Movie prime

ପ୍ରେମିକ ସହ ବୋହୂ ର ଅନୈତିକ କାଣ୍ଡ ଦେଖି ଦେଲା ଶାଶୁ, ପରେ ଗାଁ ଲୋକ ଡାକି କରିଲା ବଡ଼ ହଙ୍ଗାମା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ପଦା ରେ ପଡିଛି ଘରର ବଡ଼ ବୋହୂର କଳା କାରନାମା। କାରଣ ଘରର ବୋହୁ ତାର ପ୍ରେମିକକୁ ଘରକୁ ଡାକୁଥିଲା।
Special report
ଘରେ ସମସ୍ତେ ସୋଇ ପଡ଼ିବା ପରେ ନିଜ ପ୍ରେମିକ ସହ ରାତିରେ ରାସଲୀଳା କରୁଥିଲା। ଆଉ ସକାଳ ହେଉ ହେଉ ଘର ଲୋକ ଉଠିବା ଆଗରୁ ଡିଆଁ ମାରି ପଳାଇ ଯାଉଥିଲା ପ୍ରେମିକ ଜଣକ। ହେଲେ ଶାଶୂ ଶଶୁର ଏସବୁ କିନ୍ତୁ ଜାଣି ଯାଇଥିଲେ।
ଆଉ ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏବଂ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ମହିଳା ଜଣକ ଏକ ଲାଲ ରଙ୍ଗର ଡ୍ରେସ ପିନ୍ଧି ଛିଡ଼ା ହୋଇଛନ୍ତି ସେ ହେଉଛନ୍ତି ଘରର ବଡ଼ ବୋହୂ।
ବୋହୂ ନିକଟରେ ମଧ୍ୟ ଏକ ସାର୍ଟ କୁ ଖୋଲି ଯୁବକ ବସିଛନ୍ତି ଯିଏକି ହେଉଛନ୍ତି ଏହି ବୋହୁ ଜଣକ ପ୍ରେମିକ। ଆଉ ଏହି ପ୍ରେମିକ ଜଣକ ମହିଳାଙ୍କ ନିକଟକୁ ଅଧ ରାତିରେ ଆସୁଥିଲେ।
Special report
ଏହାପରେ ସେ ମହିଳାଙ୍କ ସ୍ୱାମୀ ଙ୍କ ଜାଗା ମଧ୍ଯ ନିଜେ ନେଉଥିଲେ। ଏଭଳି ସ୍ଵାମୀ ନଥିବା ସମୟରେ ଏଭଳି ଅନେକ ଥର ଘରକୁ ଆସି ଯାଇଥିବା ପ୍ରେମିକ ଜଣକ ଆଜି କିନ୍ତୁ ଘର ଲୋକଙ୍କ ଆଗରେ ଧରା ପଡି ଯାଇଛି।
ପ୍ରେମିକ ଧରା ପଡି ଯିବା ପରେ ବୋହୂର ସବୁ କଳା କାରନାମା ମଧ୍ୟ ଧରା ପଡି ଯାଇଥିଲା। ଘରର ବଡ ବୋହୂ ହେବା ପରେ ସେ ଘରର ମାଲିକିଆଣି ସାଜି ଯାଇଥିଲା। ସେଥିପାଇଁ ସେ ଘରେ ଶାଶୂ ଶଶୁରଙ୍କୁ ମଧ୍ୟ ପଚାରୁ ନଥିଲା।
ସ୍ୱାମୀ ନଥିବା ସମୟରେ ମଧ୍ୟ ଘରକୁ ପ୍ରେମିକକୁ ଡ଼ାକି ଆଣୁ ଥିଲା। ଶାଶୁ ଶଶୁର କିନ୍ତୁ ଘରକୁ ଏହି ବୋହୂ କୁ ନିଜ ଘର ପାଇଁ ଲକ୍ଷ୍ମୀ ଭାବି ଆଣିଥିଲେ। ହେଲେ ଏବେ ସେହି ବୋହୂ ହିଁ ସେମାନଙ୍କ ମୁହଁରେ ଚୂନ କାଳି ବୋଳି ଦେଇଛି।
ଏବେ ଏହି ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ ମିଡ଼ିଆ ରେ ଏହି ସମ୍ପର୍କରେ ମଧ୍ଯ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ନିନ୍ଦା କରା ଯାଇଛି। ତେବେ ଆପଣ ଏହାକୁ ନେଇ କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.