Movie prime

ପ୍ରେମିକ ସହ ସମ୍ବନ୍ଧ ରଖିବା ପଡ଼ିଲା ମହଙ୍ଗା : ଅଶ୍ଳିଳ ଭିଡିଓ କରି ଫେସବୁକ୍ ରେ Viral କଲା ପ୍ରେମିକ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ସମାଜ ରେ ଅନେକ ନିନ୍ଦନୀୟ ଘଟଣା ମାନ ଘଟୁଛି।ପ୍ରେମ କରି ପରେ ଧୋକା ଦେବା ଏକ ନିତିଦିନିଆ ଖବର ହୋଇ ଗଲାଣି।ଆପଣ ମାନେ ଏଭଳି ଅନେକ ଖବର ଶୁଣୁ ଥିବେ।
ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାର ଦଶପଲ୍ଲା ଅଞ୍ଚଳ ରେ।ଏଠାରେ ଜଣେ ବ୍ୟକ୍ତି ପ୍ରେମ କରି ତାଙ୍କ ପ୍ରେମିକା ର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ କୁ ଭାଇରାଲ କରି ଦେଇଛନ୍ତି।
ସୂଚନା ଅନୁସାରେ ଦଶପଲ୍ଲା ଅଞ୍ଚଳ ର କୁହୁଣ୍ଡା ଗ୍ରାମ ର ଗଣେଶ ଦାସ କିଛି ଦିନ ତଳେ ଜଣେ ଝିଅ କୁ ପ୍ରେମ କରିଥିଲେ।ଉକ୍ତ ଝିଅ ଟି କଲେଜ୍ ଯିବା ବାଟ ରେ ଗଣେଶ ତାଙ୍କୁ ହଇରାଣ କରୁଥିଲେ।
Special report
ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଥିଲେ।ହେଲେ ଝିଅ ଟି ପ୍ରଥମେ ପ୍ରଥମେ ରାଜି ହୋଇ ନ ଥିଲା।କିଛି ଦିନ ଏପରି ହେବା ପରେ ଝିଅ ଟି ଗଣେଶ ଙ୍କ ପ୍ରେମ ରେ ପଡ଼ି ଯାଇଥିଲା।ସେ ଶେଷ ରେ ଗଣେଶ କୁ ହଁ କହିଥିଲା।
ଏହା ପରେ ପ୍ରତିଦିନ କଲେଜ୍ ଯିବା ବାଟ ରେ ସେ ଗଣେଶ ଙ୍କୁ ଦେଖା କରୁଥିଲା।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲା।ହେଲେ ଗଣେଶ ବହୁତ ଚାଲାକ୍ ଥିଲେ।ସେ ନିଜ ଫୋନ୍ ରେ ଯୁବତୀ ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ କରି ରଖିଥିଲେ।
ହଟାତ ଦିନେ ଯୁବତୀ ଙ୍କ ଘରେ ତାଙ୍କ ବାହାଘର ଖୋଜା ହେଲା।ଏହା ପରେ ତାଙ୍କ ଘରେ ମନା କରିଥିଲେ କି ସେ ଗଣେଶ ଙ୍କ ସହିତ ଆଉ ଦେଖା କରିବେ ନାହିଁ।ସେ ମଧ୍ୟ ଆଉ ଗଣେଶ ଙ୍କ ସହିତ ଦେଖା କରି ନ ଥିଲେ।
ଏହା ପରେ ଗଣେଶ ବହୁତ ରାଗି ଯାଇଥିଲେ।ଯୁବତୀ ଙ୍କ ର ସମସ୍ତ ଅନ୍ତରଙ୍ଗ ଭିଡିଓ କୁ ଭାଇ ରାଲ କରି ଦେଇଥିଲେ।ଏହା ପରେ ଯୁବତୀ ଓ ତାଙ୍କ ପରିବାର ଲୋକେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।ଗଣେଶ ଙ୍କୁ ଗିରଫ କରା ଯାଇ ଥାନା ରେ ରଖା ଯାଇଛି।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.