Movie prime

ଧରା ପଡ଼ିଗଲା ସବୁ ସତ ଦେଖନ୍ତୁ ପୋଲିସ ବାବୁଙ୍କ ଘରେ ଚାଲିଥିଲା ଶହେ ଶହେ ରେ ଖେଳ ସବୁ ହେଲା ପର୍ଦାଫାସ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭବାନୀପାଟଣାର ରାମନଗର ପଡ଼ାରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ସେ-କ୍ସ ରାକେଟ୍ ଚାଲିଥିବା ବେଳେ ଚଢ଼ାଉ କରି ଦୁଇ ବଙ୍ଗୀୟ ଯୁବତୀ ଙ୍କୁ ଉଦ୍ଧାର କଲା ଟାଉନ ଥାନା ପୋଲିସ୍।
Special report
ସେମାନଙ୍କ ସହ ଜଣେ ଦଲାଲ ଏବଂ ଜଣେ ଗ୍ରାହକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ ଭବାନୀପାଟଣାର ରବୀନ୍ଦ୍ରନାଥ ଆରୁଖ ଜଣେ ପୂର୍ବତନ ପୋଲିସ ଡିଏସ୍‌ପି। ସେ ତାଙ୍କ ଘର ଉପର ମହଲାରେ ରହୁଥିବା ବେଳେ ତଳ ଘର ଜଣେ ଯୁବକଙ୍କୁ ଭଡାରେ ଦେଇଥିଲେ। 
ସେହି ପୂର୍ବତନ ପୋଲିସ ଅଧିକାରୀ ଜଣଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ସେ କାହା ସାଙ୍ଗରେ ମିଶୁନଥିବା କିମ୍ବା କଥା ବାର୍ତ୍ତା ମଧ୍ୟ ହେଉନଥିବା ବେଳେ ତାଙ୍କ ଘରକୁ ମଧ୍ୟ କେହି ଯିବାଆସିବା କରୁନଥିଲେ।
Special report
ଯାହାର ଫାଇଦା ନେଇ ସେହି ଯୁବକ ଜଣକ କୋଲକାତାରୁ ୨ ଜଣ ବଙ୍ଗୀୟ ଯୁବତୀଙ୍କୁ ଆଣି ସେଠାରେ ସେ-କ୍ସ ରାକେଟ ଚଳାଉଥିବା ସୂଚନା ମିଳିଥିଲା। ଏହି ଖବର ପାଇ ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ନିଜ ଟିମ ସହ ଚଢ଼ାଉ କରିଥିଲେ। 
ଚଢ଼ାଉ ସମୟରେ ସେଠି ଜଣେ ଦଲାଲଙ୍କ ସହ ୨ ଜଣ ଯୁବତୀଙ୍କ ସହ ଏବଂ ଜଣେ ଗ୍ରାହକ ଥିବା ଜଣା ପଡିଥିଲା। ତେବେ ଗିରଫ ଦୁଇ ଜଣ ଯୁବତୀ ହେଲେ ପଶ୍ଚିମବଙ୍ଗର ଉତ୍ତର ଚବିଶି ପ୍ରଗଣା ଜିଲ୍ଲାର ବିୟୁଟି ସିଂ।
Special report
ଆଉ ଅନ୍ୟ ଜଣେ ନଦିଆ ଜିଲ୍ଲା ହାସଖାଲି ଥାନା ଅଞ୍ଚଳର ଲକ୍ଷ୍ମୀ ସିଂ ମଣ୍ଡଳ। ଏବଂ ଦଲାଲ ଜଣକ ନର୍ଲା ଅଞ୍ଚଳର ବୋଲି ଜଣାପଡିଛି। ତେବେ ବନ୍ଧୁଗଣ ସମସ୍ତଙ୍କୁ ଟାଉନ ଥାନାକୁ ଆଣି ଟାଉନ ଥାନା ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି। 
Special report
ଏ ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ। ଜଣେ ପୋଲିସ ଅଧିକାରୀଙ୍କ ଘରେ କେମିତି ଏତେ ବଡ଼ ରାକେଟ ଚାଲିଥିଲା ଏବଂ କେହି କେମିତି ଜାଣି ପାରୁନଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ତେବେ ଏହି ସେକ୍ସ ରକେଟ ଘଟଣାରେ ଅନେକ ବଡ଼ବଡ଼ିଆଙ୍କ ଲିଙ୍କ୍ ରହିଥିବା ପୋଲିସ ଜାଣିବାକୁ ପାଇଥିବା ନେଇ ସୂଚନା ଦେଇଛନ୍ତି ସଦର ଏସଡିପିଓ ସୁନାରାମ ହେମ୍ବ୍ରମ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.