Movie prime

ହେ ଭଗବାନ : ପ୍ରେମ କରି ମାଗିଲେ ଟଙ୍କା, ପରେ ଶିବାନୀ ପାଖରେ ଶୋଇ ଅଧ ରାତି ରେ ଏମିତି କରିଦେଲା ସ୍ଵାମୀ...

 
Special report
ନମସ୍କାର ପାଠକ ବନ୍ଧୁ।ସାମାନ୍ୟ ସମ୍ପତି ପାଇଁ ନିଜ ପ୍ରେମ କୁ ଭୁଲି ଗଲା ସ୍ଵାମୀ।ଆପଣ ମାନେ ଜାଣି ଥିବେ ଯୌତୁକ ପାଇଁ ପ୍ରାୟ ପ୍ରତିଦିନ ଅନେକ ମହିଳା ଙ୍କ ଜୀବନ ଚାଲି ଯାଉଛି।ଆମେ ଆଜି ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ଜଣେ ମହିଳା ପ୍ରେମ କରି ବିବାହ କରି ଥିଲେ।ଶେଷ ରେ ପ୍ରେମ ରେ ଧୋକା ଖାଇ ଆତ୍ମହତ୍ୟା କରିଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ର ଶକ୍ତିନଗର ଅଞ୍ଚଳ ର ତୃତୀୟ ଲେନ୍ ରେ ଘଟିଛି।ସେଠାରେ ଶିବାନୀ ନାମକ ମହିଳା ଙ୍କୁ ମାରି ଦିଆ ଯାଇଛି।
ସୂଚନା ଅନୁସାରେ ସେଠାରେ କିଛି ବର୍ଷ ପୂର୍ବେ ଶିବାନୀ ନାମକ ଯୁବତୀ ସେହି ଅଞ୍ଚଳ ର କେ ଚକାଡୋଳା ଙ୍କୁ ପ୍ରେମ କରି ଆସୁ ଥିଲେ।ଏଥିରେ ଉଭୟ ଙ୍କ ପରିବାର ଲୋକେ ରାଜି ନ ଥିଲେ।ଏହା ପରେ ଯୁବତୀ ଜଣକ ଘରୁ ଲୁଚି ଯାଇ କେ ଚକାଡୋଳା ଙ୍କୁ ବିବାହ କଲେ।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ବହୁତ ଖୁସି ରେ ରହିଲେ।
କିନ୍ତୁ ଏହାର କିଛି ଦିନ ପରେ କେ ଚକାଡୋଳା ଙ୍କ ମନ ରେ ଯୌତୁକ ପାଇବା ପାଇଁ ଲୋଭ ହେଲା।ସେ ଅଧିକ ରୁ କିପରି ଅଧିକ ଯୌତୁକ ପାଇବେ ସେଥିପାଇଁ ତାଙ୍କ ସ୍ତ୍ରୀ ଶିବାନୀ କୁ ନିର୍ଯ୍ୟାତନା ଦେଲେ।ତାକୁ ସବୁଦିନ ମାରିଲେ।ତା ସହିତ ଝଗଡ଼ା କଲେ।
Special report
ଏପରି ସବୁଦିନ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହିଲା।କେ ଚକାଡୋଳା ଶିବାନୀ ଙ୍କୁ ବାଧ୍ୟ କରି କହୁଥିଲା କି ତୁ ତୋ ବାପ ଘର କୁ ଯାଇ ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ନେଇ ଆସେ।ହେଲେ ଏ କଥା କୁ ଶିବାନୀ ଶୁଣୁ ନ ଥିଲା।
ସେଥିପାଇଁ ତାର ସ୍ଵାମୀ ତାକୁ ପ୍ରାୟ ସବୁଦିନ ପିଟି ଥିଲା।ଏ ବିଷୟ ରେ ଗ୍ରାମ ବାସୀ ମନେ ସବୁଦିନ ଶୁଣୁ ଥିଲେ।ହେଲେ କିଛି କହି ପାରୁ ନ ଥିଲେ।ଶେଷ ରେ ଶିବାନୀ ଉପରେ ହେଉଥିବା ଅନ୍ୟାୟ କୁ ଆଉ ସହି ପାରି ନ ଥିଲା।ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲି ଯିବାକୁ ନିଷ୍ପତି ନେଲା।ଓ ଶେଷ ରେ ସେହି ପରି କଲା।
ନିଜେ ଘୋଡେଇ ହୋଇ ଥିବା ଓଢନି ରେ ଫ୍ୟାନ ରେ ରଶି ଲଗାଇ ମୃ-ତ୍ୟୁ ବରଣ କଲା।ଏ ନେଇ ତାଙ୍କ ଅଞ୍ଚଳ ର ଲୋକ ମାନେ ଥାନା ରେ ଅଭିଯୋଗ କଲେ।
ସେମାନଙ୍କ ଅଭିଯୋଗ ଅନୁଯାୟୀ ଶିବାନୀ ହ-ତ୍ୟା ପାଇଁ ତାର ସ୍ଵାମୀ ହିଁ ଦାୟୀ।ବାରମ୍ବାର ଯୌତୁକ ଆଣିବା ପାଇଁ କହୁଥିଲା ତାର ସ୍ଵାମୀ ।ଏହି ଅଭିଯୋଗ କୁ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।