Movie prime

ଦେହ ସୁଖ ମନ ଭରିକି ନେଲା ଶେଷରେ ଗାଡ଼ି ଚଢାଇ ଦେଲା ଦେଖନ୍ତୁ ଆସିଲା ସାଙ୍ଘାତିକ ଅଭିଯୋଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏପରି କିଛି ଲୋକ ଅଛନ୍ତି , ଯେଉଁ ମାନେ ସମାଜ ପାଇଁ କଳଙ୍କ କହିଲେ ବି କିଛି ଭୁଲ ହେବ ନାହିଁ। କାହିଁକି ନା ସେମାନଙ୍କର କିଛି କାମ ସମାଜର ମୁଣ୍ଡ ତଳକୁ କରି ଦେଇଥାଏ।
Special report
ଆଜିକାଲି ମଣିଷ ମାନେ ଭଲ ପାଇବାକୁ ଏକ ମନୋରଞ୍ଜନ ର ଆଧାର ଭାବରେ ନେଉଛନ୍ତି।ଯାହା ଫଳ ରେ କେଉଁଠି ପୁଅ ଝିଅକୁ ଧୋ-କା ଦେଉଛି ତ କେଉଁଠି ଝିଅ ପୁଅକୁ ଧୋକା ଦେଉଛି। ଆଜିକାଲି ପୁଅ ଓ ଝିଅ ମାନେ ପ୍ରେମ ସମ୍ପର୍କ ରଖିଆବ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। 
ଯାହାଫଳରେ ସେମାନେ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା କାରଣରୁ ସେମାନଙ୍କୁ ସାରା ଜୀବନ ଅନୁତାପ କରିବାକୁ ପଡୁଛି। ବନ୍ଧୁଗଣ ବର୍ତ୍ତମାନ ଏପରି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ବନ୍ଧୁଗଣ ଯୁବକ ନାମ ହେଉଛି ଅସିତ୍ ପଟ୍ଟନାୟକ।
Special report
ଅସିତ ଜଣେ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ଆଉ ବର୍ତ୍ତମାନ ସେହି ମହିଳାଙ୍କ ଉପରେ ଗାଡ଼ି ଚଢାଇ ଦେଇଛନ୍ତି। ଅସିତ ମହିଳାଙ୍କ ଉପରେ ଗାଡ଼ି ଚଢାଇବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ମହିଳା ଜଣକ। 
ବନ୍ଧୁଗଣ ଅସିତ ଏହି ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲା ପରେ ଏବେ ଶାରୀରିକ ନିର୍ଯାତନା ଦେଉଛନ୍ତି। ବର୍ତ୍ତମାନ ଏଭଳି ଅଭିଯୋଗ କରିଛନ୍ତି ମହିଳା ଜଣକ। ଏହି ମହିଳାଙ୍କ ସ୍ଵାମୀ ମରିଯିବା ପରେ ଅସିତ୍ ତାଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ।
Special report
ଆଉ ଅସିତଙ୍କର ମହିଳା ଜଣଙ୍କ ଠାରୁ ବାରମ୍ବାର ଦେହ ସୁଖ ପାଇଲା ପରେ ମନ ଭାଙ୍ଗିଗଲା। ଆଉ ପରେ ମହିଳା ଜଣକ ଅସିତଙ୍କୁ ବିବାହ କରିବା ପାଇଁ କହିଲା ପରେ ଅସିତ ରାଗି ଯାଇଥିଲା। ଆଉ ତାପରେ ମହିଳା ଜଣକ ଉପରେ ଗାଡି ଚଢ଼ାଉ ଦେଇଥିଲା। ତେବେ ବନ୍ଧୁଗଣ ଅଳ୍ପକେ ବର୍ତ୍ତିଗଲେ ଏହି ମହିଳା ଜଣକ। 
ମହିଳାଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଛି ଅସିତ ପଟ୍ଟନାୟକ। ତେବେ ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନାରେ ଅଭିଯୋଗ ଜଣାଇଛନ୍ତି ଏହି ମହିଳା ଜଣକ। ତେବେ ପୂର୍ବରୁ ମଧ୍ୟ ସଦର ଥାନାରେ ଅଭିଯୋଗ ହୋଇଥିଲା ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।
ଯାହାକି ଏବେ ପୁଣି ଥରେ ସଦର ଥାନାରେ ଅଭିଯୋଗ କରିଛନ୍ତି ଏହି ମହିଳା ଜଣକ। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ସଦର ଥାନା ପୋଲିସ ଏହି ମହିଳାଙ୍କୁ କେବେ ନ୍ୟାୟ ଦେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.