Movie prime

ମା ର ଲୁହ ଦେଖି କାର ରୁ ବାହାରି ଆସିଲେ ପୋଲିସ ବାବୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଧିକାଂଶ ସମୟରେ ଲୋକ ମାନେ ଏହା କୁହନ୍ତି କି ଘଟଣା ଘଟିବା ପରେ ହିଁ ଘଟଣା ସ୍ଥଳରେ ପୋଲିସ ଆସି ପହଞ୍ଚି ଥାଏ। ଆଉ ନିଆ ଲିଭାଇବା ପରେ ହିଁ ଦମକଳ ଗାଡ଼ି ଆସେ।
Special report
ହେଲେ ଆମେ ଆପଣଙ୍କୁ ଏଭଳି ଜଣେ ପୋଲିସ ଅଧିକାରୀ ଙ୍କ ସମ୍ପର୍କରେ କହିବାକୁ ଯାଉଛୁ ଯାହାଙ୍କ ସମ୍ପର୍କରେ ଜାଣିବା ପରେ ଆପଣ ମାନେ ମଧ୍ୟ ତାଙ୍କୁ ସାବାସୀ ନଦେଇ ରହି ପାରିବେ ନାହିଁ।
କାରଣ ଜଣେ ମାଆ ଆଖିର ଲୁହ ଦେଖିବା ପରେ ତିଳେ ମାତ୍ରେ ବି ବିଳମ୍ବ କରି ନଥିଲେ ପୋଲିସ। ମାଆ ଜଣକ ଅଭିଯୋଗ କରିବା ମାତ୍ରେ ହିଁ ତୁରନ୍ତ ବାହାରି ପଡ଼ିଥିଲେ ପୋଲିସ। ସେହି ସ୍ଥାନରେ ଯଦି ଅନ୍ୟ କୌଣସ ପୋଲିସ୍ ଥାଆନ୍ତେ
Special report
ତେବେ ସେ କହି ଥାଆନ୍ତେ କି ଆଗେ ସେ ରିପୋର୍ଟ ଲେଖିଲା ପରେ ହିଁ ତଦନ୍ତ କରିବେ। ହେଲେ ସେ ସେଭଳି କିଛି କହି ନଥିଲେ। ତୁରନ୍ତ ଆସି ଯାଇଥିଲେ ଆକ୍ସନ ମୋଡ କୁ। ସେ ବୁଝି ପାରିଥିଲେ ଗୋଟେ ମାଆ ର ଦୁଃଖ।
Special report
ଆଉ ସେ ଅନୁଭବ କରି ପାରିଥିଲେ ଜଣେ ମାଆ ଠାରୁ ପୁଅ ଦୁରେଇ ଯିବାର ଯନ୍ତ୍ରଣା। ହଠାତ୍ ଥାନା ଭିତରକୁ ପଶି ଆସିଥିଲେ ଜଣେ ମହିଳା। ଆଉ ଥାନା ବାବୁ ଙ୍କ ନିକଟରେ ପାଗଳୀ ଭଳି ହୋଇ କାନ୍ଦି ଗଡି ଯାଇଥିଲେ।
କାରଣ ଥିଲା କି ମାଆ ସୋଇଥିବା ବେଳେ ତାଙ୍କର ଚାରି ମାସ ର ଛୁଆ କୁ କେହି ଛଡାଇ ନେଇ ଯାଇଥିଲେ। ଆଉ ନିଜ ଛୁଆ କୁ ପାଖରେ ନପାଇ ମାଆ ଟି ଦଉଡି ଯାଇଥିଲା ପୋଲିସ ଷ୍ଟେସନ କୁ।
Special report
ଆଉ ଥାନାବାବୁ ଙ୍କ ନିକଟରେ ଖୁବ୍ ଜୋରେ କାନ୍ଦିବାକୁ ଲାଗିଲେ। ମାଆ ଟି ଡହଳ ବିକଳ ହୋଇ କାନ୍ଦିବା ଦେଖି ସହି ପାରି ନଥିଲେ ପୋଲିସ ଅଫିସର୍ ଜଣକ। ପୋଲିସ ଜଣକ ମାଆ ଜଣକୁ କହିଥିଲେ କି ସେ ଯେମିତି ବି ହେଉ ଛୁଆ ଟିକୁ ବଞ୍ଚାଇ ଦେବେ।
ଆଉ ଏହାପରେ ସେ ଆରମ୍ଭ କରି ଦେଇଥିଲେ ଖୋଜାଖୋଜି। ଆଉ ସବୁଠାରୁ ବଡ କଥା ହେଉଛି ପୋଲିସ୍ ବାବୁ ଦେଉଥିବା ପ୍ରତିଶ୍ରୁତି କୁ ରକ୍ଷା କରିଥିଲେ। ମାଆ ପାଖକୁ ଫେରାଇ ଆଣିଥିଲେ ତାର ସନ୍ତାନକୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.