Movie prime

ପ୍ରେମିକାକୁ ଧୋକା ଦେଇ ଗାଁ କୁ ଆସିଲା ପ୍ରେମିକ ସିଧା ସିଧା ଗାଁ ରେ ଆସି ପହଞ୍ଚିଲା ପ୍ରମିକା ଆଉ ତା ପରେ ....

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ୱର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଦିବାକର ଏବଂ ମିନାକ୍ସି। ପ୍ରଥମ ଦେଖାରେ ହିଁ ଉଭୟଙ୍କୁ ପ୍ରେମ ହୋଇଯାଇଥିଲା।
Special report
ଏହାପରେ ଧିରେ ଧିରେ ସମ୍ପର୍କ ନିବିଡ ହେବାକୁ ଲାଗିଲା ବିବାହର ପ୍ରତିଶ୍ରୁତି ଦେଇ ବର୍ଷ କି ଦୁଇବର୍ଷ ନୁହେଁ ପାଞ୍ଚ ବର୍ଷଧରି ମିନାକ୍ସି ସହ ଶା-ରୀ-ରି-କ ସଂପର୍କ ରଖୁଥିଲା ପ୍ରେମିକ ଦିବାକର। ଏହାପରେ ପ୍ରେମିକାକୁ ଧୋକା ଦେଇ ଦିବାକର ଗାଁକୁ ଚାଲି ଆସିଥିଲା। ଆଉ ଆଜି ଅନ୍ୟ ଏକ ଝିଅ ସହିତ ବିବାହ କରୁଛି ପ୍ରେମିକ ଦିବାକର। 
ଏ ଖବର ବିଷୟରେ ପ୍ରେମିକା ମିନାକ୍ସି ଜାଣିବା ପରେ ପ୍ରେମିକର ଗାଁରେ ଆସି ପହଞ୍ଚିଥିଲା ପ୍ରେମିକର ଘର ଦୁଆର ମୁହଁରେ ବସି ଧାରଣା ଦେଇଛି ପ୍ରେମିକା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ସଦର ଥାନା କୋଳଗଳା ଗାଁରେ।
Special report
ସେହି ଗାଁର ଦିବାକର ରଥ ଭୁବନେଶ୍ୱର ଏକ ଘରୋଇ କ୍ଷୀର କମ୍ପାନୀରେ କାମ କରନ୍ତି। ସେଠାରେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ମିନାକ୍ସି ସାହୁ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। 
ମିନାକ୍ସି ର ବୟସ ୩୫ ବର୍ଷ ହେଇଥିବା ବେଳେ ଦିବାକରର ବୟସ ହେଉଛି ୨୬ ବର୍ଷ। ଏହି କଥା ଉଭୟ ଜାଣି ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବର୍ଷେ କି ଦୁଇବର୍ଷ ନୁହେଁ ପାଞ୍ଚବର୍ଷ ଧରି ଦୁହିଁଙ୍କ ମଧ୍ୟରେ ଶା-ରୀ-ରି-କ ସଂପର୍କ ଗଢି ଉଠିଥିଲା।
Special report
ମିନାକ୍ସି କାହାଠାରୁ ଜାଣିବାକୁ ପାଇଥିଲେ କି ପ୍ରେମିକ ଦିବାକରର ଆଜି ବିବାହ ହେଉଛି। ଏହି ଖବର ପାଇବା ପରେ ଦିବାକର ଗାଁରେ ଆସି ପହଞ୍ଚିଥିଲା ମିନାକ୍ସି। ମିନାକ୍ସିକୁ ଭଲ ପାଇ ତା ସହିତ ଶା-ରୀ-ରି-କ ସଂପର୍କ ରଖିଥିବା କଥା କହିଥିଲେ ମିନାକ୍ସି। 
Special report
ଦିବାକରକୁ ବିବାହ କରିବା ସହ ବୋହୂର ପରିଚୟ ନେବାକୁ ଦାବି କରିଥିଲେ ମିନାକ୍ସି। କିନ୍ତୁ ପରିବାର ଲୋକଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ କିଛି ସଫଳ ନମିଳିବାରୁ,
ଗତକାଲି ଠାରୁ ଶୀତରେ ପ୍ରେମିକର ଘର ବାହାରେ ବୋହୂର ପରିଚୟ ପାଇବା ପାଇଁ ଧାରଣାରେ ବସି ରହିଛି ମିନାକ୍ସି। ଶେଷରେ ମିନାକ୍ସି ସଦର ଥାନାର ଆଶ୍ରୟ ନେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।