Movie prime

ପୋଷ୍ଟ ଅଫିସରେ ଟଙ୍କା ରଖୁଛନ୍ତି କି ଶୀଘ୍ର ଦେଖନ୍ତୁ ନହେଲେ ବିପଦରେ ପଡ଼ି ପାରନ୍ତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆଜିକାଲି ସମାଜରେ ଅନେକ ପ୍ରକାରର ଖବର ଦେଖିବାକୁ ମିଳୁଛି । ଅନେକ ପ୍ରକାରର ଘଟଣା ଆପଣମାନେ ଦେଖିବାକୁ ପାଇବେ । ଲୋକମାନେ ଅନେକ ପ୍ରକାରର ମାଧ୍ୟମରେ ଟଙ୍କା ରଖିଥାନ୍ତି । 
କିଏ ବ୍ୟାଙ୍କରେ ଟଙ୍କା ରଖିଥାଏ ତ ଆଉ କିଏ ପୋଷ୍ଟାଲରେ । ଲୋକମାନେ ଚାହାଁନ୍ତି ତାଙ୍କ ସଞ୍ଚୟ ଧନ ସବୁବେଳେ ସୁରକ୍ଷିତରେ ରହିଥାଉ । କିନ୍ତୁ କେତେବେଳେ କାମ ଯେ ଘଟଣା ଘଟିବ ସେକଥା କିଏ ଜାଣିଛି ।
ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରୁ । ଏହି ଘଟଣା ଶୁଣିଲେ ଯେ କେହିବି ଡାକଘରେ ଟଙ୍କା ଜମା କରିବାକୁ ଡରିବେ । କାରଣ ଡାକଘରେ ବି ଟଙ୍କା ସୁରକ୍ଷିତ ନୁହେଁ ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଭୁଇଁପୁର ଡାକଘରେ ଶତାଧିକ ଗ୍ରାହକ ଟଙ୍କା ଜମା ରଖିଥିଲେ । କିନ୍ତୁ ସେମାନେ ତାଙ୍କ ଜମା ଟଙ୍କା ଫେରି ପାଉନାହାନ୍ତି । ଆଉ ଏବେ ଏନେଇ ସେମାନେ ଅଭିଯୋଗ କରିଛନ୍ତି।
ଏମିତିକି ସେମାନେ ପାସବୁକରେ ରଖୁଥିବା ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଗତ ଦୁଇବର୍ଷ ହେଲା ପୋଷ୍ଟ ମାଷ୍ଟର ଏବଂ ଡାକ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଶତାଧିକ ଗ୍ରାହକ ।
କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଟଙ୍କା ମିଳୁନାହିଁ । କିନ୍ତୁ ଏହି ଘଟଣାର ସମାଧାନ କରାଯାଉ ନାହିଁ । ଆଉ ଏହି ଘଟଣାର ସମାଧାନ କରା ନଗଲେ ଜମାକାରୀମାନେ ଆତ୍ମହୁତି ଦେବେ ବୋଲି କହିଛନ୍ତି । ଏବେ ଜମାକାରୀ ବହୁତ ଚିନ୍ତାରେ ଅଛନ୍ତି ।
ଏନେଇ ଆସୁଥିବା ଖବର ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା ବିଷୟରେ ଜାଣିଲା ପରେ ଏବେ ସବୁ ଲୋକ ପୋଷ୍ଟାଲରେ ବି ଟଙ୍କା ଜମା କରିବାକୁ ଭୟ କରିବେ ।