Movie prime

ପ୍ରେମିକା ସହ ଅନୈତିକ ଭାବରେ ରଖୁଥିଲା ଶାରୀରିକ ସଂପର୍କ, ଗୋଟେ ଭୁଲ୍ ଲାଗି ଘଟିଗଲା ଏତେ ବଡ ଭୁଲ୍...

 
Special Report
ନମସ୍କାର ପାଠକ ବନ୍ଧୁ।ଭଙ୍ଗା ଘରୁ ମିଳିଛି ଯୁବତୀ ଙ୍କ ମୃ-ତ ଦେହ।ପ୍ରେମିକ ସହିତ ଫେରାର ହୋଇ ଯାଇଥିବା ଯୁବତୀ ଙ୍କ ର ଦୁଇ ଦିନ ପରେ ମୃ-ତ ଦେହ ମିଳିଛି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।
Special Report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଯୋଡ଼ାଯାମ ଗ୍ରାମ ରେ।ଏଠାରେ ଜଣେ ଯୁବତୀ ଙ୍କୁ ମାରି ଦିଆ ଯାଇଛି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଗୋପାଳ ଚନ୍ଦ୍ର ମାଝୀ ଙ୍କ ଝିଅ ଧାନିଆ ମାଝୀ ଗତ କାଲି ନିଜ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ସେ ନିକଟସ୍ଥ ଗ୍ରାମ ର ଜଣେ ଯୁବକ ଙ୍କୁ ଅନେକ ଦିନ ଧରି ପ୍ରେମ କରୁଥିଲେ।
ହେଲେ ପରିବାର ଲୋକେ ଏହି ପ୍ରେମ କୁ ସମର୍ଥନ କରି ନ ଥିଲେ।ସେଥିପାଇଁ ସେ ନିଜ ଘରୁ ଚାଲି ଯାଇଥିଲେ। ଧାନିଆ ତା ପରଦିନ ସନ୍ଧ୍ୟାବେଳେ ନିଜ ବଡ ଭଉଣୀ କୁ ଫୋନ୍ କରିଥିଲେ।ଓ କହିଥିଲେ କି ସେ ନିଜ ପ୍ରେମିକ ସହିତ ପଳେଇ ଆସିଛନ୍ତି।
Special Report
ବଡ ଭଉଣୀ ତାଙ୍କ ପ୍ରେମିକ ସହିତ କଥା ହୋଇ ଥିଲେ।ସବୁ କିଛି ଠିକ୍ ଥିଲା।ଏହା ପରେ ବଡ ଭଉଣୀ ଧାନିଆ ଙ୍କୁ ଘରୁ ଫେରି ଆସିବାକୁ କହିଥିଲେ।ହେଲେ ସେଥିରେ ସେ ରାଜି ନ ଥିଲେ।
ସେ ଆଉ କେବେ ବି ଗାଁ କୁ ଫେରିବେ ନାହିଁ ବୋଲି କହିଥିଲେ।ବଡ ଭଉଣୀ ଧାନିଆ ଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ।ହେଲେ ସେ ରାଜି ନ ଥିଲେ।ନିଜ ଜିଦ୍ ଆଗରେ ସେ କାହାରି କଥା ଶୁଣି ନ ଥିଲେ।
ଏହା ପର ଦିନ ଧାନିଆ ଙ୍କ ମୃ-ତ ଦେହ ଭଙ୍ଗା ଘର ଭିତରୁ ମିଳି ଥିଲା। ରଶି ଲଗାଇ ସେ ତାଙ୍କୁ ଟ-ଙ୍ଗା-ଇ ଦିଆ ଯାଇଥିଲା।ଏବେ ସନ୍ଦେହ କରା ଯାଉଛି ଯେ ତାଙ୍କୁ କିଏ ମା-ରି ଟ-ଙ୍ଗା-ଇ ଦେଇଛି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ମହିଳା ଙ୍କ ମୃ-ତ୍ୟୁ ର କାରଣ କୁ ପୋଲିସ କେବେ ଖୋଜି ବାହାର କରୁଛି ଦେଖିବାକୁ ବାକି ରହିଲା।