Movie prime

ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଧାଇଁ ଆସିଲେ ପ୍ରଭୁ ଗରୁଡ଼ ଦେଖନ୍ତୁ ଏହି ଅଲୌକିକ ଦୃଶ୍ୟ - Live

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
Special report
ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଜାନୁୟାରୀରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରତିଷ୍ଠା ହୋଇ ସାରିଛି। ଆଉ ପ୍ରଭୁଙ୍କୁ ଦର୍ଶନ କରିବାକୁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟୁଛି। 
ହେଲେ ଭଗବାନ ଶ୍ରୀରାମଙ୍କ ପ୍ରତିଷ୍ଠା ପରେ ଏମିତି ଅନେକ ଜିନିଷ ସାମ୍ନାକୁ ଆସିଛି ଯାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ। ହେଲେ ବର୍ତ୍ତମାନ ରାମଲାଲଙ୍କ ଗର୍ଭଗୃହ ଭିତରେ ଗରୁଡ ଉଡ଼ୁଥିବାର ଦେଖିବାକୁ ମିଳିଛି।
Special report
ପ୍ରକୃତରେ ଏକ ପକ୍ଷୀ ରାମଙ୍କ ଗର୍ଭଗୃହରେ ପହଞ୍ଚି ପ୍ରଭୁଙ୍କ ପ୍ରତିମା ଚାରିପଟେ ବୁଲୁଥିବାର ଭିଡିଓ ଏବେ ଦେଖିବାକୁ ମିଳିଛି। ଖାଲି ମନ୍ଦିର ଭିତରେ ପକ୍ଷୀଟି ଉଡୁନଥିଲା ମନ୍ଦିର ଚାରିପଟେ ବୁଲିବା ସହ ଶେଷରେ ପ୍ରଭୁଙ୍କ ମୁଣ୍ଡ ଉପରେ ଯାଇ କିଛି ସମୟ ବସିଥିଲା। 
Special report
ଏପରି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମନ୍ଦିର ଗୃହରେ ପକ୍ଷୀର ଆଗମନ ଏକ ଚମତ୍କାର ବୋଲି ବିବେଚନା କରାଯାଏ। ପ୍ରଭୁ ରାମଙ୍କୁ ଦେଖିବାକୁ ଆସିଥିବା ପକ୍ଷୀଙ୍କ ରାଜା ଗରୁଡ ଦେବଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି ବୋଲି ଭକ୍ତ କହିଛନ୍ତି।
ଲୋକ ମାନେ ଏହି ଦୃଶ୍ୟକୁ ନିଜ ମୋବାଇଲ ଫୋନରେ କଏଦ କରିଥିଲେ। ଏମିତି କି ଏହି ଭିଡିଓକି ଭାରତୀୟ ଜନତା ପାର୍ଟିର ସମ୍ବିତ ପାତ୍ର ମଧ୍ୟ ନିଜ ଅଫିସିଆଲ୍ ଆକାଉଣ୍ଟରୁ ସେୟାର କରିଛନ୍ତି।