Movie prime

ପୁଅ ଭଳିଆ ଥିଲେ, ହେଲେ ଅଚାନକ ମରି କେମିତି ଗଲେ... ଦେଖନ୍ତୁ କେତେ କଷ୍ଟ ରେ ଚାଲିଗଲା ଜୀବନ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାର ବର୍ଷ ହେଲା ପୁଅ ଭଳି ଥିଲେ ହେଲେ ଏବେ ମୃ-ତ-ଦେହ ଉଦ୍ଧାର ହେଲା। ଏବେ ଏହା ଚର୍ଚ୍ଚା ହେବାରେ ଲାଗିଛି କି ସେ ଛାତ ଉପରୁ ଖସି ପଡିଲେ ନା ତାଙ୍କୁ ପଛରୁ କିଏ ଧକ୍କା ମାରି ଠେଲି ଦେଲା?
Special report
ହ-ତ୍ୟା କରି ମୃ-ତ ଦେହ କୁ କେହି ଫିଙ୍ଗି ଦେଇ ନାହାଁନ୍ତି ତ? ଏନେଇ ଏବେ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ହିଁ ଏହା ପଛରେ ଥିବା ପ୍ରକୃତ କାରଣ ଜଣା ପଡ଼ିବ।
ନିଜ ଘର ଛାଡ଼ି ବାର ବର୍ଷ ହେବ ପର ଘରେ ରହି ଆସୁଥିଲେ ଯୁବକ। ଏବେ ହ-ତ୍ୟା ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ। ଭୁବନେଶ୍ୱର , ଭରତପୁର ରୁ ଯୁବକ ଙ୍କ ମୃ-ତ ଦେହ ଉଦ୍ଧାର ହେଲା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ଭୁବନେଶ୍ୱର ରାଜୀବ ନଗର ରେ ଜଣକ ଘରେ ଦୀର୍ଘଦିନ ହେବ ସେ ରହି ଆସୁଥିଲେ। ଘର ମାଲିକ ଙ୍କ ମୃ-ତ୍ୟୁ ପରେ ସବୁ କିଛି ସେ ବୁଝାବୁଝି ମଧ୍ୟ କରୁଥିଲେ।
Special report
ପରିବାର ଲୋକ ମାନେ ମଧ୍ଯ ତାଙ୍କୁ ପୁଅ ଭଳି ହିଁ ସ୍ନେହ ଶ୍ରଦ୍ଧା କରୁଥିଲେ। ହେଲେ ସବୁକିଛି ଠିକ ଠାକ୍ ଚାଲୁଥିବା ବେଳେ ହଠାତ୍ ତାଙ୍କର ଘର ଠାରୁ କିଛି ଦୂରରେ ହିଁ ସନ୍ତୋଷ ପ୍ରଧାନ ଙ୍କ ମୃ-ତ ଦେହ ଉଦ୍ଧାର କରାଯାଇ ଥିଲା।
ସନ୍ତୋଷ ଙ୍କ ସହ କିଏ କାହିଁକି ଏଭଳି କଲା ତାହା ଏବେ କାହାକୁ ହେଲେ ମଧ୍ୟ ଜଣା ନାହିଁ। ସନ୍ତୋଷ ଙ୍କ ଦାଦା ଏବେ ସଂପୃକ୍ତ ପରିବାର ଲୋକଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଜମି ଜମା ବିବାଦ କୁ ନେଇ ଏଭଳି କାଣ୍ଡ ଘଟାଇଥିବା କହିଛନ୍ତି।
ଏହି ଅଭିଯୋଗ ସବୁ କୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଘର ମାଲିକ ଙ୍କ ଝିଅ। ସେ କହିଥିଲେ କି ସନ୍ତୋଷ ତାଙ୍କ ଘରେ ପୁଅ ଭଳି ହିଁ ରହୁଥିଲେ। ସେ ତାଙ୍କର ସମସ୍ତ ଭଲ ମନ୍ଦ କଥା ମଧ୍ୟ ହୁଝୁ ଥିଲେ। ହେଲେ ସେମାନେ ତାଙ୍କର ମୃ-ତ୍ୟୁ ନେଇ ଅଚାନକ ହିଁ ଖବର ପାଇଥିଲେ।
ଏବେ ଏହି ଘଟଣା ଉପରେ ପୋଲିସ ର ନଜର ରହିଛି ପୋଲିସ ଏବେ ଏହି ଘଟଣାର ତଦନ୍ତ କରିବାରେ ଲାଗି ପଡିଛି ତେବେ ଏହି ଘଟଣା କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।