Movie prime

ଆସିଲା ଓଡ଼ିଶା ପୋଷ୍ଟାଲରେ ନିଯୁକ୍ତି ସୁଯୋଗ ଚାକିରୀ କରିବାକୁ ଚାହୁଁଥିଲେ ସୁବର୍ଣ୍ଣ ସୁଯୋଗ ଦେଖନ୍ତୁ କେମିତି କରିବେ ଆବେଦନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଶା ପୋଷ୍ଟାଲ୍ ତରଫ ରୁ ବର୍ତ୍ତମାନ୍ ସମୟରେ ଏକ ବହୁତ ବଡ଼ ନିଯୁକ୍ତି ଆସି ପହଞ୍ଚିଛି। ଯଦି ଆପଣ କେବଳ ଦଶମ ପାସ୍ କରିଥିବେ ତେବେ ଆପଣ ମଧ୍ୟ ଏହି ପୋଷ୍ଟ ପାଇଁ ଆବେଦନ କରି ପାରିବେ।
ଏଥିପାଇଁ କୌଣସି ପରୀକ୍ଷା ନାହିଁ କେବଳ ଆପଣ ରଖିଥିବା ମାର୍କ ଅନୁସାରେ ହିଁ ଆପଣ ସିଲେକ୍ଟ ହୋଇ ପାରିବେ। ଯଦି ଏହି ପୋଷ୍ଟ ପାଇଁ ଆପଣ ଯୋଗ୍ୟ ବିବେଚିତ ହେବେ ତେବେ ମାସିକ ୨୦ ହଜାର ଟଙ୍କା ଦରମା ପାଇ ପାରିବେ।
ଏହି ପୋଷ୍ଟ ଗୁଡିକ ମଧ୍ୟ ଓଡ଼ିଶା ପୋଷ୍ଟ ଅଫିସ ତରଫ ରୁ ଆସିଅଛି। ଏଥିରେ ମଧ୍ୟ ସାରା ଓଡ଼ିଶାର ପିଲା ମାନେ ଆବେଦନ କରି ପାରିବେ। ଉଭୟ ପୁରୁଷ ଏବଂ ମହିଳା ମାନେ ଏହି ପୋଷ୍ଟ୍ ପାଇଁ ଆବେଦନ କରି ପାରିବେ।
ଏହାର ମାସିକ ଦରମା ମଧ୍ଯ ୧୯,୯୦୦ ରୁ ୬୩,୨୦୦ ପର୍ଯ୍ୟନ୍ତ ରହିଛି। ଏହା ମଧ୍ଯ ହେଉଛି group-C ର ପୋଷ୍ଟ। ଏଥିପାଇଁ ଆପଣ ଦଶମ ପାସ କରିବା ସହ ଦଶମରେ ୩୦% ମାର୍କ ରଖିଥିବା ନିହାତି ଜରୁରୀ ଅଟେ।
ଏବଂ ସମସ୍ତ ପିଲା ମାନେ ମଧ୍ୟ ଏହି ପୋଷ୍ଟ ପାଇଁ ମାଗଣା ରେ ଆବେଦନ କରି ପାରିବେ। ଏହାକୁ ମଧ୍ୟ ଆପଣ ମାନେ ଅଫଲାଇନ ହିଁ ଆବେଦନ କରି ପାରିବେ। ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର ପୋଷ୍ଟ ଦ୍ବାରା ଆପଣ ମାନେ ଆବେଦନ କରି ପାରିବେ।
ଏହି ପୋଷ୍ଟ ପାଇଁ ବୟସ ସୀମା ୧୮ ରୁ ୩୨ ବର୍ଷ ମଧ୍ୟ ରହିବ। କାଷ୍ଟ ଅନୁସାରେ ପିଲା ଙ୍କୁ ଅନେକ ସୁବିଧା ମଧ୍ଯ ମିଳି ପାରିବ। ଏହାର ଚୟନ ପ୍ରଣାଳୀ ରେ ମଧ୍ଯ କୌଣସି ପରୀକ୍ଷା ହେବ ନାହିଁ। ଏହି ପୋଷ୍ଟ ବିଷୟରେ ଆପଣ ଅଧିକ ଏହି ଭିଡିଓ କୁ ସଂପୂର୍ଣ୍ଣ ଦେଖିବା ଦ୍ବାରା ଜାଣି ପାରିବେ।
କେବଳ ଡ୍ରାଇଭିଂ ଟେଷ୍ଟ ଓ ଡକ୍କୁମେଣ୍ଟ ଭେରିଫିକେଶନ ହେବ। ଆପଣ ମାନେ ଆବେଦନ କରିବା ସମୟରେ ସମସ୍ତ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଦେବେ, ଫଟୋ, ରେସିଡେଣ୍ଟ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ଏବଂ କୌଣସି ଏକ ପରିଚୟ ପତ୍ର ଦେଇ ଆପଣ ମାନେ ଏହି ପୋଷ୍ଟ ପାଇଁ ଆବେଦନ କରି ପାରିବେ।
ଏଥିପାଇଁ ଆବେଦନ କରିବା ମଧ୍ଯ ଆରମ୍ଭ ହୋଇ ସାରିଲାଣି। ଆପଣ ଏହି ପୋଷ୍ଟ ସମ୍ପର୍କରେ ଜାଣିବାକୁ ଚାହୁଁ ଥିଲେ ଏହି ଭିଡିଓ କୁ ସଂପୂର୍ଣ୍ଣ ଭାବରେ ଦେଖିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.