Movie prime

ପ୍ରାଣ ପ୍ରତିଷ୍ଠା ପରେ ବଦଳିଗଲା ମୁଖ ମଣ୍ଡଳ ଦେଖନ୍ତୁ ତିଆରି କରିଥିଲେ ହେଲେ ଏମିତି ଦର୍ଶନ ଦେଖି ଆଶ୍ଚର୍ୟ୍ଯ ହୋଇଗଲେ ମୂର୍ତ୍ତିକାର

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଅଯୋଧ୍ୟା ନଗରୀ ବିଷୟରେ ଅନେକ କଥା ଶୁଣିଥିବେ । ଆପଣମାନେ ସମସ୍ତେ ଅଯୋଧ୍ୟାରେ ହୋଇଥିବା ମନ୍ଦିର ବିଷୟରେ ଶୁଣିବାକୁ ପାଉଥିବେ ।
Special report
ଏବେ ପ୍ରଭୁ ରାମଚନ୍ଦ୍ରଙ୍କ ମୁଖ ବଦଳି ଯାଇଛି । ପ୍ରାଣ ପ୍ରତିଷ୍ଠା ପରେ ବଦଳି ଯାଇଛି ପ୍ରଭୁ ରାମଚନ୍ଦ୍ର । ପଥରରେ ପ୍ରାଣ ସଂଚାର ପରେ ବଦଳି ଯାଇଛି ବାଳ ଶ୍ରୀରାମଙ୍କ ମୁଖ ମଣ୍ଡଳ । ବଦଳି ଯାଇଛି ସୌନ୍ଦର୍ଯ୍ୟ । ଏହାସହ ବଦଳି ଯାଇଛି ରୂପକାନ୍ତି ।
ବିଗ୍ରହ ଯେଉଁ ବ୍ୟକ୍ତି ଜଣକ ନିର୍ମାଣ କରିଥିଲେ ସେ ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ନିଜ ନିର୍ମାଣର ପରିବର୍ତ୍ତିତ ରୂପରେ ନିର୍ମାତା ବି ଚକିତ ହୋଇ ପଡିଛନ୍ତି । ଏବେ ଯିଏ ବି ପ୍ରଭୁଙ୍କ ରୂପ କାନ୍ତି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।
ନିଜ ହାତରେ ଗଢିଥିବା ମୂର୍ତ୍ତିକୁ ବି ଏବେ ସେ ଚିହ୍ନିବାକୁ ଅସମର୍ଥ ବୋଲି କହିଛନ୍ତି । ସ୍ଥପତି ଅରୁଣ ଯୋଗୀରାଜ ଏହି ମୂର୍ତ୍ତି ଗଢିଥିଲେ । ୭ ମାସ ଧରି ମୂର୍ତ୍ତି ଗଢା ଯାଇଥିଲା । ଆଉ ଏହି ବ୍ୟକ୍ତି ଜଣକ ୧୦ ଦିନ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିଥିଲେ ।
Special report
ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଉ ପରେ ପ୍ରଭୁ ରାମଚନ୍ଦ୍ରଙ୍କ ମୁଖ ମଣ୍ଡଳର ଅନେକ ପରିବର୍ତ୍ତନ ହୋଇଛି । ଏବେ ପ୍ରଭୁଙ୍କ ମୁଖ କାନ୍ତି ଏତେ ବଦଳି ଯାଇଛି ଯେ ଏହାକୁ ଦେଖି ମୂର୍ତ୍ତି ଗଢିଥିବା ବ୍ୟକ୍ତି ମଧ୍ୟ ତାଙ୍କ ପକ୍ଷେ ଚିହ୍ନିବା ଅସମର୍ଥ ବୋଲି କହିଥିଲେ ।
ପ୍ରଭୁଙ୍କ ଆକୃତି, ଚାହାଣୀ ଏବଂ ମୁଖ ପ୍ରାଣ ପ୍ରତିଷ୍ଠା ପରେ ପରିବର୍ତ୍ତନ ହୋଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଯୋଗୀରାଜ ଭଗବାନଙ୍କ ସମ୍ମୁଖରେ ବସିଥିଲେ । ଆଉ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁଙ୍କୁ ଦେଖି ସେ କହିଥିଲେ ଏହା ତାଙ୍କର କାମ ନୁହେଁ ।
ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆପଣମାନେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଉ ପ୍ରାଣ ପ୍ରତିଷ୍ଠା ପରେ ଦେଖନ୍ତୁ । ଅନେକ ପରିବର୍ତ୍ତନ ହୋଇଛି ବୋଲି ଜଣାପଡିଛି । ରାମକଥା ବାଚକଙ୍କ ମତରେ ମୂର୍ତ୍ତିକାର ପଥରକୁ ମୂର୍ତ୍ତିର ରୂପ ଦେଉଛନ୍ତି ।
ହେଲେ ପ୍ରାଣ ପ୍ରତିଷ୍ଠା ପରେ ସେ ଚାହିଁଛନ୍ତି ବୋଲି ଏମିତି ଦିବ୍ୟ ରୂପରେ ଝଲସିଛନ୍ତି । ପ୍ରଭୁ ଇଚ୍ଛା କରିଛନ୍ତି ବୋଲି ଅଦ୍ଭୁତ ମନ ମହକ ରୂପ ଧାରଣ କରିଛନ୍ତି । ଜୀବ ନ୍ୟାସ ପରେ ପ୍ରଭୁଙ୍କ ମୁଖ ପରିବର୍ତ୍ତନ ହୋଇଥାଏ । ଏପଟେ ଅଯୋଧ୍ୟାରେ ଲୋକଙ୍କ ଭିଡ ଜମୁଛି ।