Movie prime

ପୋଲିସ ର ସ୍ତ୍ରୀ ସ୍ଵାମୀ ଚାକିରି ପରେ ଆଉ କାହା ସହ ଶୋଇଥିଲା, ଏହା ଦେଖି ଜୀବନ ହାରିଲା ପୋଲିସ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିବାହ ପରେ ସ୍ତ୍ରୀ ର ଥିଲା ପର ପୁରୁଷ ସହ ସମ୍ପର୍କ। ଛାଡପତ୍ର ପରେ ବି ଝିଅ ସହ ଦେଖା କରିବାକୁ କରୁଥିଲା ବାରଣ। ଶେଷରେ ମାନସିକ ନିର୍ଯ୍ୟାତନା ସହି ନପାରି ସ୍ୱାମୀ ଜଣକ ତାଙ୍କର ଜୀବନ ହାରି ଦେଇଥିଲେ।
Special report
ଯବାନ ସ୍ୱାମୀ ଙ୍କୁ ବିବାହ କରିବା ପରେ ସ୍ତ୍ରୀ ଙ୍କର ଚାଲିଥିଲା ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ। ବାରମ୍ୱାର ତାଙ୍କ ଘରେ ଏନେଇ କଳହ ହେବାରୁ ଶେଷରେ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା।
ଛାଡ଼ପତ୍ର ପରେ ମଧ୍ୟ ଯବାନ ଜଣକ ତାଙ୍କର ଝିଅକୁ ଦେଖା କରିବା ପାଇଁ ଅନେକ କାକୁତି ବିନତୀ କରୁଥିଲେ ମଧ୍ୟ ସ୍ତ୍ରୀ ସସ୍ମିତା ତାଙ୍କୁ ରୋକ୍ ଠୋକ୍ ମନା କରି ଦେଉଥିଲେ। ଏଭଳି କି ଝିଅ ସହ ଟିକେ ହେଲେ ମଧ୍ୟ ଦେଖା କରିବା ପାଇଁ ଦେଉ ନଥିଲେ।
ଶେଷରେ ମାନସିକ ନିର୍ଯ୍ୟାତନା ସହି ନପାରି ହୋଟେଲ୍ ରୁମ୍ ଭିତରେ ହିଁ ଜୀବନ ହାରି ଦେଲେ CRPF ଯବାନ ମିହିର ସେନ୍। ଯବାନ ଜଣକ ତାଙ୍କର ସ୍ତ୍ରୀ ନାମରେ ହାତରେ ଟାଟୁ ମଧ୍ୟ କରିଥିଲେ।
Special report
ଯବାନ ଜଣକ ନିଜ ଜୀବନ ଠାରୁ ବି ତାଙ୍କର ସ୍ତ୍ରୀ ଙ୍କୁ ଅଧିକା ଭଲ ପାଉଥିଲେ। ହେଲେ ତାଙ୍କର ସ୍ତ୍ରୀ ବାରମ୍ବାର ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବାରେ ଲାଗି ପଡିଥିଲେ। ଏପରି କି ନିଜ ବାପା ମାଆ ସହ ମିଶି ତାଙ୍କୁ ଅଲଗା ରହିବା ପାଇଁ ମଧ୍ୟ କହୁଥିଲେ।
ମିହିର ମଧ୍ୟ ତାଙ୍କ ସ୍ତ୍ରୀ କହୁଥିବା ସମସ୍ତ କଥାକୁ ବାଧ୍ୟ ହୋଇ ପୂରା କରୁଥିଲେ। ତଥାପି ମଧ୍ୟ ସେ ଲୁଚି ଛପି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ।ସବୁ କିଛି ଯେତେବେଳେ ଧରାପଡ଼ି ଯାଇଥିଲା ,
ସେତେବେଳେ ଦୁହେଁ ଛାଡପତ୍ର ନେବା ପାଇଁ ସଂପୂର୍ଣ୍ଣ ଭାବରେ ରାଜି ହୋଇ ଯାଇଥିଲେ। ଛାଡପତ୍ର ପରେ ମଧ୍ୟ ନିଜ ଝିଅକୁ ଦେଖା କରିବାକୁ ମିହିର ଙ୍କୁ ତାଙ୍କ ସ୍ତ୍ରୀ ଆଦୌ ହିଁ ସୁଯୋଗ ଦେଲେ ନାହିଁ।
ଏହାପରେ ନିର୍ଯାତିତ ହୋଇ ତାଙ୍କ ସ୍ୱାମୀ ଜୀବନ ହାରୀ ଦେଲେ।୨୨୫ ନମ୍ବର୍ ରୁମ ରୁ ତାଙ୍କର ମୃ-ତ ଦେହ ମିଳିଥିଲା। ଆଉ ଏବେ ଏହି ଘଟଣା ପଛରେ ଥିବା କାରଣ ମଧ୍ୟ ସମସ୍ତଙ୍କ ନଜର କୁ ଆସି ଯାଇଛି।