Movie prime

ପ୍ରେମିକାକୁ ନେଇ ଯାତ୍ରା ବୁଲିବାକୁ ଯାଇଥିଲା ଅଧା ବାଟରେ ମରିଗଲା ପ୍ରେମିକ ଦେଖନ୍ତୁ କଣ ହେଲା ଏମିତି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି ଅନେକ ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବା ସହ ଅନେକ ଅଞ୍ଚଳର ଖବର ଆପଣମାନେ ଜାଣିପାରିବେ ।
Special Report
ଏବେ ଏକ ଖବର ଆସିଛି ବଲାଙ୍ଗୀର ଜିଲ୍ଲାରୁ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଦେଦନଜୁଲ୍ଲା ଗାଁରେ ଏହି ଘଟଣା ଘଟିଛି । ଏହି ଗାଁର ଜଣେ ଯୁବକ ଯୁବତୀଙ୍କୁ ଭଲ ପାଉଥିଲେ ଆଉ ସେମାନେ ବୁଲିବାକୁ ଯାଇଥିଲେ । 
ଆଉ ସେହି ସମୟରେ ଘଟିଥିଲା କିଛି ଅଘଟଣ । ଏହି ଗାଁର ଯୁବକ ଲକ୍ଷାପତି ଗଡ଼ାଇ ପାଖ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଏହି ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ବୁଲେଇବାକୁ ନେଇଥାନ୍ତି ।
Special Report
ସେ ବୁଲେଇବାକୁ ନେଇଥାନ୍ତି ଆଉ ତାଙ୍କୁ ଅନେକ ଲୋକ ଦେଖିଥାନ୍ତି । ତାଙ୍କର ଅନେକ ଶତ୍ରୁ ମଧ୍ୟ ଥିଲେ । ଏବେ ଏହି ଯୁବକ ଜଣଙ୍କ ସହିତ କିଛି ଅଘଟଣ ଘଟି ଯାଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଘଟଣା କାହା ସହିତ ନ ଘଟୁ ।
ଏହି ଯୁବକ ଜଣକ ତାଙ୍କ ପ୍ରେମିକା ଜଣଙ୍କୁ ତାଙ୍କ ଗାଁ ପାଖରେ ହେଉଥିବା ଯାତ୍ରା ବୁଲେଇ ନେବାକୁ ଫୋନ କରିଥିଲେ । ଆଉ ଯୁବତୀ ଜଣକ ମଧ୍ୟ ଯାତ୍ରା ବୁଲିବାକୁ ହଁ କହିଥିଲେ ।
Special Report
ଏହାପରେ ଯୁବକ ଜଣକ ନିଜ ପ୍ରେମିକା ଜଣଙ୍କୁ ଗାଡ଼ି ପଛରେ ବସାଇ ଯାତ୍ରା ଦେଖିବାକୁ ନେଇଥିଲେ । କିନ୍ତୁ ଅଧା ରାସ୍ତାରେ ତାଙ୍କ ସହିତ ଏଭଳି ଘଟଣା ଘଟିବ ବୋଲି କିଏ ବା ଜାଣିଥିଲା । ଏହି ଯୁବକ ଜଣକ ଦୁର୍ଘଟଣାର ଶିକାର ହୋଇଥିଲେ । ଆଉ ତାଙ୍କର ସେଠାରେ ଜୀବନ ଚାଲି ଯାଇଥିଲା ।
ଏହି ଯୁବକ ଜଣକ ନିଜ ପ୍ରେମିକା ସହିତ ଅନେକ ସ୍ଥାନ ବୁଲିବାକୁ ଯାଇଥାନ୍ତି । ସୋମବାର ଦିନ ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିଲା ବୋଲି ଜଣାପଡିଛି । ତାଙ୍କ ବାଇକ୍ ଧକ୍କା ହେବା ପରେ ତାଙ୍କର ଚିକିତ୍ସା କରିବା ପାଇଁ ମେଡ଼ିକାଲକୁ ନିଆ ଯାଇଥିଲା । ଆଉ ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷପତିଙ୍କର ଦେହାନ୍ତ ହୋଇଥିଲା ।
କିନ୍ତୁ ପ୍ରେମିକା ଜଣଙ୍କର କିଛି ବି ହୋଇନାହିଁ । ଲକ୍ଷପତିଙ୍କ ଘରଲୋକେ ଅଭିଯୋଗ କରିଛନ୍ତି କି ଏହି ଲକ୍ଷପତି ଯୁବତୀ ଜଣଙ୍କୁ ଭଲ ପାଉଥିବାରୁ ତାଙ୍କୁ ମାରି ଦିଆଯାଇଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।