Movie prime

ପ୍ରେମିକ ଘର ଆଗରେ ଜୀବନ ହାରିଦେଲେ ପ୍ରେମିକା ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଘଟଣା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି ।
Special Report
ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ଯୁବକଙ୍କୁ ବହୁତ ଭଲ ପାଉଥିଲେ । ଆଉ ସେହି ଯୁବକ ଜଣକ ଯୁବତୀଙ୍କୁ ଭଲ ପାଉ ନଥିଲେ । ମନ ଦେଇ ଯୁବତୀ ଜଣକ ଭଲ ପାଉଥିଲେ ।
ଆଉ ଏହି ଯୁବକ ଜଣକ ମିଛି ମିଛିକା ଭଲ ପାଉଥିଲେ । ଯୁବକ ଜଣଙ୍କୁ ଯୁବତୀ ଏତେ ଭଲ ପାଉଥିଲେ ଯେ ସେହି ଯୁବତୀ ଜଣକ ଯୁବକଙ୍କ ସହିତ ଘର ଛାଡ଼ି ତା ପାଖକୁ ପଳାଇ ଆସିଥିଲେ । ଆଉ ଏହାପରେ ଏହି ଯୁବକ ଆଉ ଯୁବତୀ ଏକାଠି ରହୁଥିଲେ ।
Special Report
କିନ୍ତୁ କଣ ହେଲା କେଜାଣି ଯୁବତୀ ଜଣକ ଯୁବକ ଜଣଙ୍କର ଘର ଆଗରେ ମୃ-ତ୍ୟୁବରଣ କରିଛନ୍ତି । ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଏହି ଯୁବତୀ ଜଣକ । 
ଏହିଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିସରା ଥାନା ଅନ୍ତର୍ଗତ ପିତାପିଡି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପିତାଲ ଗ୍ରାମରେ । ଏହି ଗ୍ରାମର ଶୁକନାଥ ସିଂହ ଏହି ଯୁବତୀଙ୍କୁ ଭଲ ପାଉଥିଲେ ।
Special Report
ଆଉ ଯୁବତୀ ଜଣକ ଘର ଛାଡ଼ି ଶୁକନାଥଙ୍କ ଘରକୁ ଚାଲି ଆସିଥିଲେ । ଆଉ ସେଠାରେ ସେମାନେ ଭଲରେ ରହୁଥିଲେ କିନ୍ତୁ ହଠାତ୍ ଏଭଳି କଣ ହେଲା କେଜାଣି ଯୁବକ ଜଣକ ଘର ଆଗରେ ଯୁବତୀ ଆ-ତ୍ମ-ହ-ତ୍ୟା କରିଛନ୍ତି । 
ଏବେ ଏହି ଘଟଣା ଘଟିବା ପରେ ଯୁବତୀ ଜଣକର ପରିବାର ଲୋକେ କହିଛନ୍ତି କି ତାଙ୍କ ଝିଅକୁ ଶୁକନାଥ ଏବଂ ତାଙ୍କ ପରିବାର ମିଶି ମାରି ଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ସେମାନେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ।
ଥାନାରେ ଲିଖିତ ଅଭିଯୋଗ ହେବା ପରେ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଆଉ ଏହି ଘଟଣାରେ ପୋଲିସ ଯୁବତୀଙ୍କ ପ୍ରେମିକ ଶୁକନାଥ ଏବଂ ତାଙ୍କ ବାପାଙ୍କୁ ଗିରଫ କରିଛି । ଏହି ଘଟଣା ଏବେ କେଉଁ ମୋଡ ନେଉଛି ତାକୁ ହିଁ ଅପେକ୍ଷା ।