Movie prime

ବିଧାନସଭା କୁ ଶେଷ ପ୍ରଣାମ କରିଲେ ସୁର, ଆଉ ଏଇ ଜନମ ରେ କେବେ ଦେଖା ହେବନି ସାଙ୍ଗ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ଙ୍କୁ ନେଇ ପ୍ରାୟତଃ ସମୟରେ ଖୁବ୍ ଚର୍ଚ୍ଚା ହୋଇଥାଏ। ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ।
Special report
ଲୋକମାନେ ମଧ୍ଯ ତାଙ୍କୁ ଖୁବ ଭଲ ପାଆନ୍ତି। ତାଙ୍କର କଥା କହିବାର ରୋକ୍ ଠୋକ୍ ଅନ୍ଦାଜ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି। ପ୍ରାୟତଃ ସମୟରେ ସେ ଏଭଳି କିଛି କରିଥାନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୁଏ।
ଆଜ୍ଞା ହଁ ବର୍ତ୍ତମାନ ସମୟରେ ତାଙ୍କର ସେଭଳି କିଛି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ନିକଟରେ ଦେଖିବାକୁ ମିଳିଥିଲା କି ବିଧାୟକ ସୁର ରାଉତ ରାୟ ବିଧାନ ସଭା ରୁ ବାହାରିବା ପରେ ସେ ବିଧାନ ସଭା କୁ ମୁଣ୍ଡିଆ ମାରିଥିଲେ।
ଏହାପରେ କହିଥିଲେ କି ତାଙ୍କୁ ୮୦ ବର୍ଷ ହୋଇ ସାରିଲାଣି ସେଥିପାଇଁ ତାଙ୍କର ଦୁଇ ପୁଅ ଙ୍କୁ ରାଜନୀତିର ଦାୟିତ୍ଵ ଦେଇଛନ୍ତି। ତାଙ୍କର ସାନ ପୁଅ ଜଟଣୀରେ ଲୋକ ମାନଙ୍କ ସେବା କରିବ।
Special report
ଏବଂ ତାଙ୍କର ବଡ଼ ପୁଅ ଯେହେତୁ ତାଙ୍କର ମାମୁଘରେ ବଡ଼ ହୋଇଛନ୍ତି ସେଥିପାଇଁ ସେ ନିମାପଡ଼ା ଲୋକଙ୍କ ସେବା କରିବେ। ତାଙ୍କର ଆଶା ଅଛି କି ଜନ ସାଧାରଣ ସେ ଦୁହିଁଙ୍କୁ ନିଶ୍ଚିତ ଭାବରେ ସାହଯ୍ୟ କରିବେ ବୋଲି।
୧୯୭୭ ମସିହାରେ ବିଧାୟକ ସୁର ରାଉତ ରାୟ ବିଧାନ ସଭାରେ କାର୍ଯ୍ୟ କରି ଆସୁଛନ୍ତି। ଏଥିପାଇଁ ତାଙ୍କୁ ଖୁବ୍ ସହଯୋଗ ମଧ୍ୟ ମିଳିଛି। ଏଥି ମଧ୍ୟରେ ସେ ଜଟଣୀର ଖୁବ ବିକାଶ ମଧ୍ୟ କରିଛନ୍ତି।
ଏବେ ତାଙ୍କୁ ୮୦ ବର୍ଷ ହୋଇ ସାରିଥିବା ବେଳେ ବିଧାୟକ ସୁର ରାଉତ ରାୟ କହିଥିଲେ କି ଏହା ବୋଧ ହୁଏ ତାଙ୍କର ବିଧାନସଭା କୁ ଶେଷ ମୁଣ୍ଡିଆ। ଏବେ ବିଧାୟକ ସୁର ରାଉତ ରାୟ ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.