Movie prime

ଭଗବାନ୍ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ ଏମିତି ଦୁଃଖ ସମୟରେ ମୁଁହ ଖୋଲିଲେ ଅଭିନେତା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାଁନ୍ତି। ସେଥିପାଇଁ ଏବେ ସାରା ଓଡ଼ିଶାବାସୀ ଅନେକ ଦୁଃଖ ପ୍ରକାଶ କରୁଥିବା ବେଳେ ଦୁଃଖରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି।
ଓଲିଉଡ ଇଣ୍ଡଷ୍ଟ୍ରି ରୁ ମଧ୍ଯ ଏକ ତାରକା ଲିଭି ଯାଇଛି। ସେ ଛାଡ଼ି ଯାଇଥିବା ଛାପ କୁ ମଧ୍ୟ କେହି ହେଲେ ଲିଭେଇ ପାରିବେ ନାହିଁ। ଓଲିଉଡ ଜଗତରେ ତାଙ୍କର ଅଭିନୟ ଅତୁଳନୀୟ ଅଟେ।
ତାଙ୍କ ଭଳି ଆଉ କେହି ହେଲେ ମଧ୍ୟ ଅଭିନୟ କରି ପାରିବେ ନାହିଁ। ସେ ସର୍ବଦା ମିହିର ଦାସ ଙ୍କ ଭଳି ହେବା ପାଇଁ ଚାହୁଁ ଥିଲେ। ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ଯ କରୁଥିଲେ।
ଆଉ ଅନେକ ଦିନ ପର୍ଯ୍ୟନ୍ତ ସେ ଓଲିଉଡ ଇଣ୍ଡଷ୍ଟ୍ରି ସହ ଜଡ଼ିତ ମଧ୍ୟ ରହି ଥାଆନ୍ତେ। ହେଲେ ସେ ଅକାଳରେ ବାହୁଡ଼ି ଗଲେ। ମାତ୍ର ୪୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଯାହାକୁ କି କେହି ବିଶ୍ବାସ ମଧ୍ୟ କରି ପାରୁ ନାହାଁନ୍ତି। ଆଜି ତାଙ୍କର ଶେଷକୃତ୍ୟ ହେବ।
ଏହି ଶେଷକୃତ୍ୟ ପୁରୀ ରେ ହେବ। ଜଣେ ବରିଷ୍ଠ କଳାକାର କହିଛନ୍ତି କି ପିଣ୍ଟୁ ନନ୍ଦ ଙ୍କ ପୁଅଙ୍କ ଏବେ ପରୀକ୍ଷା ଚାଲିଛି ଆଉ ତା ବାପା ଏବେ ଶ୍ମଶାନ କୁ ଯାଉଛନ୍ତି।
ତେବେ ଆପଣ ମାନେ ଜାଣି ପାରୁଥିବେ କି ୟାଠୁ ବଡ଼ ଦୁଃଖଦ ଖବର କଣ ହୋଇ ପାରେ। ଯେଉଁ ସମୟରେ ପୁଅ ପାଖରେ ରହି ବାପା ତାଙ୍କୁ ପ୍ରୋତ୍ସାହନ ଦେବା କଥା ସେହି ସମୟରେ ତାଙ୍କ ବାପା ସବୁ ଦିନ ପାଇଁ ତାଙ୍କୁ ଛାଡି ଚାଲି ଯାଉଛନ୍ତି।
ତେବେ ଆପଣ ମାନେ ଜାଣି ପାରୁଥିବେ କି ସେହି ପିଲା ମାନଙ୍କ ଉପରେ ଏବେ କଣ ବିତୁ ଥିବ। ଭଗବାନ ଏଭଳି ଦୃଶ୍ୟ କେଉଁ ପିଲା ଙ୍କୁ ମଧ୍ୟ ନଦେଖାନ୍ତୁ।
ଖୁବ ଛୋଟ ବୟସରୁ ସେମାନେ ତାଙ୍କ ବାପା ଙ୍କୁ ହରାଇ ବସିଲେ। ଆମର ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କି ତାଙ୍କ ପରିବାର କୁ ସହାୟ ହେବା ସହ ପିଣ୍ଟୁ ନନ୍ଦ ଙ୍କ ଅମର ଆତ୍ମା କୁ ସତ୍ ଗତି ପ୍ରଦାନ କରନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.