Movie prime

ପ୍ରତ୍ୟେକ ମହିଳାଙ୍କ ପରି କାହିଁକି ମା କାମାକ୍ଷା ଦେବୀଙ୍କ ହୁଏ ମାସିକ ଧର୍ମ ଏହି ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଦେଖିପାରିବେ ମାଆ କାମାକ୍ଷୀଙ୍କୁ ନେଇ ଆସିଥିବା ଖବର । କାହିଁକି ମାଆ କାମାକ୍ଷୀ ମନ୍ଦିରକୁ ତାନ୍ତ୍ରିକ ମାନଙ୍କ ସାଧନା ପୀଠ କୁହାଯାଏ ?
Special report
ମହିଳାମାନଙ୍କର ଯେମିତି ମାସିକ ଋତୁସ୍ରାବ ହୋଇଥାଏ ସେହିଭଳି ମାଆ କାମାକ୍ଷୀଙ୍କର ତିନିଦିନ ଧରି ଋତୁସ୍ରାବ ହୋଇଥାଏ । ମାଆ କାମାକ୍ଷୀ ମନ୍ଦିରର ଗୁପ୍ତ ରହସ୍ୟ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଭାରତର ଏକମାତ୍ର ଏବଂ ସବୁଠାରୁ ରହସ୍ୟମୟ ମନ୍ଦିର ହେଉଛି କାମାକ୍ଷୀ ମାଙ୍କ ମନ୍ଦିର । ଭାରତର ପୂର୍ବ ପ୍ରାନ୍ତରେ ଏକ ଶକ୍ତିପୀଠ ରହିଛି । ତାନ୍ତ୍ରିକ ମାନଙ୍କର ସ୍ଵର୍ଗ ଏବଂ କଳା ଜଗତ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମନ୍ଦିର ହେଉଛି ମାଆ କାମାକ୍ଷୀଙ୍କ ଶକ୍ତି ପୀଠ ।
Special report
ଏହା ଆସାମ ରାଜ୍ୟର ଗହ୍ୱାଟି ଠାରୁ ପଶ୍ଚିମ ଏବଂ ନୀଳାଚଳ ପର୍ବତ ଉପରେ ଏହି ମନ୍ଦିର ଅବସ୍ଥିତ । ମାଆ ଭବାନୀଙ୍କର ଅନ୍ୟନ୍ୟ ଅବତାର ଅଟନ୍ତି ମାଆ କାମାକ୍ଷୀ । ସତୀ ଦେବୀ ଯେତେବେଳେ ଆତ୍ମହୁତି ଦେଇଥିଲେ ସେତେବେଳେ ଭଗବାନ ଶିବ ତାଣ୍ଡପ ନୃତ୍ୟ କରିଥିଲେ ।
ଏହାପରେ ତିନି ପୁର କମ୍ପିବାରେ ଲାଗିଥିଲା । ଏହାପରେ ଭଗବାନ ସୁଦର୍ଶନ ସତୀଙ୍କ ଶରୀର ଖଣ୍ଡ ବିଖଣ୍ଡିତ କରି ପକାଇଲେ । ଏହା ପୃଥିବୀ ଉପରେ ପଡିଥିଲା । କାମାକ୍ଷୀ ଶକ୍ତିପୀଠରେ ମାଙ୍କ ଯୋନି ପଡ଼ିଥିଲା । ଏଠାରେ ଲୋକମାନଙ୍କର ଇଚ୍ଛା ପୂରଣ ହୋଇଥାଏ ।
Special Report
ଏହି କାମାକ୍ଷୀ ମନ୍ଦିରରେ ମାଙ୍କ ଦଶ ରୂପ ଅଛି । ପଣ୍ଡିତ କାଳୀଚରଣ ମାଆ କାମାକ୍ଷୀଙ୍କ ବିଷୟରେ ଅନେକ କଥା ଲେଖିଛନ୍ତି । ଆଜି ଏହି ମନ୍ଦିର ବିଭିନ୍ନ ରାଜାଙ୍କ ଦ୍ଵାରା ଅନେକ ପ୍ରକାରର ନିର୍ମାଣ କରାଯାଇଛି । ଏହି ମନ୍ଦିରର ଚାରୋଟି ଦ୍ଵାର ରହିଛି ।
ସପ୍ତଦଶ ଶତାବ୍ଦୀରେ ରାଜା ଜୟଭୋଜ ଏହି ମନ୍ଦିରର ଅଧା ଅଧୁରା କାମକୁ ପୂରଣ କରିଥିଲେ । କାମଦେବ ଏଠାରେ ନିଜର ପୁରୁଷତ୍ଵ ହରାଇଥିଲେ ବୋଲି କୁହାଯାଉଛି । ବ୍ରହ୍ମପୁତ୍ର ନଦୀ ପାଖରେ ଏହି ମନ୍ଦିର ଅଛି । ବ୍ରହ୍ମପୁତ୍ର ନଦୀ ମାସରେ ତିନିଦିନ ପାଇଁ ଲାଲ ବର୍ଣ୍ଣର ହୋଇ ଯାଇଥାଏ ।
ଏହା ମାଙ୍କ ଋତୁସ୍ରାବ ଯୋଗୁଁ ହୋଇଥାଏ ବୋଲି ବିଶ୍ୱାସ କରାଯାଇଥାଏ । ଏହି ତିନିଦିନ ମାଙ୍କ ମନ୍ଦିର କବାଟ ମଧ୍ୟ ବନ୍ଦ ରହିଥାଏ । ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ଗ୍ରହଣ ଯୋଗ୍ୟ ନହେଲେ ମଧ୍ଯ ଏହାର ସଠିକ୍ କାରଣ ଜଣାପଡି ନାହିଁ । ଏବେବି ଅନେକ ରହସ୍ୟ ରହିଛି ବୋଲି ଜଣାପଡିଛି ।