Movie prime

ପରିବାର ଲୋକ ଙ୍କ ଅଭିଯୋଗ କ୍ରମେ ମାମଲା ହେଲା ରୁଜୁ ! Dj azex ର ପ୍ରେମିକା ଖୁବ୍ ଶୀଘ୍ର ହେଇପାରେ ଗିରଫ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି DJ ଆଜେକ୍ସ ଙ୍କ ଆ-ତ୍ମ-ହ-ତ୍ୟା ଏବେ ଚାରିଆଡ଼େ ଚହଳ ସୃଷ୍ଟି କରିଛି। ଭୁବନେଶ୍ୱର ସ୍ଥିତ ତାଙ୍କ ବାସ ଭବନରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃ-ତ ଦେହ କୁ ଉଦ୍ଧାର କରାଯାଇଛି।
ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ଏହି ଘଟଣା ପଛରେ ଥିବା ପ୍ରକୃତ ରହସ୍ୟ କଣ ତାହା ଜଣା ପଡି ନାହିଁ। ଏହା କୁହା ଯାଉଛି କି ତାଙ୍କର ଏଭଳି ପଦକ୍ଷେପ କେବଳ ତ୍ରିକୋଣିୟ ପ୍ରେମ କାହାଣୀ କୁ ନେଇ ହୋଇଛି।
ଅଜ୍ଞା ହଁ DJ ଆଜେକ୍ସ ଓରଫ ଅକ୍ଷୟ ମହାରଣା , ତାଙ୍କର ଏକ ଗର୍ଲ ଫ୍ରେଣ୍ଡ୍ ଥିଲା ଯାହାର ନାମ ହେଉଛି ଜିଜ୍ଞାସା। ଏବେ DJ ଆଜେକ୍ସ ଙ୍କ ଆ-ତ୍ମ-ହ-ତ୍ୟା ପରେ ଜିଜ୍ଞାସା ଖୁବ ଚର୍ଚ୍ଚାରେ ଅଛନ୍ତି। କାରଣ ଜିଜ୍ଞାସା ଙ୍କ ଏକ ପୁରୁଷ ବନ୍ଧୁ ମଧ୍ୟ ଥିଲା ଯାହା ସହ ତାଙ୍କର ଘନିଷ୍ଟ ସମ୍ପର୍କ ମଧ୍ୟ ଥିଲା।
ଏହା କୁହା ଯାଉଛି କି ସେହି ପୁରୁଷ ବନ୍ଧୁ ଜଣକ DJ ଆଜେକ୍ସ ଙ୍କୁ ଧମକ ପୂର୍ଣ୍ଣ ମେସେଜ କରିଥିଲେ। ସେ କହୁଥିଲେ କି ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଠାରୁ ଦୁରେଇ ଯିବା ପାଇଁ ନଚେତ୍ ସେ ତାଙ୍କର ଭିଡିଓ ଭାଇରାଲ୍ କରିଦେବେ।
ଏହି ମେସେଜ ପରେ ହିଁ ସେ ଦୁନିଆ ଛାଡ଼ି ଚାଲି ଯିବା ପାଇଁ ଶେଷରେ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏହାକୁ ନେଇ DJ ଆଜେକ୍ସ ଙ୍କ ମାମୁଁ ଅଭିଯୋଗ କରିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କୁ DJ ଆଜେକ୍ସ ଙ୍କ ଧୁନ ରେ
ସାରା ଯୁବପିଢୀ ମାନେ ମଧ୍ୟ ମତୁଆଲା ଥିଲେ। ଆଉ ଆଜେକ୍ସ ମଧ୍ୟ ଜଣେ ହାଇଟେକ୍ ମେଡିକାଲ ପଢୁଆ ଝିଅ ପ୍ରେମରେ ପାଗଳ ଥିଲେ। ତାଙ୍କୁ ସେ ତାଙ୍କର ମନ ପ୍ରାଣ ଦେଇ ମଧ୍ୟ ଭଲ ପାଉଥିଲେ।
ଏବଂ DJ ଆଜେକ୍ସ ଙ୍କ ସବୁ ଶୋ କୁ ତାଙ୍କ ପ୍ରେମିକା ମଧ୍ୟ ଥିଲେ VIP ଗେଷ୍ଟ।DJ ଆଜେକ୍ସ ଗୀତ ବଜାଉ ଥିବା ବେଳେ ତାଙ୍କ ପ୍ରେମିକା ମତୁଆଲା ହୋଇ ତଳେ ମଧ୍ୟ ନାଚୁ ଥିଲେ।
ହେଲେ ଏବେ ଆଉ DJ ଆଜେକ୍ସ ଙ୍କ ଧୂନ୍ ଶୁଣିବାକୁ ମିଳିବନି କାରଣ ସେ ତାଙ୍କର ପ୍ରେମିକା ପାଇଁ ସବୁ ଦିନ ପାଇଁ ମଧ୍ୟ ଆଖି ବୁଜି ଦେଇଛନ୍ତି। ତେବେ ଏହି ଘଟଣାରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.