Movie prime

ପ୍ରେମିକ ର ବାହାଘର ଦିନ ମୁଖା ଲଗେଇ ପଶିଗଲା ପ୍ରେମିକା : ମୋ ସହ ପ୍ରେମ ଖେଳ ଖେଳି ମତେ ଭୁଲିଗଲା, ତାକୁ ବି ଛାଡିବିନି

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପ୍ରେମ ପ୍ର-ତା-ର-ଣା ର ଅନେକ ଖବର ଆପଣ ମାନେ ଶୁଣିଥିବେ।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ପ୍ରେମ ରେ ଧୋ-କା ଖାଇ ଶେଷ ରେ ପ୍ରେମିକ ର ଘର ଆଗରେ ଧାରଣା ଦେଇଛନ୍ତି ଯୁବତୀ।
Special report
ଯାହାକୁ ନେଇ ଏବେ ସାରା ଅଞ୍ଚଳ ରେ ଚର୍ଚ୍ଚା କରା ଯାଇଚି।ଯାହାକୁ ମନ ପ୍ରାଣ ଦେଇ ଭଲ ପାଇଥିଲେ।ଶେଷ ରେ ସେହି ତାଙ୍କୁ ଅଧା ବାଟ ରେ ଛାଡି ଚାଲିଛି।ଏହି କଷ୍ଟ କୁ ସହି ପାରି ନ ଥିଲେ ଯୁବତୀ।ଶେଷ ରେ ନିଜକୁ ନ୍ୟାୟ ଦେବା ପାଇଁ ଆସି ପ୍ରେମିକ ର ଘର ସାମ୍ନା ରେ ଧାରଣା ରେ ବସିଛନ୍ତି।
ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଗୋଳଗଳା ଗାଁ ରେ।ସେଠାରେ ମିନାକ୍ଷୀ ସାହୁ ଙ୍କୁ ଦୀର୍ଘ ପାଞ୍ଚ ବର୍ଷ ଧରି ଭଲ ପାଇ ଆସୁଥିଲେ ଦିବାକର ନାମକ ଯୁବକ।ବିବାହ କରିବେ ବୋଲି ପ୍ରତିଶୃତି ଦେଇ ଥିଲେ।
ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।ହେଲେ କୌଣସି ଏକ କାରଣ ପାଇଁ ଉଭୟ ଙ୍କ ମଧ୍ୟରେ ଜୋର୍ ରେ ଝଗଡ଼ା ଲାଗି ଥିଲା।ଏଥିରେ ମିନାକ୍ଷୀ ରାଗି ଯାଇଥିଲେ।ହେଲେ ଏହି ସମୟ ରେ ଦିବାକର ଅନ୍ୟ ଜଣେ ଝିଅ କୁ ବିବାହ କରିବା ପାଇଁ ଯାଉ ଥିଲେ।
Special report
ବେଦୀ ସଜା ସରି ଥିଲା।ରାତିରେ ବର ବିବାହ କରିବା ପାଇଁ ଯାଇ ଥାନ୍ତା।ହେଲେ ଏହି ସମୟ ରେ ପ୍ରେମିକ ଦିବାକର ଙ୍କ ଘର ଆଗରେ ପହଞ୍ଚି ଯାଇଥିଲେ ମିନାକ୍ଷୀ।ସମସ୍ତଙ୍କ ଆଗରେ ଦିବାକର ଙ୍କ ବିଷୟ ରେ ସବୁ ସତ କହି ଦେଇଥିଲେ।
ଏହା ପରେ ତାଙ୍କ ଘର ସାମ୍ନା ରେ ସେ ଧାରଣା ରେ ବସିଛନ୍ତି।ଯାହାକୁ ବିବାହ କରିବା ପାଇଁ ଦିନେ ସ୍ଵପ୍ନ ଦେଖିଥିଲେ।ଶେଷ ରେ ସେ ହିଁ ନିଜ ପାଞ୍ଚ ବର୍ଷ ର ପ୍ରେମ କୁ ଭୁଲି ଗଲେ।ଯୁବତୀ ଜଣକ କେବଳ ଦିବାକର ଙ୍କୁ ପାଇବା ପାଇଁ ଏଭଳି କରୁଛନ୍ତି।
ସେ କହିଥିଲେ କି ଯଦି ଦିବାକର ମୋର ନ ହୁଅନ୍ତି।ତେବେ ମୁଁ ତାଙ୍କୁ ଆଉ କାହାର ହେବା ପାଇଁ ଦେବି ନାହିଁ।ତାଙ୍କୁ ମୁଁ ହିଁ ବିବାହ କରିବି।ଏ ନେଇ ସେ ଭୁବନେଶ୍ୱର ର ସଦର ଥାନା ରେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ଏବେ ଦେଖିବାକୁ ବାକି ରହିଲା କେତେବେଳେ ମିନାକ୍ଷୀ ଙ୍କୁ ନ୍ୟାୟ ମିଳୁଚି।