Movie prime

ପ୍ରଥା ଫିଲ୍ମ ର ଦୋଷ ବି ଲାଗିଲା ମନୋଜ ଙ୍କ ଉପରେ, ମନୋଜ କଣ ଏତେ ସରଳ ନା କବ ଯିଏ ନାଇ ସେ ଖାଲି କରିଦେବେ କେସ

 
Special report
ନମସ୍କାର ପାଠକ ବନ୍ଧୁ।ଆସିଲା ଏକ ବଡ ଖବର।ପୁଣି ଥରେ ମନୋଜ ମିଶ୍ର ଙ୍କ ନାମ ରେ ଆସିଛି ଏକ ବଡ ଅଭିଯୋଗ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଗତ କିଛି ଦିନ ହେବ ମନୋଜ ମିଶ୍ର ଓ ଟୁଟୁ ନାୟକ ଙ୍କୁ ନେଇ ବିବାଦ ଦେଖା ଦେଇଛି।
Special report
ଝାରସୁଗୁଡ଼ା ଓ ସମ୍ବଲପୁର ହଲ ରେ କେବଳ ମନୋଜ ମିଶ୍ର ଙ୍କ ମାଇଣ୍ଡ ଗେମ୍ ଫିଲ୍ମ ଟି ଚାଲିବ ବୋଲି କିଛି ଯୁବକ ମାନେ କହିଛନ୍ତି।ଅନ୍ୟ କୌଣସି ଫିଲ୍ମ ହଲ ରେ ଚାଲି ପାରିବ ନାହିଁ ବୋଲି ସେମାନେ କହିଥିଲେ।ନିକଟ ଓଡ଼ିଆ ଫିଲ୍ମ ପ୍ରଥା ସେଠାରେ ରିଲିଜ୍ ହୋଇଥିଲା।
କିନ୍ତୁ ଲୋକ ମାନେ ଏହି ଫିଲ୍ମ କୁ ବନ୍ଦ କରି ଦେଇଥିଲେ।ସେମାନେ ସମସ୍ତେ ପ୍ରଥା ଫିଲ୍ମ ର ପୋଷ୍ଟର କୁ ଚିରି ଦେଇଥିଲେ।ଏହାକୁ ନେଇ ଫିଲ୍ମ ର ପ୍ରଯୋଜିକା ସନଲିସା ପଟେଲ ମୁହଁ ଖୋଲିଛନ୍ତି।ସେ କହିଛନ୍ତି କି ବହୁତ କଷ୍ଟ କରି ଏହି ଫିଲ୍ମ ଟି ତିଆରି କରିଛି।
ମୋର ଝାଳ ବୁହା ଧନ ରେ ଏହି ଓଡ଼ିଆ ଫିଲ୍ମ ଟି ନିର୍ମାଣ ହୋଇଛି।ହେଲେ କୌଶିକ ଦଳ ର କର୍ମକର୍ତ୍ତା ମାନେ ମନୋଜ ମିଶ୍ର ଙ୍କ ପରାମର୍ଶ ରେ ମୋ ଫିଲ୍ମ କୁ ବନ୍ଦ କରି ଦେଉଛନ୍ତି।ଯାହାକି ଅତ୍ୟନ୍ତ ଦୁଃଖ ର ବିଷୟ ଅଟେ।
Special report
ସୂଚନା ଅନୁସାରେ ସେ ଗତ କାଲି ମନୋଜ ମିଶ୍ର ଙ୍କ ନାମ ରେ ଥାନା ରେ ଏକ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ମନୋଜ ମିଶ୍ର ଙ୍କୁ ଜଲଦି ଗିରଫ କରା ଯାଉ।ତାଙ୍କରି ପାଇ ମୋ ଫିଲ୍ମ ଟି ଚାଲି ପାରି ନାହିଁ।
ମୁ ଝାରସୁଗୁଡ଼ା ର ଝିଅ ଓ ସମ୍ବଲପୁର ର ବୋହୂ।ହେଲେ ମୋରି ଘର ପାଖରେ ମୋତେ ପସନ୍ଦ କରା ଯାଉ ନାହିଁ ।ଯାହାକି ଅତ୍ୟନ୍ତ ଦୁଃଖ ର ବିଷୟ ମୋ ପାଇ ବୋଲି ସନଲିସା କହିଛନ୍ତି।ଏହି ଫିଲ୍ମ ଟି ପାଇଁ ଅନେକ ଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଛି।
ହଟାତ ବାଇକ୍ ରେ ଆସି ଥିବା କିଛି ବ୍ୟକ୍ତି ତାଙ୍କ ଫିଲ୍ମ ର ପୋଷ୍ଟର ଚିରି ଦେଇ ଥିଲେ।ଓ ଫିଲ୍ମ କୁ ହଲ ରୁ ବନ୍ଦ କରି ଦେଇଥିଲେ।ଏହି ଫିଲ୍ମ କୁ ଦେଖିବା ପାଇଁ ସନଲିସା ଙ୍କ ପରିବାର ଲୋକେ ଆସି।ଥିଲେ।ସେମାନେ ସମସ୍ତେ ଭୟବିତ ହୋଇ ଯାଇଥିଲେ।ଓ।ଆଗକୁ ଏହି ମାମଲା କେଉଁ ଆଡ଼େ ଯାଉଛି ତାହା ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.