Movie prime

ବିଜେଡିରେ ଯୋଗ ଦେଲେ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦେଖନ୍ତୁ Anubhab Mohanty ଗଲେ Barsha Priyadarshini ଆସିଲେ

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଜାଣି ପାରିବେ । ଆପଣମାନେ ସମସ୍ତେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତ୍ରୀ ଜଣକ ଏବେ ସାମ୍ନାକୁ ଆସିଛନ୍ତି । 
Uu
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ବିଜେଡି ଦଳରେ ସାମିଲ ହେବେ ବୋଲି ଖବର ଆସିଛି । ବିଜେଡି, ବିଜେପି ଆଉ କଂଗ୍ରେସ ଦଳର ଅନେକ ପ୍ରାର୍ଥୀ ଏବେ ଦେଖିବାକୁ ମିଳିଛି । ଆଗକୁ ନିର୍ବାଚନ ହେବାକୁ ଯାଉଛି ।
ଆଉ ଏହି ନିର୍ବାଚନରେ ଅନେକ ଅଭିନେତା ଆଉ ଅଭିନେତ୍ରୀ ପ୍ରାର୍ଥୀ ଭାବରେ ନିର୍ବାଚନରେ ଛିଡ଼ା ହୋଇଛନ୍ତି । ଆପଣମାନେ ତ ଜାଣିଥିବେ ନିକଟରେ କିଛି ଅଭିନେତା ଯେଉଁମାନେ ବିଜେଡି ଦଳରେ ଥିଲେ ସେମାନେ ଏବେ ବିଜେପି ଦଳରେ ସାମିଲ ହୋଇଛନ୍ତି । ଆଉ ଆଗକୁ ନିର୍ବାଚନ ଲଢ଼ିବେ ।
ବିଜେପି ଦଳରେ ମିଶିବା ପରେ କିଛି ଅଭିନେତ୍ରୀ ଏବଂ ଅଭିନେତା ବିଜେଡି ଦଳରେ ସାମିଲ ହୋଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ବିଜେଡି ଦଳରେ ସାମିଲ ହୋଇଛନ୍ତି ବୋଲି ସୂଚନା ମିଳିଛି ।
Gg
ଆଉ ଏହି ଅଭିନେତ୍ରୀ ଜଣକ ଏବେ ବିଜେଡି ଦଳ ପକ୍ଷରୁ ନିର୍ବାଚନ ଲଢ଼ିବେ ବୋଲି ଖବର ଆସୁଛି । ଅଭିନେତା ଅନୁଭବ ମହାନ୍ତି ବିଜେଡି ଦଳ ଛାଡ଼ି ଦେଇଛନ୍ତି ଆଉ ସେ ବିଜେଡି ଦଳ ଛାଡ଼ି ଏବେ ବିଜେପିରେ ମିଶିଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏସବୁ ଭିତରେ ଏବେ ଏହି ଖବର ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଅଭିନେତ୍ରୀ ବର୍ଷା ଏବେ ବିଜେଡି ଦଳରେ ସାମିଲ ହୋଇଛନ୍ତି ଆଉ ଆଗକୁ ହୁଏତ ସେ ନିର୍ବାଚନରେ ବିଜୟ ଲାଭ କରିପାରନ୍ତି ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡି ଦଳ ପକ୍ଷରୁ ଫୁଲମାଳ ପିନ୍ଧୁଥିବାର ଭିଡିଓ ଏବେ ଆସିଛି । ଏହି ଅଭିନେତ୍ରୀ ଜଣକ ସାଂସଦ ସସ୍ମିତା ପାତ୍ରଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଥିବାର ଭିଡିଓ ଏବେ ସାମ୍ନାକୁ ଆସୁଛି । ଏବେ ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ହେଉଛି ।