Movie prime

ଲୋକପ୍ରିୟ ଅଭିନେତ୍ରୀ ମଲାଇକା ୫୦ ବର୍ଷ ହୋଇ ମଧ୍ୟ ଫିଟ୍ ଏବଂ ଏତେ ସୁନ୍ଦରତାର ରହସ୍ୟ ଖୋଲିଲା ଗୁମର ଦେଖନ୍ତୁ କେବଳ ଏହି ଗୋଟିଏ କାମ ପାଇଁ ବଢୁଛି ସୋନ୍ଦର୍ଯ୍ୟ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବଲିଉଡ ଜଗତର ଅଭିନେତ୍ରୀଙ୍କ ବିଷୟରେ ଆସିଥିବା କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଅଭିନେତ୍ରୀ ଜଣଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକର ବୟସ ୫୦ ବର୍ଷ ହୋଇଥିଲେ ମଧ୍ୟ ସେ କମ୍ ବର୍ଷର ଦେଖା ଯାଉଛନ୍ତି ।
Hj
ଏହି ଅଭିନେତ୍ରୀ ଜଣକ ୫୦ ବର୍ଷର ହୋଇ ମଧ୍ୟ ୨୫ ବର୍ଷର ବୋଲି ଦେଖା ଯାଉଛନ୍ତି । ତାଙ୍କ ସୁନ୍ଦରତାର ରାଜ କଣ ଆପଣମାନେ ତାହା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ୫୦ ବର୍ଷର ଅଭିନେତ୍ରୀ ଜଣଙ୍କୁ ଡାଲଚିନି କରିଦେଲା ୨୫ ବର୍ଷ ।
ଡାଲିଚିନି ପାଇଁ ସୁନ୍ଦରୀ ଦେଖା ଯାଉଛନ୍ତି ଏହି ଅଭିନେତ୍ରୀ ଜଣକ । ଅଭିନେତ୍ରୀ ଜଣଙ୍କୁ ଡାଲିଚିନି କେମିତି ସୁନ୍ଦରୀ କରିଦେଲା ଏହାକୁ ନେଇ ଏବେ ପ୍ରଶ୍ନ ଆସୁଥିବ । ଏହି ଘଟଣା ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । 
ଏହି ଅଭିନେତ୍ରୀ ଜଣକ ଯାହା କହିଛନ୍ତି ତାହା ଶୁଣିଲେ ଆପଣଙ୍କୁ ମିଛ ଲାଗୁଥାଇପାରେ କିନ୍ତୁ ଏହା ସତ୍ୟ ଅଟେ । ଏହି ବଲିଉଡ ଅଭିନେତ୍ରୀ ଜଣକ ହେଉଛନ୍ତି ମଲାଇକା ଏରୋରା । ଅଭିନେତ୍ରୀ ଜଣଙ୍କୁ ଦେଖି ତାଙ୍କର ବୟସ କେତେ କହିବା କଷ୍ଟକର ଅଟେ ।
Gg
ସେ ୫୦ ବର୍ଷରେ ପହଞ୍ଚିଥିଲେ ମଧ୍ୟ ୨୫ ବର୍ଷ ଭଳି ଦେଖାଯାନ୍ତି ବୋଲି ସେ କହିଛନ୍ତି । ସେ ତାଙ୍କ ଜୀବନ ଶୈଳୀ ଆଉ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦିଅନ୍ତି । ସେ ଜିମରେ ନିୟମିତ ୱାର୍କ ଆଉଟ୍ କରୁଥିବାର ନଜର ଆସିଛନ୍ତି । 
ସେ ପ୍ରୋଟିନ ଯୁକ୍ତ ଖାଦ୍ୟ ସବୁବେଳେ ଖାଇଥାନ୍ତି । ସେ ସବୁ ଜିନିଷ ଖାଇଥାନ୍ତି ଆଉ କିଛି ନିୟମ ଅନୁଯାୟୀ ସେ ଖାଆନ୍ତି । ସେ ଡାଲିଚିନିକୁ ଫେସ୍ ପ୍ୟାକରେ ମିଶାଇ ଲଗାଇ ଥାଆନ୍ତି । ତାଙ୍କ ସ୍କିନ କେୟାରରେ ସେ ଡାଲିଚିନିକୁ ବ୍ୟବହାର କରନ୍ତି ।
ଡାଲିଚିନି ତ୍ଵଚା ଫୁଲିବା ବନ୍ଦ କରିଥାଏ ଆଉ ତ୍ୱଚା ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଆପଣ ଏକ ଚାମଚ ଡାଲଚିନି ପାଉଡର ସହିତ ଲେମ୍ବୁ ଆଉ ମହୁ ମିଶାଇ ମୁହଁରେ ଲଗାଇ ଅଧା ଘଣ୍ଟାଏ ରଖି ମୁହଁ ଭଲଭାବରେ ଧୋଇ ଦିଅନ୍ତୁ । ଏଭଳି ଏହି ଅଭିନେତ୍ରୀ ଜଣକ ସବୁଦିନ କରିଥାନ୍ତି ।