Movie prime

ଲୋକପ୍ରିୟ ସିରିୟାଲ ତାରକ ମେହତା କା ଓଲଟା ଚଷମା ର ସୋଢି ନିଖୋଜ..୬ ଦିନ ହେବ ଘର ଲୋକ ଖୋଜି ନିରାଶ ପରେ ଥାନା ରେ ଏତଲା..

 
Hg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମନୋରଞ୍ଜନ ପାଇଁ ଟିଭି ଦ୍ବାରା ଅନେକ ସିରିୟଲ ସବୁ ଦେଖିଥିବେ। ସୋସିଆଲ ମିଡିଆରେ ଏହି ଟିଭି ଆକ୍ଟର ମାନଙ୍କ ସଂପର୍କରେ ଅନେକ କଥା ମଧ୍ୟ
ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟି ଥାଏ। ଆମେ ଆପଣଙ୍କୁ ଏବେ ତାରକ ମେହେଟ୍ଟା କା ଓଲଟା ଚାଶମା ରେ ସୋଡ଼ି ଭୂମିକା ରେ ଏକ ଅଭିନେତା ଅଭିନୟ କରିଥିଲେ ତାଙ୍କର ନାମ ଥିଲା ଗୁରୁଚରଣ।
Bb
ଏବେ ସେ ନିଖୋଜ ହୋଇ ଯିବା ପରେ ସାରା ଟିଭି ଜଗତରେ ଆତଙ୍କ ଖେଳି ଯାଇଥିବା ଜଣା ପଡ଼ିଛି। ପୋଲିସ ମଧ୍ୟ କ୍ରମାଗତ ଭାବରେ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି।
ତାଙ୍କର ଏକ ବନ୍ଧୁ ଏବେ ଏହା ପ୍ରକାଶ କରିଛନ୍ତି କି ଗତ କିଛିଦିନ ହେବ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା। ସେଥିପାଇଁ ସେ ଖୁବ ଚିନ୍ତାଗ୍ରସ୍ତ ମଧ୍ୟ ରହୁଥିଲେ। କିଛିଦିନ ହେବ ସେ ଠିକ୍ ଭାବରେ ଖାଇବା ମଧ୍ୟ ଖାଉ ନଥିବା ଜଣା ପଡିଥିଲା।
ତାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ଜେନିଫର୍ ମଧ୍ୟ ସୋଡି ଙ୍କ ସମ୍ପର୍କରେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଏହି କଥାକୁ ସହଜରେ ଗ୍ରହଣ କରି ପାରି ନଥିଲେ।
Hh
ହେଲେ ତାଙ୍କ ସହ ସେ ଅନେକ ଦିନ ହେବ କଥା ହୋଇ ନଥିଲେ। ସେଥିପାଇଁ କୁହା ଯାଉଛି କି ଅନେକ ଦିନ ହେବ ଦୁହେଁ ସମ୍ପର୍କରେ ନଥିଲେ ବୋଲି।କେବଳ ଶୋ ଚାରି ହଜାର ଏପିଶୋଡ ପୂରା ହେବା ପରେ ସେ ଯାହା ଅଭିନନ୍ଦନ ଜଣାଇ ଥିଲେ।
ହେଲେ ଏବେ ଏହି ଖବର ସମ୍ପର୍କରେ ଖୁବ ଚର୍ଚ୍ଚା ହେଉଛି ଗୁରୁଚରଣ ଶୀଘ୍ର ତାଙ୍କ ଘରକୁ ଫେରି ଆସନ୍ତୁ ବୋଲି ତାଙ୍କର ପ୍ରଶଂସକ ମାନେ ମଧ୍ୟ ଏହା କାମନା କରିଛନ୍ତି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି କଥା ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.