Movie prime

ରାଜ ମୁକୁଟ ପିନ୍ଧି ନାମାଙ୍କନ ପତ୍ର ଦାଖଲ କଲେ ପ୍ରଶାନ୍ତ..ଲୋକେ କହିଲେ, ଓଃ ସାକ୍ଷାତ ରାଜା ଆଉରଙ୍ଗଜେବ ତ ଆଉ..

 
Ft
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ରାଜନୀତି ଚର୍ଚ୍ଚା ଚାରିଆଡ଼େ କରା ଯାଉଚି।ଆସନ୍ତା ମେ ୨୦ ତାରିଖ ରୁ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି।ଏଥିରେ ଅନେକ ଦଳ ର ପ୍ରାର୍ଥୀ ମାନେ ଅଂଶ ଗ୍ରହଣ କରି ଛନ୍ତି।
ତେବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରୁ ଭାରତୀୟ ଜନତା ପାର୍ଟି ତରଫ ରୁ ପ୍ରଶାନ୍ତ ଜଗଦେବ ଙ୍କୁ ଏଥର ଟିକେଟ ମିଳିଚି।ଆଜି ସେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନାମ ନେଇ ସେ ଆଜି ଗଣ ମାଧ୍ୟମ ଆଗରେ ନିଜ ମତ ପ୍ରକାଶ କରିଛନ୍ତି।
Ty
ସୂଚନା ଅନୁସାରେ ଏବେ ସମସ୍ତ ରାଜନୀତିକ ଦଳ ର ନେତା ମାନେ ନିର୍ବାଚନ ପ୍ରଚାର କାର୍ଯ୍ୟ ରେ ବ୍ୟସ୍ତ ଅଛନ୍ତି।ଗତ କାଲି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଏକ ସଭା ରେ ଯୋଗ ଦେଇ ଥିଲେ।
ସେଠାରେ ସେ କହିଥିଲେ ଏ ଖୋର୍ଦ୍ଧା ହେଉଚି ପାଇକ ମାଟି।ବହୁ ବୀର ଜାତି ଏଠାରେ ଜନ୍ମ ହୋଇଛନ୍ତି।ସେହି ମାଟି ର ସେବା କରିବା ପାଇଁ ମୋତେ ସୁଯୋଗ ମିଳିଚି।ଯେଉଁଥିରେ ମୁଁ ବହୁତ ଖୁସି।ଲୋକ ଙ୍କ ହିତ ପାଇଁ ସବୁବେଳେ ସେବା କରୁଥିବି।
ଆମ ଓଡ଼ିଶା ବିଜେପି ଦଳ ର ଆବଶ୍ୟକତା ରହିଛି।ଆମ ସମସ୍ତଙ୍କୁ ମିଶି ଏ ସରକାର ଙ୍କୁ ହଟାଇବାକୁ ପଡ଼ିବ।ଖରାପ ବ୍ୟବସ୍ଥା କୁ ବନ୍ଦ କରିବାକୁ ପଡ଼ିବ।ଏଥିପାଇଁ ଓଡ଼ିଶା ର ଲୋକ ମାନେ ସଚେତନ ରହିବା କୁ ହେବ।ଆମେ ସମସ୍ତେ ଏକତ୍ର ହୋଇ ପଦ୍ମ ଚିହ୍ନ ରେ ଭୋଟ ଦେବା।
Gg
ଓଡ଼ିଶା କୁ ନେତୃତ୍ୱ ନେବା ଭଳି ଜଣେ ଭଲ ଶାସକ ର ଆବଶ୍ୟକତା ରହିଛି।ଏ କଥା ସମସ୍ତେ ଭାବିବା ଉଚିତ।ଓଡ଼ିଶା ଏବେ ସବୁ କ୍ଷେତ୍ର ରେ ପଛୁଆ ହୋଇ ରହୁଚି।ସେ ଶିକ୍ଷା ହେଉ କି ସ୍ବାସ୍ଥ୍ୟ କ୍ଷେତ୍ର ରେ ହେଉ ସମସ୍ତଙ୍କ ପାଇଁ କିଛି କରିବାର ଆବଶ୍ୟକତା ରହିଛି।
ତେବେ ପ୍ରକାଶ ଜଗଦେବ ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କ ପାଇଁ ସମସ୍ତେ ସମାନ।
ଆମ ରାଜ୍ୟ ର ଉନ୍ନତି କଥା କେବଳ ଆମେ ହିଁ ଚିନ୍ତା କରିବା ଉଚିତ।ଏଠାରେ ପଦ୍ମ ଫୁଲ କୁ ଜିତାଇବା ପାଇଁ ଚେଷ୍ଟା କରିବା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.