Movie prime

ମୋ ସ୍ତ୍ରୀ ତା ପ୍ରେମିକ ସହ ଖଟ ତଳେ ଲଙ୍ଗଳା ହୋଇ ଶୋଇଥିଲା, ମୁ ଦେଖିଲି ବୋଲି କହୁଚି ତମେ ମୋ ଛୁଆ ର ବାପା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାତିରେ ସ୍ୱାମୀ ପାଖରେ ସ୍ତ୍ରୀ ସୋଇଥିଲା ମାତ୍ର ଅଧ ରାତିରେ ଦେଖିବା ବେଳକୁ ସ୍ତ୍ରୀ ପାଖରୁ ସ୍ୱାମୀ କେଉଁ ଆଡେ଼ ଗାଏବ ହୋଇ ଯାଇଥିଲା। ଆଉ ସ୍ଵାମୀ ଦେଖିବା ବେଳକୁ ସ୍ତ୍ରୀ ସଂପୂର୍ଣ୍ଣ ଭାବରେ ଉଲଗ୍ନ ହୋଇ ଶୋଇଥିଲା ଖଟ ତଳେ।
Special report
ଆଉ ସ୍ତ୍ରୀ ପାଖରେ ମଧ୍ୟ ସୋଇଥିଲା ତାର ପୁରୁଷ ବନ୍ଧୁ। ସ୍ତ୍ରୀ ର ସବୁ କଳା କାରନାମା ସ୍ୱାମୀ ଆଗରେ ଧରା ପଡି ଯାଇଥିଲା।
ସ୍ଵାମୀ ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲା।
ଆଉ ଏହାପରେ ଘରର ସବୁ କାମ ସାରି ମଧ୍ଯ ମହିଳା ଜଣକ ଘର ଭିତରକୁ ଶୋଇବା ପାଇଁ ଯାଇଥିଲେ। ହେଲେ ଅଧ ରାତିରେ ସୋଇ ଉଠି ଦେଖିଲା ବେଳକୁ ସ୍ଵାମୀ ପାଖରେ ସ୍ତ୍ରୀ ନଥିଲା। କବାଟ ମଧ୍ୟ ଭିତର ପଟୁ ବନ୍ଦ କରି ଦେଇଥିଲା।
ଆଉ ସ୍ତ୍ରୀ କୁଆଡେ ଗଲା ବୋଲି ବେଡ ରୁମ ଚାରିପଟେ ଖୋଜିଥିଲେ ସ୍ୱାମୀ। ଆଉ ଶେଷରେ ଖଟ ତଳକୁ ସ୍ଵାମୀ ଦେଖିଲା ବେଳକୁ ଯାହା କିଛି ଦେଖିଥିଲା ସ୍ଵାମୀ ନିଜର ଆଖି କୁ ମଧ୍ୟ ବିଶ୍ଵାସ କରି ପାରି ନଥିଲା।
Special report
ପ୍ରଥମେ ମଧ୍ୟ ସ୍ତ୍ରୀ ର ପରକ୍ରୀୟା ପ୍ରୀତି ଅଛି ବୋଲି ଜାଣି ଗାଆଁ ରେ ଏଥି ପାଇଁ ହିସାବ ନିକାଶ ମଧ୍ୟ ହୋଇଥିଲା। ମାତ୍ର ସ୍ତ୍ରୀ ଜଣକ ସୁଧୁରି ନଥିଲା। ପୁଣୀ ଥରେ ଡାକିଥିଲେ ଘର ଭିତରକୁ ଏକ ପର ପୁରୁଷ କୁ।
ସ୍ଵାମୀ ଦୀପକ ବାରିକ ଏବେ ଏଭଳି କିଛି କଥା କହିଛନ୍ତି। ସେ କହିଛନ୍ତି କି ତାଙ୍କର ଜୀବନ ପ୍ରତି ଏବେ ବିପଦ ଅଛି। କାରଣ ତାଙ୍କର ସ୍ତ୍ରୀ ଓ ପ୍ରେମିକ ଉଭୟ ତାଙ୍କୁ ମାରି ଦେବା ପାଇଁ ଚାହୁଁଛନ୍ତି। ଆଉ ସେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଏବଂ କହିଛନ୍ତି କି ସେ ତାଙ୍କର ସ୍ତ୍ରୀ ଙ୍କୁ ଛାଡପତ୍ର ଦେବା ସହତାଙ୍କୁ ନିଜ ପାଖରେ ରଖିବେନି ବୋଲି ଆସି ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ବାସୁଦେବ ପୁର ବଳିନଗର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି
ଆଉ ସ୍ଵାମୀ ଜଣକ ମଧ୍ୟ ଏନେଇ ନିଜେ ଅଭିଯୋଗ କରିଛନ୍ତି। ଖୁବ୍ ଶୀଘ୍ର ପୋଲିସ୍ ଏହି ଘଟଣା ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓ ଦୀପକ ଙ୍କୁ ମଧ୍ଯ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.