Movie prime

ପୋଷ୍ଟ ଅଫିସ ଆପଣଙ୍କୁ ଦେବ ମାସିକ ୯୦୦୦/- ସୁଧ ଦେଖନ୍ତୁ ଆପଣଙ୍କୁ ଖାଲି କରିବାକୁ ହେବ ଏତିକି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାଧାରଣତଃ ଲୋକମାନେ ପୋଷ୍ଟ ଅଫିସକୁ ଚିଠିପତ୍ର ନେଣଦେଣ ପାଇଁ ଜାଣନ୍ତି। ତେବେ ପୋଷ୍ଟଅଫିସ୍ କେବଳ ଏତିକି କାମ ପାଇଁ ସୀମିତ ନୁହେଁ। ଅନ୍ୟ ସ୍ଥାନରେ ଯେପରି ଆପଣ ଟଙ୍କା ନିବେଶ କରୁଛନ୍ତି ପୋଷ୍ଟଅଫସିରେ ମଧ୍ୟ ଆପଣ ଟଙ୍କା ନିବେଶ କରି ଲାଭବାନ ହୋଇପାରିବେ।
Special Report
ତେବେ ବନ୍ଧୁଗଣ ପ୍ରତ୍ୟେକ ମାସରେ ଅଧିକ ସୁଧ ଦେବ ପୋଷ୍ଟ ଅଫିସ। ଅର୍ଥାତ ମାସକୁ ମିଳିବ ଆପଣଙ୍କୁ ୯୦୦୦ ଟଙ୍କା। ସମସ୍ତେ ଜାଣିଛନ୍ତି ପୋଷ୍ଟ ଅଫିସରେ ପଇସା ରଖିଲେ ଭଲ ସୁଧରେ ପଇସା ମିଳିଥାଏ। 
କିନ୍ତୁ ଏବେ ଏକ ନୂଆ ସ୍କିମ୍ ବାହାର କରିଛି ପୋଷ୍ଟ ଅଫିସ। ଏହି ସ୍କିମ୍ ସହିତ ପ୍ରତ୍ୟେକ ମାସରେ ଆପଣ ମାନେ ୯୦୦୦ ଟଙ୍କା ପାଇବେ। ଆଉ ପୋଷ୍ଟ ଅଫିସରେ ଏହି ସ୍କିମର ନାଁ ହେଉଛି ମାସିକ ଆୟ ଯୋଜନା।
Special Report
ଏଥିରେ ପୁଞ୍ଜି ବିନିଯୋଗ ରାଶି ଉପରେ ବାର୍ଷିକ ସୁଧ ହାର ୭.୪% ରହିଛି। ଯଦି ଆପଣ ମାନେ ବି ଏହି ଯୋଜନାର ଲାଭ ଉଠେଇବା ପାଇଁ ଚାହୁଁଛନ୍ତି। ତେବେ ଏଥିପାଇଁ ଆପଣଙ୍କୁ ୫ ବର୍ଷ ପାଇଁ ପୋଷ୍ଟ ଅଫିସ ମାସିକ ଆୟ ଯୋଜନାରେ ଟଙ୍କା ବିନିଯୋଗ କରିବାକୁ ପଡ଼ିବ। 
ଏହି ଯୋଜନାରେ ସର୍ବନିମ୍ନ ୧୦୦୦ ଟଙ୍କା ଏବଂ ସର୍ବାଧିକ ୯ ଲକ୍ଷ ଟଙ୍କା ଗୋଟିଏ ଆକାଉଣ୍ଟରେ ବିନିଯୋଗ କରାଯାଇପାରିବ। ପୋଷ୍ଟ ଅଫିସ ମାନସିକ ଆୟ ଯୋଜନାରେ ବିନିଯୋଗ ହୋଇଥିବା ପ୍ରାୟ ୭.୪% ହାରରେ ବାର୍ଷିକ ସୁଧ ସୁବିଧା ଯୋଗେଇବ।
Special Report
ଏହି ସୁଧ ପରିମାଣକୁ ୧୨ ମାସରୁ ଅଧିକ ଭାଗ କରି ପ୍ରତିମାସରେ ଭଲ ରିଟନ ପାଇପାରିବେ। ସେହି ସମୟରେ ଯଦି ଆପଣ ପ୍ରତିମାସରେ ଏହି ରିଟନ୍ ଗ୍ରହଣ କରିବାକୁ ଚାହୁଁନାହାନ୍ତି, ତେବେ ଏହି ରାଶି ଆପଣଙ୍କ ଆକାଉଣ୍ଟରେ ଜମା ହୋଇ ରହିବ। 
ଯଦି ଆପଣ ପୋଷ୍ଟ ଅଫିସରେ ମାସିକ ଆୟ ଯୋଜନାରେ ୧୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି ତେବେ ଆପଣଙ୍କୁ ୧୧.୧ ଲକ୍ଷଟଙ୍କା ସୁଧ ଦିଆଯିବ।
ଏଥିସହିତ ଆପଣ ଯଦି ଏହି ଯୋଜନାରେ ସର୍ବାଧିକ ୯ ଲକ୍ଷଟଙ୍କା ବିନିଯୋଗ କରନ୍ତି ତେବେ ଆପଣଙ୍କୁ ସର୍ବାଧିକ ସୁଧ ହାରରେ ୬୬ ହଜାର ୬୦୦ ଶହ ଟଙ୍କା ଦିଆଯିବ। ଆଉ ଆପଣ ପ୍ରତିମାସରେ ୫ ହଜାର ୫୦୦ ଶହ ଟଙ୍କା ଭଲ ରିଟନ ପାଇବେ।