Movie prime

ପ୍ରିୟଙ୍କା ଙ୍କୁ ବାହା ହେଇ ପ୍ରତିଦିନ କାନ୍ଦୁଛନ୍ତି ନିକ୍, ମୁଁ ଜାଣି ନ ଥିଲି ସେ ଝିଅ ଏତେ ଖରାପ, ରାତି ରେ ଟିକେ ଶୁଆଇ ଦେଉନି...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା। ତାଙ୍କ ସମ୍ପର୍କରେ ପ୍ରାୟତଃ ସମୟରେ ଖୁବ୍ ଚର୍ଚ୍ଚା ହୋଇଥାଏ।
Special report
ସେ ତାଙ୍କର ଫିଲ୍ମ୍ ହେଉ ଅବା ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଖୁବ ଚର୍ଚ୍ଚାରେ ରହି ଥାଆନ୍ତି। ଏବେ ମଧ୍ୟ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଏଭଳି ଏକ ଖବର ଏବେ ସାମ୍ନା କୁ ଆସିଛି।
କୁହା ଯାଉଛି କି ପ୍ରିୟଙ୍କା ଙ୍କୁ ବିବାହ ପରେ ଏବେ ତାଙ୍କର ସ୍ୱାମୀ ଅନୁତାପ କରୁଛନ୍ତି। ଭାଇରାଲ ହେବାରେ ଲାଗିଛି ଆମେରିକୀୟ ସିଙ୍ଗର ଙ୍କ ବୟାନ। ନିକ ଙ୍କ ବିବାହରେ ସାଢେ଼ ତିନି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ତାଙ୍କର ବିବାହକୁ ପାଞ୍ଚ ବର୍ଷ ପୂରା ହୋଇ ସାରିଲାଣି। ଡିସେମ୍ବର ୨୦୧୮ ରେ ଦୁହେଁ ବିବାହ କରିଥିଲେ। ତାଙ୍କର ଏହି ବିବାହ ଏକ ଗ୍ରାଣ୍ଡ ୱେଡିଂ ଥିଲା। ସେମାନେ ଯୋଧପୁର୍ ରେ ଏକ ପ୍ରସାଦ ବୁକ୍ କରିଥିଲେ।
Special report
ହେଲେ ବର୍ତ୍ତମାନ୍ ନିକ ଯୋନାସ ତାଙ୍କର ଏହି ବିବାହ କୁ ନେଇ ଖୁବ୍ ଅନୁତାପ କରୁଛନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାର ରେ ସେ ତାଙ୍କର ବିବାହ ସମ୍ପର୍କରେ କହିଥିଲେ।
ତାଙ୍କୁ ଲାଏ ଡିଟେକ୍ଟର ରେ ଅନେକ କଥା ପଚରା ଯାଇଥିଲା ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ତୁମେ ତୁମର ବିବାହକୁ ନେଇ କେଉଁ କଥାରେ ଅନୁତାପ କରୁଛ? ତୁମେ ଅନୁଭବ କରୁଥିଲ କି ବର୍ତ୍ତମାନ୍ ତୁମେ ତୁମର ବିବାହକୁ ସମାପ୍ତ କରିଛ ବର୍ତ୍ତମାନ୍ ନିକ୍ ଙ୍କ ଏହି ଉତ୍ତର ପାଇଁ,
ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ହେବାରେ ଲାଗିଛି କି ନିକ୍ ତାଙ୍କର ବିବାହ ବିଲ୍ କୁ ନେଇ ଅନୁତାପ କରିଛନ୍ତି। ସୁଚନା ମୁତାବକ ନିକ୍ ଏବଂ ପ୍ରିୟଙ୍କା ଘର ସମ୍ପର୍କରେ କୋର୍ଟ ରେ ଏକ ମାମଲା ଦାୟର କରିଥିଲେ।
ସେ ରିପୋର୍ଟ ରେ ଲେଖିଥିଲେ କି ସେହି ବଙ୍ଗଳା କୁ ସେମାନେ ୨୦୧୯ ରେ ୧୬୫ କୋଟି ଟଙ୍କାରେ କିଣି ଛନ୍ତି ବୋଲି। ହେଲେ ଘରେ ବର୍ଷ ଦିନେ ଆଦ୍ରତା ବଢ଼ିବାରେ ଲାଗିଥିଲା। ଏହାପରେ ସେ ଘର ବିକ୍ରି କରିଥିବା ଦଲାଲ ଙ୍କ ନାମରେ ଅଭିଯୋଗ କରିଥିଲେ।