ପୁଅକୁ ଟିଉସନରୁ ଆଣୁଥିବା ବେଳେ ଭୟଙ୍କର କାଣ୍ଡ ଦେଖନ୍ତୁ ରାସ୍ତା ମଝିରେ ଦିଅର ଭାଉଜ ହେଲେ ଏମିତି
Sep 13, 2023, 17:25 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏଭଳି କିଛି ଖବର ଦେଖିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ ।

ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଆପଣମାନେ ଏବେ ଜାଣିପାରିବେ । ଏହି ଖବର ଆସିଛି ପୁରୀ ଜିଲ୍ଲାରୁ । ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କଣ୍ଟାବଣିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ଯାହା ଆପଣମାନେ ଏବେ ଦେଖିପାରିବେ ।
ବିଚ୍ ରାସ୍ତା ଉପରେ ଏହି ଘଟଣା ଘଟିଛି । ଏହି ଘଟଣା ହେଉଛି କି ମହିଳା ଜଣକ ନିଜ ପେଟ ପୋଷିବା ପାଇଁ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । କିନ୍ତୁ ଦିନ ଦ୍ୱିପ୍ରହର ସମୟରେ ଏହି ମହିଳାଙ୍କ ଉପରେ ଆକ୍ରମଣ ହେଉଛି

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଜଣେ ବ୍ୟକ୍ତି ଏହି ମହିଳା ମାନଙ୍କୁ ହେଲମେଟରେ ବିଚ୍ ରାସ୍ତା ଉପରେ ମାରୁଥିବାର ନଜର ଆସିଛନ୍ତି । ଏହି ବ୍ୟକ୍ତି ଜଣକ ହିସାବରେ ତାଙ୍କର ସମ୍ପର୍କୀୟ ଦିଅର ହେବେ ।
ଭାଉଜ ପେଟ୍ରୋଲ ପମ୍ପରେ କାମ କରୁଛି ବୋଲି ଦିଅର ଜଣକ ତାଙ୍କୁ ବିଚ୍ ରାସ୍ତା ଉପରେ ମାଡ ମାରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଯୁବକ ଜଣକ ନିଜର ମରଦପଣିଆ ସେହି ମହିଳାଙ୍କ ଉପରେ ଦେଖାଉଛନ୍ତି ।

ବିନା କାରଣରେ ମହିଳାଙ୍କୁ ମାଡ ମାରୁଛନ୍ତି । ନିଜ ହେଲମେଟ ଦ୍ଵାରା ଏହି ମହିଳା ଜଣଙ୍କୁ ସେ ଆକ୍ରମଣ କରୁଛନ୍ତି । ଏହି ମହିଳା ଜଣକ ଏହି ବିଷୟରେ କହିଛନ୍ତି ସବୁ କଥା । ସେ କହିଛନ୍ତି ପୂର୍ବରୁ କିଛି ଶତ୍ରୁତା ନଥିଲା । ଆଉ ସେ ପେଟ ପୋଷିବା ପାଇଁ ପେଟ୍ରୋଲ ପମ୍ପରେ କାମ କରନ୍ତି ।

ପେଟ୍ରୋଲ ପମ୍ପରେ କାମ କରିବାକୁ ଏହି ଦିଅର ଅଜୟ ଭୋଇ ମନା କରିଥିଲେ । କିନ୍ତୁ ମହିଳା ଜଣକ ନିଜ ପେଟ ପୋଷିବାକୁ ଏଭଳି କାମ କରୁଛନ୍ତି । ପେଟ୍ରୋଲ ପମ୍ପରେ କାମ କରିବାରୁ ଏହି ଦିଅର ଜଣକ ଭାଉଜଙ୍କୁ ବିଚ୍ ରାସ୍ତାରେ ମାଡ ମାରିଛନ୍ତି । ଘରର ବୋହୂ ହୋଇ ପେଟ୍ରୋଲ ପମ୍ପରେ କାମ କରିବା ଠିକ୍ ନୁହେଁ ବୋଲି ଏହି ଦିଅର ଜଣକ କହିଥିଲେ ।
କିନ୍ତୁ ମହିଳା ଜଣକ ନିଜ ପେଟ ପୋଷିବା ପାଇଁ ଅନ୍ୟ କୌଣସି ଭୁଲ ରାସ୍ତା ତ ଆପଣାଇ ନାହାଁନ୍ତି ସେ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଆଉ ଏହି ବିରୋଧରେ ଯାଇ ଏଭଳି କରିଛନ୍ତି ଦିଅର ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।