Movie prime

ପୁଅ ବାହାଘରରେ ଖୁସିରେ ନାଚିଲେ ଅଭିନେତ୍ରୀ ନମିତା ଅଗ୍ରୱାଲ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ - VIRAl VIDEO

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତର ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି ।
Special Report
ଆପଣମାନେ ଅନେକ କଣ୍ଠଶିଳ୍ପୀଙ୍କ ବିଷୟରେ ମଧ୍ୟ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ lଜଗତର ମହାନ୍ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ଜାଣିଥିବେ ।
ଏହି କଣ୍ଠଶିଳ୍ପୀ ଜଣକ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଭଜନ ଗୀତ ଗାଇଥାନ୍ତି ଏହାସହ ସେ ଆଧୁନିକ ଗୀତ ମଧ୍ୟ ଗାଇଥାନ୍ତି । ଏବେ ତାଙ୍କ ବିଷୟରେ ଏବଂ ତାଙ୍କ ପରିବାର ବିଷୟରେ ଆସିଥିବା ଖବର ଆପଣମାନେ ପାଇପାରିବେ ।
Special Report
ଆପଣମାନେ ସମସ୍ତେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କ ବିବାହ ହେବାକୁ ଯାଉଥିବା ଖବର ତ ପାଇଥିବେ । ଏବେ ତାଙ୍କ ବିବାହକୁ ନେଇ କିଛି ଖବର ଆସିଛି ।
ନମିତା ଅଗ୍ରୱାଲଙ୍କ ବଡ ପୁଅ ହେଉଛନ୍ତି ସିଦ୍ଧାର୍ଥ ଅଗ୍ରୱାଲ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ତାଙ୍କ ପୁଅଙ୍କ ବାହାଘର ଦେଖିପାରିବେ । କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଏବଂ ସିତାରାମ ଅଗ୍ରୱାଲଙ୍କ ବଡ ପୁଅ ସିଦ୍ଧାର୍ଥର ବାହାଘର ସରି ଯାଇଛି ।
Special Report
ଆଉ ଏହି ବାହାଘରର କିଛି ଦୃଶ୍ୟ ଆପଣମାନେ ଏହି ଭିଡିଓ ଦ୍ଵାରା ପାଇପାରିବେ । ଆପଣମାନେ ସମସ୍ତେ ତ ଓଲିଉଡ ଅଭିନେତ୍ରୀ ତମନ୍ନାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପୁଅଙ୍କୁ ବିବାହ କରିଛନ୍ତି ।
ପୁଅର ବିବାହକୁ ନେଇ ମାଆ ନମିତା ଅଗ୍ରୱାଲ ଏବଂ ବାପା ସିତାରାମ ଅଗ୍ରୱାଲ ବହୁତ ଖୁସି ଅଛନ୍ତି । ସିଦ୍ଧାର୍ଥ ଏବଂ ତମନ୍ନାଙ୍କ ହଳଦୀ ଆଉ ସଙ୍ଗୀତ ସେରେମୋନି ମଧ୍ୟ ବହୁତ ବଡ ଆକାରରେ ଆୟୋଜିତ ହୋଇଥିଲା ।
ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି ସିଦ୍ଧାର୍ଥ ଏବଂ ତମନ୍ନା । ଆଉ ତାଙ୍କର ବିବାହରେ ଅନେକ କଳାକାରମାନେ ଯୋଗ ଦେଇଥିଲେ । ଅଭିନେତା ଆଉ ଅଭିନେତ୍ରୀ ଯୋଗ ଦେଇ ଖୁସି ହୋଇଥିଲେ ।