Movie prime

ପ୍ରେମିକା କୁ ଶେଷ କରି Facebook ରେ status ଦେଲା ଅଭିଯୁକ୍ତ ପ୍ରେମିକ, ପୁଣି ଜଣେ ଯୁବତୀ ଏମାନଙ୍କ ଶିକାର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଏକ ଘଟଣା ଦେଖିବାକୁ ମିଳିଛି କି ପ୍ରେମିକା ର ପେଟରେ ଛୁରୀ ଭୁଷି ହ-ତ୍ୟା କଲା ପ୍ରେମିକ। ଏହାପରେ ଏନେଇ ଫେସବୁକ୍ ରେ ପୋଷ୍ଟ ମଧ୍ଯ କରିଥିଲା। ଆଉ ପ୍ରେମିକା ମରି ସାରିବା ପରେ ନିଜ ପେଟରେ ମଧ୍ୟ ଛୁରୀ ଭୂଷିଥିଲା ପ୍ରେମିକ ଜଣକ।
ଆପଣ ମାନେ କିଛି ଦିନ ତଳେ ଶ୍ରଦ୍ଧା ହ-ତ୍ୟା-କାଣ୍ଡ ସମ୍ପର୍କ ରେ ବେଶ ଭଲ ଭାବରେ ଜାଣିଥିବେ ତାହା ଏବେ ପର୍ଯ୍ୟନ୍ତ ମଧ୍ଯ ମନରୁ ଲିଭି ଯାଇ ନାହିଁ ହେଲେ ଏବେ ଆଉ ଏକ ହ-ତ୍ୟା କାଣ୍ଡ ଏବେ ସାରା ଅଞ୍ଚଳ କୁ ଦୋହଲାଇ ଦେଇଛି।
ପୁରା ସମାନ ଢଙ୍ଗ ରେ ହୋଇଥିଲା ହ-ତ୍ୟା ସେଠି ମଧ୍ୟ ପ୍ରେମିକ ପ୍ରେମିକା କୁ ମାରିଥିଲା ଆଉ ଏହି ହ-ତ୍ୟା କାଣ୍ଡରେ ମଧ୍ୟ ପ୍ରେମିକ ନିଜ ପ୍ରେମିକା କୁ ମାରି ଦେଇଛି। ଏଭଳି ଏକ ନିର୍ମମ କାଣ୍ଡ ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରରେ।
ପ୍ରେମିକା ଜଣକ ନାମ ହେଉଛି ସୁମେଧା। ତାଙ୍କ ପ୍ରେମିକ ତାଙ୍କୁ ଛୁରୀ ଭୁଷି ହ-ତ୍ୟା କରିଛନ୍ତି। ଏବେ ଏହି ଘଟଣା ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମିକା କୁ ମାରିବା ପରେ ପ୍ରେମିକ ନିଜେ ମଧ୍ୟ ନିଜକୁ ସାରି ଦେବା ପାଇଁ ଉଦ୍ୟମ କରିଥିଲା।
ହେଲେ କୌଶଳ କ୍ରମେ ପ୍ରେମିକ ଜଣକ ବଞ୍ଚି ଯାଇଛନ୍ତି। ତେବେ ବୟ ଫ୍ରେଣ୍ଡ୍ ଙ୍କ ନାମ ଯୋହର୍ କଂହାଇ ବୋଲି ଜଣା ପଡିଛି। ସୁମେଧା ଏବଂ ଯୋହର ଉଭୟ ଜମ୍ମୁ କାଶ୍ମୀରର ବାସିନ୍ଦା ଅଟନ୍ତି।
ଉଭୟ ସେଠାକାର ଏକ କଲେଜ୍ ରେ ପାଠ ପଢୁଥିଲେ। ସୁମେଧା higher study ପାଇଁ ବାହାରେ ପାଠ ପଢ଼ିବାକୁ ଯାଇଥିଲେ। ଏହାପରେ ହୋଲି ରେ ସେ ଯୋହର ଙ୍କୁ ଦେଖା କରିବାକୁ ଆସିଥିଲେ
 ସେଠାରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣ ବଶତଃ ଝଗଡ଼ା ମଧ୍ୟ ହୋଇଥିଲା। ଯାହା ଫଳରେ କି ସୁମେଧ ଏଭଳି ପଦକ୍ଷେପ ନେଇଥିଲେ।