Movie prime

ଯଦି ଆପଣ ଙ୍କ ପାଖରେ ଅଛି ଏହି ପୁରୁଣା ନୋଟ୍ ତାହାଲେ ଆପଣ ବି ଶୀଘ୍ର ହୋଇଯିବେ କୋଟିପତି

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଭାରତ ରେ ପୁରୁଣା କଏନ ର ମୂଲ୍ୟ ଖୁବ୍ ଅଧିକ।ଲୋକ ମାନେ ପୁରୁଣା କଏନ ବିକ୍ରୀ କରି କୋଟି କୋଟି ଟଙ୍କା ର ମାଲିକ ହେଉଛନ୍ତି।ଭାରତ ରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ଏପରି ସବୁ କରୁଛନ୍ତି।କିଛି ଲୋକ ଗରିବ ଲୋକ ମାନଙ୍କୁ ଠକି ତାଙ୍କ ପାଖ ରୁ କଏନ ନେଇ ଯାଉଛନ୍ତି।
Special report
ଏହା ପରେ ତାକୁ ବଜାର ରେ ନେଇ ବିକ୍ରୀ କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି।ଏହି ପୁରୁଣା କଏନ ଘରେ ରଖିବା ଭଲ।କିନ୍ତୁ ଅତ୍ୟାଧିକ ମାତ୍ରା ରେ ରଖିବା ମଧ୍ୟ ବିପଦ।ଆଜି ଆମେ ସେ ପୁରୁଣା କଏନ ବିଷୟ ରେ କହିବାକୁ ଯାଉଛୁ।ଏହି କଥା ଟି କେତେଦୂର ସତ କେତେଦୂର ମିଛ ଆପଣ ଏହି ମାଧ୍ୟମ ରେ ଜାଣି ପାରିବେ।
ସୂଚନା ଅଧିକାର ଲକ୍ଷ ଲକ୍ଷ ଟଙ୍କା ର ପୁରୁଣା କଏନ ରଖିଥିବା ବ୍ୟକ୍ତି ଙ୍କୁ ଭାରତ ରେ ଜେଲ ଦଣ୍ଡ ର ବ୍ୟବସ୍ଥା ରହିଛି।ଏପରି ଏତେ ଟଙ୍କା ରଖିବା ବିପଦ।ଅଳ୍ପ କିଛି ପରିମାଣ ରେ ଏହି ଟଙ୍କା ଆପଣ ଙ୍କ ପାଖରେ ରହିଲେ ଆପଣ ଏହାକୁ କିଛି ଅନ ଲାଇନ ସାଇଟ୍ ରେ ବିକ୍ରୀ କରି ପାରିବେ।
ଏହା ଦ୍ବାରା ଆପଣ ଲକ୍ଷ ପତି ହୋଇ ଯାଇ ପାରନ୍ତି।ଏପରି ଅନେକ ଦୋକାନ ରହିଛି ଯେଉଁ ଠାରେ କି ଏହି ପୁରୁଣା କଏନ ଗୁଡ଼ିକ ଅର୍ଥ ଦିଆ ଯାଏ।ଏଗୁଡ଼ିକ ର ଅଧିକ ମୂଲ୍ୟ ରହିଛି।ଯଦି ଆପଣ ଙ୍କ ପାଖରେ ଏପରି କିଛି ରହିଛି ତେବେ ସେଗୁଡ଼ିକ ଜଲଦି ବିକ୍ରୀ କରି ଦିଅନ୍ତୁ।
Special report
ଏହା କୁ ସେମାନେ ନେଇ ବାହାର ବଜାର ରେ ଅଧିକ ମୂଲ୍ୟ ରେ ବିକ୍ରୀ କରନ୍ତି।କିନ୍ତୁ ଏଥିପାଇଁ କିଛି ସ୍ଵତନ୍ତ୍ର ନିୟମ ରହିଛି।ଏହି ନିୟମ ମାନି ଦେଲେ ଆପଣ ଙ୍କୁ କୌଣସି।ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ନାହିଁ।ଏହି ମୁଦ୍ରା ଗୁଡ଼ିକ ଉପରେ ଏକ କୋର୍ଡ ଲେଖା ଯାଇଥାଏ।
ଏହି କୋର୍ଡ କୁ ଦେଖିକି ବିକ୍ରୀ କରା ଯାଏ।ଆପଣ ନିଶ୍ଚିତ ଭାବେ ପୁରୁଣା ଟଙ୍କା ଓ ମୁଦ୍ରା ବିଷୟ ରେ ଶୁଣିଥିବେ।ଯାହା ବଜାର ରେ ଭଲ ମୂଲ୍ୟ ରେ ବିକ୍ରୀ ହୁଏ।ବେଳେବେଳେ ଏହି ମୂଲ୍ୟ କୋଟି ରେ ବି ପହଞ୍ଚି ଯାଏ।
ସୋସିଆଲ ମିଡିଆରେ ଏହି ବିଷୟ ରେ ଅନେକ ଚର୍ଚ୍ଚା ହୋଇଥାଏ।କିଛି ଏପରି ଠକ ସଂସ୍ଥା ରହିଛନ୍ତି ଯେଉଁ ମାନେ କି ଲୋକ ଙ୍କୁ ଠକି ବହୁତ ଅର୍ଥ ନେଇ ଯାଉଛନ୍ତି।
ଅଳ୍ପ କିଛି ଟଙ୍କା ଧରାଇ ଅନ୍ୟ ଟଙ୍କା ନିଜେ ନେଇ ଯାଉଛନ୍ତି।ଭାରତ ରେ ମୁଦ୍ରା ଅଧିନିୟମ ଅନୁସାରେ ଆପଣ ଙ୍କ ପାଖରେ ପୁରୁଣା ମୁଦ୍ରା ଥିଲେ ଆପଣ ତାକୁ ଅଧିକ ମୂଲ୍ୟ ରେ ବିକ୍ରୀ କରି ପାରିବେ।