Movie prime

ସେ ମୋତେ ଦେହ ସୁଖ ଦେଲାନି, ରାଗ ରେ ମାରିଦେଲି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଭାବିବେ ଏଭଳି କାମ କିପରି କରି ପାରୁଛନ୍ତି ଲୋକମାନେ । ଏହି ଘଟଣା ଜ କେହିବି ଶୁଣିଲେ ମନରେ ଅନେକ କଥା ଭାବିବ ।
ଆଜିକା ଦୁନିଆରେ ଲୋକମାନେ ନିଜର ଦେହର କାମନା ପୂରଣ କରିବା ପାଇଁ ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଏହି ଘଟଣା ବିଶ୍ବାସ ହେଉ ନଥିଲେ ବି ସତ ଅଟେ ।
ଏହି ଘଟଣା ହେଉଛି, ସ୍ବାମୀ ଜଣକ ସ୍ତ୍ରୀର ତଣ୍ଟି ଉପରେ ଶାବଳ ରଖି ତାକୁ ଜୀବନରୁ ହ-ତ୍ୟା କରିଛି । ଆଉ ଏହି ହ-ତ୍ୟାର କାରଣ ଯେ କେହିବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ । ଏହି ହ-ତ୍ୟାର କାରଣ ହେଉଛି ଦେହର କାମନା । ସ୍ବାମୀ ଜଣକ ରାତିରେ ଶୋଇଥିଲେ । 
ରାତି ଅଧରେ ଉଠି ସ୍ତ୍ରୀକୁ ଶରୀର ସୁଖ ମାଗିଥିଲେ । କିନ୍ତୁ ସେହି ମହିଳା ଜଣକ ଘର କାମ କରି ହାଲିଆ ହୋଇ ଶୋଇ ପଡ଼ିଥିଲେ । ଆଉ ବାରମ୍ବାର ସ୍ବାମୀ ଜଣକ ଡାକିବା ପରେ ମଧ୍ୟ ସ୍ତ୍ରୀ ଉଠି ନଥିଲେ।
ସ୍ୱାମୀର କାମନା ଶକ୍ତି ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ତାପରେ ଯେତେବେଳେ ସ୍ବାମୀ ଜଣଙ୍କର କାମନା ଶକ୍ତି ଅଧିକ ହୋଇଗଲା ତାଙ୍କର ରାଗ ହୋଇଗଲା । ସେହି ସମୟରେ ସେ କେହି ନଥିବା ବେଳେ ଆଉ ସ୍ତ୍ରୀ ଶୋଇଥିବା ଅବସ୍ଥାରେ ତାର ତଣ୍ଟିକୁ ଶାବଳ ଦ୍ଵାରା ଚିପି ଦେଇ ମାରିଦେଲା । 
ଏହିଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନରେ ଥିବା ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ । ଏହି ବ୍ୟକ୍ତି ଜଣକର ନାମ ହେଉଛି ଅଜୟ ଓଝା ଆଉ ତାଙ୍କର ବୟସ ୬୫ ବର୍ଷ ।
ସ୍ତ୍ରୀ କମଳା ଓଝାଙ୍କ ବୟସ ୬୦ ବର୍ଷ । ହ-ତ୍ୟାର ପ୍ରକୃତ କାରଣ ଜଣାପଡି ନାହିଁ । କିନ୍ତୁ କିଛି ମାସ ପୂର୍ବରୁ ଅଜୟ ଓଝାଙ୍କ ମାନସିକ ଅବସ୍ଥା ଖରାପ୍ ବୋଲି କୁହାଯାଉଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।ଆଉ ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।