Movie prime

ସାମ୍ବାଦିକ ଙ୍କୁ ବର୍ଷା ଦେଲେ ଏମିତି ଜବାବ ମତେ ୟାଡୁ ସାଡୁ ପ୍ରଶ୍ନ ଦୟାକରି ପଚରାନ୍ତୁନି

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତ୍ୟକ ଦିନ ଆନେକ ପ୍ରକାର ଖବର ବିଷୟରେ ଜାଣିବାକୁ ମିଳିଥାଏ। ସେଥି ମଧ୍ୟରୁ ସିନେମା ଜଗତକୁ ନେଇ ମଧ୍ୟ କିଛି ଖବର ସାମ୍ନାକୁ ଆସିଥାଏ।
ତେବେ ବନ୍ଧୁଗଣ ଦୀର୍ଘଦିନର ବିରାମ ପରେ ପୁଣି ପରଦାକୁ ଲେଉଟିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅନେକ ପ୍ରସଙ୍ଗ ଲାଗି ଚର୍ଚ୍ଚିତ ହୋଇ ପଡିଥିବା ବର୍ଷା ଅତୀତକୁ ନେଇ ବିଶେଷ କିଛି କହିବାକୁ ଚାହାନ୍ତି ନାହିଁ। ତେବେ ନୂଆ ରୂପରେ ଦର୍ଶକଙ୍କୁ ଦେଖା ଦେବେ ବର୍ଷା ପ୍ରିୟଦର୍ଶିନୀ।
Vv
ମାର୍ଚ୍ଚ ୭ ତାରିଖରେ ରିଲିଜ ହେଇଛି ଓଡ଼ିଆ ଫିଲ୍ମ "ବୋସ୍"। ଏଥିରେ ବର୍ଷାଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ ମାନେ। ସୋସିଆଲ ମିଡିଆରେ ଫିଲ୍ମର ପ୍ରୋମସନମ୍ କରାଯାଇଛି। ଅନୁଭବଙ୍କ ସହିତ ମନାନ୍ତର ପରେ ବର୍ଷା ଫିଲ୍ମ୍ ଦୁନିଆରୁ ଦୂରରେ ଥିଲେ।
ବର୍ଷା ପ୍ରିୟଦର୍ଶିନୀ ଏବେ ଫିଲ୍ମ ଦୁନିଆରେ ପାଦ ରଖି ସମସ୍ତ ଦର୍ଶକଙ୍କୁ ବେଶ ଖୁସି କରିଦେଇଛନ୍ତି। ବର୍ଷାଙ୍କ ଫ୍ୟାନ ମାନେ ମଧ୍ୟ "ବୋସ୍" ଫିଲ୍ମ ଦେଖିବା ପାଇଁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଥିଲେ।
ତେବେ ବନ୍ଧୁଗଣ ଦୀର୍ଘଦିନ ଧରି ଫିଲ୍ମ ଜଗତରୁ ଦୂରରେ ଥିଲେ ବର୍ଷା। ଏବେ ସେ ପୁଣି ଫିଲ୍ମ ଜଗତରେ ପାଦ ପକାଇଛନ୍ତି। ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ଗଣମାଧ୍ୟମ ଆଗରେ କହିଛନ୍ତି- "ବୋସ" ଫିଲ୍ମ୍ ମାର୍ଚ୍ଚ ୭ରେ ରିଲିଜ୍ ହେଇଛି।
Gg
ଆଉ ଓଡ଼ିଆ ସିନେମାକୁ ଦର୍ଶକ ମାନେ ବେଶ ଭଲ ପାଆନ୍ତି। ସମସ୍ତ ଦର୍ଶକ ମାନେ ଏହି ଫିଲ୍ମ ଦେଖି ଆସିବେ ବୋଲି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ। "ବସ" ଫିଲ୍ମଟି ଭିନ୍ନ ଏକ କ୍ୟାରେକ୍ଟକୁ ନେଇ ହେଇଛି। ଏହି ଫିଲ୍ମର ଚରିତ୍ରଟି ସମସ୍ତଙ୍କ ପାଇଁ ଉଦାହରଣ ସାଜିବ।
ଏହି ଫିଲ୍ମଟି ଆଜିର ଦୁନିଆରେ ଯାହା ସବୁ ଘଟଣା ଘଟୁଛି ସେସବୁକୁ ନେଇ ଫିଲ୍ମଟି ପ୍ରସ୍ତୁତ ହେଇଛି। ଆହୁରି ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେତିକି ବି ଓଡ଼ିଆ ଇଣ୍ଡଷ୍ଟ୍ରିରେ ହିରୋଇନ୍ ଅଛନ୍ତି ସମସ୍ତେ ବହୁତ ଟାଲେଣ୍ଟଟେଡ ଆଉ ବହୁତ ମଧ୍ୟ ସୁନ୍ଦର ଅଟନ୍ତି।
ଆଉ କହିଛନ୍ତି ଓଡିଆ ହିରୋଇନ୍ ମାନେ ଆଗକୁ ଯାଇ ସେମାନେ ନିଜ ଉପରେ ନେଇ ହିଁ ଫିଲ୍ମ କରନ୍ତୁ। ଆଉ ସମସ୍ତେ ଏମିତି କିଛି ବିଷୟରେ ଉପରେ ଆଧାରିତ ଫିଲ୍ମ ତିଆରି କରନ୍ତୁ ଯେ ସମସ୍ତ ଦର୍ଶକଙ୍କୁ ମଧ୍ୟ କିଛି ଶିକ୍ଷା ଦେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.