Movie prime

ସରକାର କଲେ ବଡ଼ ଘୋଷଣା : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ପାଇନଥିଲେ ଶୀଘ୍ର କରନ୍ତୁ ଏହି କାମ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ ମାନେ କିଭଳି ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନିଜ ନାମ ଚେକ୍ କରି ପାରିବେ ଓ
କିଭଳି ଏହି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ ମଧ୍ଯ କରି ପାରିବେ। ଆପଣ ମାନଙ୍କର ଯଦି ଚାଳ ଛପର ଘର ଥାଏ ତେବେ ଆପଣ ଏହି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ମଧ୍ଯ ଯୋଗ୍ୟ ବିବେଚିତ ଅଟନ୍ତି।
ଆପଣ ମାନେ ଜାଣିଥିବେ କି କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ନୁଆ ଲିଷ୍ଟ ଜାରୀ କରାଯାଇ ଥିଲା। ଏହା ଦ୍ବାରା ମଧ୍ଯ ସମସ୍ତେ ଜାଣି ପାରିବେ କି କେଉଁ ମାନଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ନୁଆ ଲିଷ୍ଟ ରେ ନାମ ଆସିଛି।
ଏବଂ କେଉଁ ମାନଙ୍କ ଏହି ଲିଷ୍ଟ ରେ ନାମ ଆସି ପାରି ନାହିଁ। ଏହି ଲିଷ୍ଟ ଦେଖିବା ପରେ ସମସ୍ତେ ବିରୋଧ କରିଥିଲେ ଏବଂ ଖୁବ ବିବାଦ ମଧ୍ୟ ହୋଇଥିଲା। କାରଣ ସେହି ଲିଷ୍ଟ ରେ ଅଯୋଗ୍ୟ ବ୍ୟକ୍ତି ମାନଙ୍କ ନାମ ଆଡ କରାଯାଇ ଥିଲା।
ଏହାକୁ correction କରିବା ପାଇଁ ମଧ୍ଯ କୁହା ଯାଇଥିଲା ହେଲେ ଏବେ ପର୍ଯ୍ୟନ୍ତ କୌଣସି ପ୍ରକାରର ନୁଆ ଲିଷ୍ଟ ବାହାରି ପାରି ନାହିଁ। ସେଥିପାଇଁ ଯଦି ଆପଣ ମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ନୁଆ ଲିଷ୍ଟ ଦେଖିବାକୁ ଚାହୁଁ ଛନ୍ତି ତେବେ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ।
ଯେଉଁ ମାନଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଲିଷ୍ଟ ରେ ନାମ ଆସି ନଥିଲା ସେମାନେ ଯଦି ଯୋଗ୍ୟ ଅଟନ୍ତି ତେବେ ଏଥି ପାଇଁ ସେମାନେ ମଧ୍ଯ ପୁନର୍ବାର ଆବେଦନ କରି ପାରିବେ।
ଏଥିପାଇଁ ଅନଲାଇନ୍ ଆବେଦନ ନାହିଁ ଆପଣ ମାନଙ୍କୁ ଅଫଲାଇନ ହିଁ ଆବେଦନ କରିବାକୁ ପଡିବ। ଏଥିପାଇଁ ଆପଣଙ୍କୁ ଆପଣଙ୍କ ବ୍ଲକ୍ ଅଫିସ୍ କୁ ଯିବା ପାଇଁ ପଡ଼ିବ। ସେଠାରେ ଯାଇ ଆପଣ ଆପଣଙ୍କ ଅଭିଯୋଗ ମଧ୍ଯ ଦାଖଲ କରି ପାରିବେ।
ଏହାପରେ ଆପଣଙ୍କ ଅଭିଯୋଗ କୁ ବିଭିନ୍ନ ସ୍ତର ରେ ଭେରିଫିକେସନ କରିବା ପରେ ହିଁ ଆପଣ ଏହି ଆବାସ ଯୋଜନା ପାଇବାକୁ ଯୋଗ୍ୟ କି ନାହିଁ ତାହା ନିର୍ଦ୍ଧାରଣ କରାଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.