Movie prime

ନିଜ ଝିଅ ପାଇଁ ବଡ ବଳିଦାନ ଦେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ଦେଖନ୍ତୁ କଣ ହେଲା ଏମିତି

 
Jh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଓଲିଉଡ ଜଗତର ମହାନ୍ ଅଭିନେତ୍ରୀଙ୍କ ବିଷୟରେ କିଛି କଥା ଜାଣିପାରିବେ । ଅଭିନେତା ଆଉ ଅଭିନେତ୍ରୀମାନଙ୍କ ବିଷୟରେ ଅନେକ ଖବର ଆସିଥାଏ । ଆଉ ଏହି ଖବରମାନେ ଆପଣମାନେ ସୋସିଆଲ ମିଡିଆରେ ଜାଣିପାରନ୍ତି । 
Nj
ଆପଣମାନେ ସମସ୍ତେ ତ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତ୍ରୀ ଅନୁ ଚୌଧୁରୀ ଜଣେ ଭଲ ଅଭିନେତ୍ରୀ । ସେ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।
ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ ଝିଅ ପାଇଁ ବଡ ବଳିଦାନ ଦେଇଛନ୍ତି । ହଠାତ୍ ଏମିତି ତାଙ୍କ ଝିଅଙ୍କ ସହିତ କଣ ଘଟିଲା ଆଉ ସେ ଏମିତି ବଳିଦାନ କାହିଁକି ଦେଲେ ଏବେ ଏହାକୁ ନେଇ କଣ ରହିଛି କାରଣ ତାହା ଜାଣିପାରିବେ ।
ହଠାତ୍ ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ ଝିଅ ପାଇଁ କଣ ସବୁ କରିଦେଲେ କଣ ରହିଛି ଏହା ପଛର କାରଣ ଏସବୁ ଜାଣି ରଖନ୍ତୁ । ଦର୍ଶକମାନେ ଅନୁ ଚୌଧୁରୀଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତି । ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ ଝିଅ ସହିତ ଅନେକ
Hh
ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଝିଅ ସହିତ ଅନେକ ଖୁସିର ମୁହୂର୍ତ୍ତ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅନୁ ଚୌଧୁରୀ ଦୀର୍ଘଦିନ ହେବ ଫିଲ୍ମ୍ କରୁନାହାନ୍ତି କି ସେ ଫିଲ୍ମ୍ ଜଗତରେ ନଜର ଆସୁ ନାହାନ୍ତି ।
ଅଭିନେତ୍ରୀ ଅନୁ ଚୌଧୁରୀ ଅନେକ ସମୟ ଧରି ସିନେମା ଜଗତରୁ ଦୂରେଇ ଯାଇଥିଲେ । ଏହାପରେ ପୁଣି ନିକଟରେ ଅନୁ ଚୌଧୁରୀ ଫିଲ୍ମ୍ ଏବଂ ଧାରାବାହିକରେ ନଜର ଆସିଥିଲେ । ସେ ତାଙ୍କ ପରିବାର ସହିତ ବହୁତ ଖୁସିରେ ଅଛନ୍ତି ବୋଲି କହିଥିଲେ ।
ଆଉ ଏବେ ପୁଣି ସେ ଟେଲି ଦୁନିଆରୁ ବିରତି ନେବେ । ତାଙ୍କ ଝିଅ ପାଇଁ ସେ ଅନେକ କିଛି ଛାଡ଼ି ଦେଇଛନ୍ତି । ଆଉ ଏବେ ଏହି ଅଭିନେତ୍ରୀ ଜଣକ ତାଙ୍କ ଝିଅ ପାଠ ପଢ଼ିବ ବୋଲି ସିନେମା ଇଣ୍ଡଷ୍ଟ୍ରି ଛାଡ଼ି ଦେଇଛନ୍ତି । ଏହାକୁ ନେଇ ଏବେ ଏହି ଖବର ଆସିଛି ।