲ ପାଆନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।
ଏବେ ଖଣ୍ଡଗିରିରେ ତୁଳସୀ ଗଣନାଟ୍ୟ ପଡ଼ିଛି । ଆଉ ସେଥିରେ ରାଣୀ ପଣ୍ଡା ଆଉ ଅଭିନେତା ପୀୟୂଷଙ୍କୁ ଦେଖିବାକୁ ମିଳିଛି । ସେମାନେ ଭଲ ଅଭିନୟ କରୁଛନ୍ତି । ଏବେ ସେଠାରେ ବହୁତ ଭିଡ଼ ଜମିଛି । ତୁଳସୀ ଗଣନାଟ୍ୟରେ ଅଭିନେତା ପୀୟୂଷଙ୍କୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ଜମୁଛି ।
Special report
ଆଉ ଲୋକମାନେ ଟିକେଟ ପାଇଁ ଅପେକ୍ଷା କରିଛନ୍ତି । ଅନେକ ଲୋକ ଟିକେଟ ପାଉ ନାହାଁନ୍ତି ଆଉ ସେମାନେ ମନ ଦୁଃଖ କରିଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ଦରମାର ଟଙ୍କା ଲୋକଙ୍କୁ ସାହାଯ୍ୟ କରିଥାନ୍ତି । 
ଏବେ ଗଣମାଧ୍ୟମ ଆଗରେ ଅଭିନେତା ପୀୟୂଷଙ୍କୁ ନେଇ ଦର୍ଶକମାନେ କହିଛନ୍ତି କି ସେ ହେଉଛନ୍ତି ଜଣେ ମହାନ୍ କଳାକାର । ଆଉ ତାଙ୍କୁ ଦେଖିବା ପାଇଁ କେବଳ ଖଣ୍ଡଗିରି ଭିଡ ରହିଛି ।
Special report
ଖଣ୍ଡଗିରିରେ ଥିବା ଦର୍ଶକ ମାନଙ୍କୁ ଯେତେବେଳେ ରିପୋର୍ଟର ପଚାରିଥିଲେ ସେମାନେ କହିଥିଲେ କି ପୀୟୂଷ ଭାଇଙ୍କ ପାଇଁ ସେମାନେ ଆସୁଛନ୍ତି । ଆଉ ଏବେ ପୀୟୂଷ ଭାଇଙ୍କ ନାଟକ ଦେଖିବାକୁ ସମସ୍ତଙ୍କ ଭିଡ ଲାଗୁଛି । ସେ ହେଉଛନ୍ତି ଜଣେ ବହୁତ ଭଲ କଳାକାର । ତାଙ୍କର ସବୁ ଅଭିନୟ ବହୁତ ଭଲ ।
Special report
ସେ ସବୁ ଚରିତ୍ରରେ ଅଭିନୟ କରିପାରିବେ । ଲୋକମାନଙ୍କର କ୍ରେଜ୍ ଏବେ ରାଣୀ ଦିଦି ଆଉ ପୀୟୂଷ ଭାଇଙ୍କ ପାଇଁ । ଅଭିନେତା ପୀୟୂଷଙ୍କ ପାଇଁ ଏବେ ଲୋକମାନଙ୍କର ଭିଡ ଲାଗିଛି । ଲୋକମାନେ ତାଙ୍କ କାମ ଛାଡି ସେଠାକୁ ଆସିଛନ୍ତି କେବଳ ପୀୟୂଷଙ୍କୁ ଦେଖିବେ ବୋଲି ।
ଲୋକମାନେ କହିଛନ୍ତି ପୀୟୂଷ ଯେଉଁଠି ଲୋକମାନେ ସେଇଠି । ଅଭିନେତା ଜଣକ ତାଙ୍କ ନାଟକରେ ବୋଉକୁ ବାଡେଇଥିଲେ ଆଉ ଏହି ନାଟକ ସବୁଠାରୁ ବହୁତ ଭଲ । ଅଧା ରାତିର ସାଥୀ ନାଟକ ଏବେ ଚର୍ଚ୍ଚିତ ନାଟକ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କଥା ଜାଣିପାରିବେ ।