Movie prime

ନିଜେ ପୋଲିସ ହୋଇ DREAM11 ରେ ଭାରତ ନ୍ୟୁଜିଲାଣ୍ଡ ମ୍ୟାଚ୍ 4ରେ ଲଗାଇଥିଲା ବାଜି , ଜିତିଲା ୧.୫ କୋଟି ଆଉ ସବୁ ଙ୍କୁ କହି ବୁଲିଲା.. ଏବେ ଚାକିରି ରୁ ବିଦା ହେଲା

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଡ୍ରିମ୍ ୧୧ ଖେଳ ବିଷୟ ରେ ଆପଣ ମାନେ ସମସ୍ତେ ଜାଣି ଥିବେ।ଏହା ଏକ ପ୍ରକାର ଜୁଆ ଖେଳ କହିଲେ ଭୁଲ ହେବ ନାହିଁ।ଏଥିରେ ଆପଣ ମାନେ କ୍ରିକେଟ ମ୍ୟାଚ୍ ରେ ନିଜ ଦଳ ତିଆରି କରିବେ ଓ ଟଙ୍କା ଲଗେଇବେ।
Special report
ଯଦି ତାହା ଠିକ୍ ହେଲା ତେବେ ଆପଣ ଙ୍କ ଟଙ୍କା ଡବଲ ହୋଇ ଯିବ।ଆଜି ଆମେ ଜଣେ ସରକାରୀ କର୍ମଚାରୀ ଙ୍କ କଥା କହିବାକୁ ଯାଉଛୁ।ସେ ଏହି ଖେଳ ଖେଳି ନିଜ ଚାକିରି ହରାଇ ଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ର ପୁନେ ସହର ର ପୋଲିସ ଥାନାରେ।
ଏଠାରେ ସୋମନାଥ ଝେଣ୍ଡେ ନାମକ ଜଣେ ସବ ଇନିସପେକ୍ଟର ଗତ ତିନି ମାସ ଧରି ଡ୍ରିମ୍ ୧୧ ଖେଳ ଖେଳୁ ଥିଲେ।କିନ୍ତୁ ଏଥିରେ ସେ ସଫଳ ହୋଇ ପାରୁ ନ ଥିଲେ।ସେଥିପାଇଁ ତାଙ୍କ ମନ ବହୁତ ଦୁଃଖ ରହୁଥିଲା।
କିନ୍ତୁ ହଟାତ ଦିନେ ବାଂଲାଦେଶ ଓ ଇଂଲଣ୍ଡ ମ୍ୟାଚ୍ ରେ ସେ ଏହି ଖେଳ ଖେଳି ଥିଲେ।ଏହା ପରେ ତାଙ୍କ ଆକାଉଣ୍ଟ କୁ ଦେଢ଼ ଲକ୍ଷ ଟଙ୍କା ଆସି ଥିଲା।ଏଥିରେ ସେ ବହୁତ ଖୁସି ହୋଇ ଯାଇଥିଲେ।ଘର କୁ ମିଡ଼ିଆ ପ୍ରତିନିଧି ମାନଙ୍କୁ ଡାକି ସେ ଏହି କଥା ସମସ୍ତଙ୍କୁ ଜଣାଇ ଥିଲେ।
Special report
ଓ ସେହି ଟଙ୍କା ରେ ସେ ତାଙ୍କ ଲୋନ ଶୁଝିବେ,ନିଜ ପିଲା ଙ୍କୁ ଭଲ ସ୍କୁଲ ରେ ପଢ଼ାଇବେ ବୋଲି ସ୍ବପ୍ନ ଦେଖିଥିଲେ।କିନ୍ତୁ ହଟାତ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଗଲା।ଯେତେବେଳେ ସୋମନାଥ ଙ୍କୁ ତାଙ୍କ ପୋଲିସ ଷ୍ଟେସନ ରୁ ନିଲମ୍ବିତ କରା ଗଲା।ପୁନେ ଥାନା ରୁ ତାଙ୍କୁ ବାହାର କରି ଦିଆ ଗଲା।
ଏହା ର କାରଣ ହେଉଛି ଯେତେବେଳେ ତାଙ୍କୁ ତାଙ୍କ କର୍ତ୍ତବ୍ୟ ନିର୍ବାହ କରିବାର ଥିଲା।ସେତେବେଳେ ସେ ବସି ଡ୍ରିମ୍ ୧୧ ରେ ଦଳ ତିଆରି କରୁଥିଲେ।ଏହା ପୋଲିସ ବିଭାଗ ପାଇଁ ଏକ ଲଜ୍ଜା ଜନକ ବିଷୟ।ଏହା ଛଡା ସେ ଏଥିରୁ ଟଙ୍କା ପାଇ ସାରିଲା ପରେ ପୁନର୍ବାର ଗଣମାଧ୍ୟମ କୁ ଘର କୁ ଡକାଇ ଏକ ସାକ୍ଷାତ କାର ଦେଲେ।
ଏହି ଦୁଇ ଟି କାରଣ ଯୋଗୁଁ ମହାରାଷ୍ଟ୍ର ପୋଲିସ ତାଙ୍କୁ ତାଙ୍କ ପଦ ରୁ ବାହାର କରି ଦେଇଛନ୍ତି।ଏବେ ଏହି ଘଟଣା ସେଠାକାର ଚର୍ଚ୍ଚା ର ବିଷୟ ହୋଇଛି।ଏହି ଘଟଣା ଟି ଏବେ କୋର୍ଟ ରେ ବିଚାର ଚାଲୁ ଅଛି।ଏବେ ଦେଖିବାକୁ ବାକି ରହିଲା ଆଉ କେବେ ସୋମନାଥ ଙ୍କୁ ନ୍ୟାୟ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.