Movie prime

ଅମୀର କଲେ ୪ର୍ଥ ଝିଅ ସହ ସମ୍ପର୍କ, କହିଲେ ବୁଢା ହେଲେ ବି ମାଙ୍କଡ ଗଛ ଚଢିପାରେ ଆଉ ଲଙ୍କା ଯେତେ ପାଚିଲେ ବି ରାଗ, ମୋ ଜୀବନ ରେ ଝିଅ ଆସିବେ ଯିବେ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବଲିଉଡ ଜଗତର ଆଗ ଧାଡ଼ି ହିରୋ ଆମୀର ଖାନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ତାଙ୍କର ଚଳଚ୍ଚିତ୍ର ମାନଙ୍କ ପାଇଁ ପ୍ରାୟତଃ ସମୟରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ମଧ୍ଯ ଥାଆନ୍ତି।
ଆଉ ତାଠାରୁ ଅଧିକ ସେ ତାଙ୍କର ବ୍ୟକ୍ତିଗତ ଜୀବନ କୁ ନେଇ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ସୋସିଆଲ ମିଡିଆରେ ପ୍ରାୟତଃ ସମୟରେ ତାଙ୍କର ପାରିବାରିକ ଜୀବନ ଉପରେ 
Viral video
ଅତ୍ୟଧିକ ଆଲୋଚନା ମଧ୍ୟ ହୋଇଥାଏ। ତାଙ୍କର ବୈବାହିକ ଜୀବନକୁ ନେଇ ଲୋକ ମାନେ ମଧ୍ୟ ଅନେକ କଥା କହିଥାନ୍ତି। ହେଲେ ଏବେ ଆମୀର ଖାନ ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି
 ଆଉ ଏବେ ଏହି ଭିଡିଓ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।ଆମୀର ଖାନ ଏବଂ ଫାତିମା ସାନା ଶେଖଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।ଭିଡିଓରେ ଆମୀର ଓ ଫାତିମା ଏକାଠି ପିକଲେବଲ୍ ଖେଳୁଥିବା ଦେଖିବାକୁ ମିଳିଛି।
Viral video
ଦଙ୍ଗଲ ଚଳଚ୍ଚିତ୍ରରେ ଆମୀର ଖାନ ଏବଂ ଫାତିମା ସାନା ଶେଖ ଏକାଠି କାମ କରିଥିଲେ ଆଉ ଏହି ଫିଲ୍ମ୍ ରେ ମଧ୍ଯ ଫାତିମା ଆମିରଙ୍କ ଝିଅ ଭୂମିକାରେ ନଜର ଆସିଥିଲେ।ଏହା ପରେ ଦୁହେଁ ଏକାଠି ଥଗ୍ସ ଅଫ୍ ହିନ୍ଦୋସ୍ତାନ ରେ ନଜର ଆସିଥିଲେ।
ଏହାପରେ ଦୁହିଁଙ୍କ ସମ୍ପର୍କ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଆଲୋଚନା ମଧ୍ୟ ହେବାରେ ଲାଗିଥିଲା।କିରଣ ରାଓ ଏବଂ ଆମିରଙ୍କ ଛାଡପତ୍ର ପରେ ଫାତିମାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା।
Viral video
ଫାତିମା, ଆମୀର ଖାନ ଙ୍କ ଘର ଭାଙ୍ଗି ଛନ୍ତି ବୋଲି ମଧ୍ୟ ଅନେକ ଲୋକ କହିଥିଲେ। ମାତ୍ର ଏବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଦୁହେଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
ଲୋକ ମାନେ ସେମାନଙ୍କ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚା କରିଛନ୍ତି। ହେଲେ ଏହି କଥାକୁ ନେଇ ଆମୀର ଖାନ ଏବଂ ଫାତିମା ସାନା ଶେଖ କିଛି ପ୍ରତିକ୍ରିୟା ରଖି ନାହାଁନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.