Movie prime

ଆସିଲା ପ୍ରବଳ ବର୍ଷା ସୂଚନା ଦେଖନ୍ତୁ ପାଣିରେ ବୁଡିବ ଏହିସବୁ ଜିଲ୍ଲା....

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ପାଣିପାଗ ବିଷୟରେ ଜାଣିପାରିବେ ।
Special report
ଲଘୁଚାପ ଜନିତ ବର୍ଷା ତ ରାଜ୍ୟର ସବୁ ଜିଲ୍ଲାରେ ହେଉଥିବ । ସବୁ ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ହେଉଥିବାର ସୂଚନା ପାଣିପାଗ ବିଭାଗ ଦେଇଥିଲା । ଆଉ ଏହି ଖବର ଏବେ ସମସ୍ତଙ୍କୁ ଜଣା ଅଛି । ଏବେ ଏହି ପାଣିପାଗକୁ ନେଇ ଆଉ କିଛି ଖବର ଆସିଛି । 
ମାଡ଼ି ଆସୁଛି ବଡ ବର୍ଷା । ପୁରା ଓଡ଼ିଶା ବୁଡି ଯାଇପାରେ ଏହି ବର୍ଷାରେ । ଘର ଉପରେ ଛାତିଏ ଉଚ୍ଚର ଲହରୀ ଭାଙ୍ଗିବ ପାଣି । ଆଉ ପାଣିରେ ଉବୁଟୁବୁ ହେବେ ପୁରା ଓଡ଼ିଶାବାସୀ । ଏହି ସମୟ ବହୁତ ଶୀଘ୍ର ପାଖେଇ ଆସିଲାଣି । ଆସନ୍ତା ୨୪ ଘଣ୍ଟା ଭିତରେ ଏହିଭଳି ବର୍ଷା ହେବ ଆଉ ସାରା ରାଜ୍ୟ ବୁଡି ଯିବ ବୋଲି ଖବର ଆସୁଛି ।
Special report
ପ୍ରବଳ ବର୍ଷା ସାଙ୍ଗରେ ଘଡଘଡି ହେବ ବୋଲି ସୂଚନା ମିଳିଛି । ଆଉ ବହୁତ ପରିମାଣରେ କ୍ଷତି ହେବ ବୋଲି ଖବର ଆସୁଛି । ତୁହା କୁ ତୁହା ବର୍ଷା ହେବା ସହ ପବନ ମାଡ଼ି ଆସିବ । ଦିନ ଦ୍ବିପହର ସମୟରେ ଏହି ବର୍ଷାର ପରିମାଣ ଅଧିକ ହେବ । 
ଆଉ ଚାରିଆଡ଼େ ଅନ୍ଧାର ହୋଇଯିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଖବର ଆସିଛି । ଏହି ସମୟରେ ଯାତାୟାତ କରିବାକୁ ବାରଣ କରାଯାଇଛି । ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Special report
ଲଗାତାର ଦୁଇଦିନ ବର୍ଷା ହେବା ଫଳରେ ଅନେକ ବର୍ଷା ହୋଇଛି । ଆଉ ରାସ୍ତାରେ ବର୍ଷା ପାଣି ଚାଲୁଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ହେଉଛି ।ଆଉ ଏହି ବର୍ଷାର ପରିମାଣ ଆଗକୁ ବଢିପାରେ । ଭୁବନେଶ୍ୱର ଆଉ କଟକ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ଯୋଗୁଁ ଲୋକମାନେ ଅନେକ କ୍ଷୟକ୍ଷତି ସହୁଛନ୍ତି । 
ଆଗକୁ ବର୍ଷା ହେବ ଆଉ ଏଥିପାଇଁ ୧୦ ଜିଲ୍ଲାକୁ ହାଇ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସୋନପୁର,ସମ୍ବଲପୁର, ନବରଙ୍ଗପୁର, ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ବର୍ଷା ଲାଗି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜି ଅଧିକ ଘନୀଭୂତ ହେବ ଏହି ସକ୍ରିୟ ଲଘୁଚାପ । ଆସନ୍ତା ୧୬ ତାରିଖ ଯାଏଁ ବର୍ଷା ହେବ ବୋଲି ସମ୍ଭାବନା ରହିଛି । ସମସ୍ତେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।