Movie prime

ପ୍ରେମ କରିବା ଆଗରୁ ପ୍ରେମ ଶେଷ ଦେଖନ୍ତୁ ନାବାଳିକା ସହ ଘଟିଗଲା କେତେ ବଡ଼ ଅଘଟଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଖୁଟୁଗାଁରୁ ଦୁଇ ଦିନ ଧରି ନିଖୋଜ ଥିବା ଜଣେ ନାବାଳିକାଙ୍କ ମୃ-ତଦେହ ଆଜି ଏକ କୂଅରୁ ମିଳିଛି। ଚାଷ ଜମି ମଧ୍ୟରେ ଥିବା ଏହି କୂଅରୁ ଦମକଳ ବାହିନୀ ଓ ପୁଲିସ କର୍ମଚାରୀମାନେ ନାବାଳିକାଙ୍କ ମୃ-ତଦେହକୁ ବାହାର କରିଥିଲେ।
Special report
ତାଙ୍କୁ ହ-ତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ଖୁଟୁଗାଁର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅ ଗତ ବୁଧବାର ରାତି ୮ଟାରୁ ନିଖୋଜ ହୋଇଯାଇଥିଲେ। 
ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ମଧ୍ୟ ତାଙ୍କୁ ପାଇ ନଥିଲେ। ଆଜି ସକାଳେ ଗାଁଠାରୁ କିଛି ଦୂରରେ ଥିବା ଖୁସଲଦିହି ଗାଁ ନିକଟସ୍ଥ ଏକ ଜମି ମଧ୍ୟରେ ଥିବା କୂଅରେ ଏକ ଶ-ବ ଭାସୁଥିବା ଲୋକେ ଦେଖିଥିଲେ।
Special report
ଏନେଇ ସେମାନେ ରାଇଘର ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚିବା ପରେ ମୃ-ତଦେହକୁ ବାହାର କରାଯାଇଥିଲା। ତାହା ଆଶାରାମ ଗଣ୍ଡଙ୍କ ଝିଅଙ୍କ ମୃ-ତଦେହ ବୋଲି ଚିହ୍ନଟ ହୋଇଥିଲା।
ଝିଅକୁ କେହି ହ-ତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଆଶାରାମ ଗଣ୍ଡଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ରାଇଘର ପୁଲିସ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛି।
Special report
ପରେ ପୋଲିସ ଏହି ଘଟଣାରେ ନାବାଳିକା ର ପ୍ରେମିକ ସେହି ଗାଁ ର ମହେଶ ମାଳି ସଂପୃକ୍ତ ଥିବା ଜାଣିପାରିଥିଲା। ଏହାପରେ ମହେଶକୁ ଖୋଜା ଖୋଜି ଆରମ୍ଭ କରିଥିଲା ପୋଲିସ। ଶେଷରେ ମହେଶକୁ ବଙ୍ଗାଲୋର୍ ରୁ ଗିରଫ କରିଥିଲା ପୋଲିସ। ଏହାପରେ ସତ କଥା କହୁଥିଲା ନରରାକ୍ଷସ ପ୍ରେମିକ।
Special report
ତେବେ ବନ୍ଧୁଗଣ ଅଭିଯୋଗ ପାଇ ଘଟଣା ସ୍ଥଳରେ ଥାନା ଅଧିକାରୀ ରଘୁନାଥ ମଝି ପହଞ୍ଚିବା ସହିତ ଦମକଳ ବାହିନୀର ସହାୟତାରେ କୂଅ ମଧ୍ୟରୁ ନାବାଳିକାର ମୃ-ତ ଦେହକୁ ଉଦ୍ଧାର କରାଯାଇଥିଲା। ତେବେ ଘଟଣା ଟି ସମ୍ବେଦନଶିଳ ରହିଥିବା ସହିତ ପରିବାରର ଅଭିଯୋଗ ଅନୁଯାୟୀ ସାଇଣ୍ଟିଫିକ୍ ଟିମ୍ ଡକାଇ ଘଟଣାର ତଦନ୍ତ କରାଯାଇଥିଲା।
ଅଭିଯୋଗକୁ ଆଧାର କରି ପୋଲିସ ଏକ ହ-ତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ କରାଯିବା କହିଛନ୍ତି ଉମରକୋଟ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.